ସାପ-ନେଉଳ ଙ୍କର ଏମିତି ମରଣାତ୍ମକ ଲଢେଇ ଦେଖି ସ୍ତବ୍ଦ ରହିଗଲେ ଲୋକ, ଥରେ ନିହାତି ଦେଖନ୍ତୁ ଏହି ଭିଡିଓ

ସାପ ଏବଂ ନେଉଳ ପ୍ରଜାତି ଏମିତି ଯେ ଯିଏ ଜେଣେ ଅନ୍ୟ ଜଣଙ୍କର ଶତ୍ରୁ ରୂପରେ ଜଣା ଯାଇଥାଏ ଏବଂ ଏମାନେ ଯେତବେଳେ ବି ଜଣେ ଅନ୍ୟ ଜଣଙ୍କ ସାମ୍ନାକୁ ଆସିଥାନ୍ତି ତାହେଲେ ସେ ଦୁଇଜଣ ଜଣେ ଜଣଙ୍କର ରକ୍ତର ଶୋଷିଲା ହୋଇଯାଇ ଥାନ୍ତି । ରକ୍ତର ଶୋଷିଲା ଯାନୁଆର ଙ୍କ ଭିତରେ ଯେବେ ଯୁଦ୍ଧ ଆରମ୍ଭ ହୋଇଥାଏ ତାହେଲେ କେବେ ନେଉଳ ଜିତିଥାଏ ତ ଆଉ କେବେ ସାପ ଜିତିଥାଏ କିନ୍ତୁ ଅଧିକ ଯୁଦ୍ଧରେ ନେଉଳ ର ହିଁ ଜିତ ହୋଇଥାଏ ।

ଯେତବେଳେ ସାପ ଉପରେ ନେଉଳ ଆକ୍ରମଣ କରିଥାଏ ସେ ସିଧା ତାର ଫଣା କୁ ଟାର୍ଗେଟ କରିଥାଏ ଯେମିତି କି ସାପ ତା ଉପରେ ନିଜ ବିଷ ନ ଲଗାଇ ପାରିବ ଏବଂ ସେ ନିଜ ମୁଁହ ରେ ସାପକୁ ମାଟିରେ ପକାଇ ଦେଇଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହାର ଭିଡିଓ ସାମ୍ନାକୁ ଆସିଛି କିନ୍ତୁ ଏହି ଥରକ ଯୁଦ୍ଧ କିଛି ଖାସ ଥିଲା ତେବେ ତ ମଝି ରାସ୍ତା ଉପରେ ଯେପର୍ଜ୍ଯନ୍ତ ସାପ ଏବଂ ନେଉଳ ର ଯୁଦ୍ଧ ଚାଲୁ ଥିଲା ସେପର୍ଜ୍ଯନ୍ତ ଗାଡିବାଲା ସେଠାରୁ ଯିବା ପାଇଁ ସାହାସ କରିପାରିଲେ ନାହିଁ ।

କେତବେଳେ ସାପ ନେଉଳକୁ ନିଜ ବିଷ ରେ ହରାଇବାକୁ ଚେଷ୍ଟା କରୁଥାଏ ତ ଆଉ କେତବେଳେ ନେଉଳ ସାପକୁ ମାଟି ଉପରେ ପକାଇ ଦେଉଥାଏ । ସରେଆମ ମଝି ରାସ୍ତା ଉପରେ ହେଉଥିବା ଏହି ଯୁଦ୍ଧ କାରଣରୁ ଦୁଇ ପଟର ଯିବା ଆସିବା ବନ୍ଦ ହୋଇଗଲା ଏବଂ ଲୋକମାନେ ବହୁତ ସମୟ ପର୍ଯ୍ୟନ୍ତ ଏହାକୁ ଦେଖୁଥିଲେ ,ଯାହା ଭିତରୁ କୌଣସି ବ୍ୟକ୍ତି ଏହାକୁ ନିଜ କ୍ୟାମେରା ରେ କଏଦ କରି ନେଇଥିଲା । ବହୁତ ସମୟ ପର୍ଯ୍ୟନ୍ତ ଏହାର ଶେଷ ହେଲା ନାହିଁ ଏବଂ ସାପକୁ ଜଖମ କରି ନେଉଳ ଚାଲି ଗଲା । କିନ୍ତୁ ସାପ ହାର ମାଣିଲା ନାହିଁ ସେ ଏବେ ବି ରଣଭୂମିରେ ରହିଛି ।

ଦେଖନ୍ତୁ ଭିଡିଓ

Leave a Reply

Your email address will not be published. Required fields are marked *