ସାଥ ନିଭାନା ସାଥୀୟାର ରାଧା ରିଅଲ ଲାଇଫରେ ଦେଖିବାକୁ ବହୁତ Hot

ବନ୍ଧୁଗଣ ଆପଣମାଙକାଉ ଆମର ଏହି ପୋର୍ଟାଲକୁ ସ୍ଵାଗତ, ଯେମିତି କି ଆପଣ ଜାଣିଛନ୍ତି ଆମେ ପ୍ରତ୍ୟକ ଦିନ ଆପଣଙ୍କ ପାଇଁ ନେଇ ଆସୁଛୁ ମନୋରଞ୍ଜ ଦୁନିଆର କିଛି ମସାଲାଦାର ଖବର, ସେହିଭଳି ଆଜି ମଧ୍ୟ ଆମେ ଆପଣଙ୍କୁ ଛୋଟ ପରଦାରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିବା ଏହି କଳାକର ବିଷୟରେ କହିବୁ ।

ଆଜିଆମେ ଆପଣଙ୍କୁ ଟିଭି ସିରିୟଲ ସାଥ ନିଭାନା ସାଥୀୟାର କଳାକାର ବିଷୟରେ କହିବାକୁ ଯାଉଛୁ । ସାଥ ନିଭାନା ସାଥୀୟା ସିରିୟଲ କଥା କହିଲେ କୋକିଲା ବେହେନ ର ଫେମସ ଡାଇଲଗ ମନେ ପଡେ ‘ମେରି ଗୋପୀ ବୋହୁ’ ।

Image Courtesy: Google

ତେବେ ଆଜି ଆମେ ନା କୋକିଲା ବିଷୟରେ କହିବୁ ନା ତାଙ୍କ ଗୋପୀ ବୋହୁ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ସେଥିରେ ଥିବା ଝିଅ ଯାହାର ନାମ ଥିଲା ରାଧା । ତେବେ ରାଧାର ଅସଲି ନାମ ଭବ୍ନି ପୁରୋହିତ ଅଟେ । ଭବ୍ନି ଗୋଟେ ଭାରତୀୟ ଟିଭି ଅଭିନେତ୍ରୀ ଅଟେ । ଭବ୍ନି ଟେଲିଭିଜନ ଇଣ୍ଡସଷ୍ଟ୍ରିରେ  ନିଜ କ୍ୟାରିଅର ଆରମ୍ଭ ଷ୍ଟାରପ୍ଲସର ପପୁଲାର ସୋରୁ ଆରମ୍ଭ କରିଛି ।

Image Courtesy: Google

ଏହି ସିରିୟଲରେ ଭବ୍ନି ରାଧାର ଭୂମିକା ନିଭାଇ ଥିଲା । ସେହିଭଳି ଟିଭି ସିରିଏଲ ‘ ଜାନା ଦିଲସେ ଦୂର ” ରେ ଭୂମିର ଅଭିନୟ ବହୁତ ଭଲରେ କରିଥିଲା । ଯାହାର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଭବ୍ନି ପୁରୋହିତ ର ଜନ୍ମ ୮ ଡିସେମ୍ବର ୧୯୯୧ ରେ ହୋଇଥିଲା ।

Image Courtesy: Google

ଆଜି ସେ ୨୬ ବର୍ଷର ହୋଇଛି । ଭବ୍ନି ସିରିଏଲରେ ବହୁତ ସାଧାରଣ ଝିଅଭଳି ଦେଖାଯାଉଛି । କିନ୍ତୁ ଅସଲ ଜୀବନରେ ଦେଖିବାକୁ ବହୁତ ସୁନ୍ଦର ଓ  ଷ୍ଟାଇଲିଷ୍ଟ ଅଟେ । ଭବ୍ନି ତାଙ୍କର ଫୋଟ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତାଙ୍କର ଫ୍ୟାନ ମାନେ ତାଙ୍କର ଏହି ଫୋଟକୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଭବ୍ନିର ଫ୍ୟାନ ଲକ୍ଷରୁ ଅଧିକ ଅଟେ । ଟିଭି ସିରିଏଲର ସାଥ ନିଭାନା ସାଥିୟାର ରାଧା ରିଅଲ ଲାଇଫରେ କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚିତ ରୂପରେ କହିବେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *