ସବୁବେଳେ ବାଳ ଝାଡୁଛି/ ଚିଣ୍ଡୁଛି କି ? ବାଳ ଧୋଇବା ପୂର୍ବରୁ ଲଗାଇ ଦିଅନ୍ତୁ ଏହି ଜିନିଷ, ଚମତ୍କାର ହୋଇଯିବ…. ପତଳା ବାଳ ହେବ ଲମ୍ବା ଓ ମଜବୁତ-Hair Care Tips

ଆମ ଜୀବନରେ ସମସ୍ୟାର ଅଭାବ ନାଇ କିନ୍ତୁ ଏହା ଭିତରେ ଆମେ ଆମର ଯତ୍ନ ନେବା ପାଇ ସବୁ ବେଳେ ଚେଷ୍ଟା କରୁ । ଏହା କହିବାର ମାନେ ହେଉଛି କି ଆମେ ଆମ ଶାରୀର ରେ ଥିବା ସମସ୍ଯା କୁ ଦୂର କରିବା ପାଇଁ ଏହି ଭଳି କିଛି ଔଷଧ ଖାଉ ଯାହା ଦ୍ଵାରା ଆମେ ଅଧିକ ଅସୁସ୍ଥ ହୋଇଥାଉ । ଆମେ ଏହା ପାଇଁ ବ୍ୟବହାର କରୁ କିଛି ରାସାୟନିକ ପଦାର୍ଥ ଯାହା ଆପଣ ଜାଣି ଥିବେ କି ଆମ ପାଇଁ ଭଲ ନୁହେଁ । ଆମେ ଯଦି ପ୍ରାକୃତିକ ଉପାୟରେ ଏହାକୁ କମ କରାଇ ପାରିବା ଏହା ଭଲ ପରିଣାମ ଦେବ ।

ଆମେ ଜାଣିଛେ କି ଆମ କେଶର ଯତ୍ନ ଅଧିକ ନେବା ଆବଶ୍ୟକ ଅଟେ । ଏହାର କାରଣ ମଧ୍ୟ ଅଛି ଯେଉଁ ଭଳି ଚରମ ଆମ ସାରା ଶରୀର କୁ ଢାଙ୍କି ଏହାକୁ ସୁରକ୍ଷା ପ୍ରଦାନ କରୁଛି ସେହି ଭଳି ଆମ ମୁଣ୍ଡର ରେ ଥିବା କେଶ ମଧ୍ୟ ଆମକୁ ଅସୁବିଧାରେ ପକାଇ ଥାଏ ।

ଆମେ କହିବା ପାଇଁ ଯଦି ଯିବା ତ ଜାଣି ପାରିବା କି ଏହା ଆମ ମସ୍ତିସ୍କ କୁ ସୁରକ୍ଷା ପ୍ରଦାନ କରୁଛି । ତେଣୁ କରି ଯଦି ଆମେ ଏହାର ଯତ୍ନ ନ ନେବା ତାହେଲେ ଏହା ମୁଣ୍ଡରେ ଥିବା ଚର୍ମ ଉପରେ ପ୍ରଭାବ ପକାଇ ଥାଏ । ଏହା ସହ ଆଉ ଏକ କାରଣ ଅଛି ମଧ୍ୟ ।

ଏହାର ଆଉ ଏକ କାରଣ ହେଉଛି କି ଆମେ ଆମ କେଶ ଦ୍ଵାରା ସୁନ୍ଦର ଦେଖା ଯାଇଥାଉ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହା ଆମ ପାଇଁ କେତେ ଦରକାର । ଆଜି କାଲୀ ପୁଅ ହୁଅନ୍ତୁ କିମ୍ବା ଝିଅ କିମ୍ବା ଯେଉଁ ଭି ବୟଶର ଲୋକ ହୁଅନ୍ତୁ ସେମାନେ ନିଶ୍ଚିତ ଭାବେ ଏବେ ଚଣ୍ଡା ହେବାରେ ଲାଗିଛତି ।

ଏହାର ଆଉ ଏକ କାରଣ ମଧ୍ୟ ଅଛି କି ସେମାନେ ସଠିକ ସମୟରେ ତେଲ ନ ଲଗାଇବା । ସଠିକ ଭାବେ ଖାଦ୍ୟ ନ ଖାଇବା । ଆଜି ଆମେ ଏହି ଭଳି ଏକ ଉପାୟ ନେଇକି ଆସିଛୁ ଯାହା ଦ୍ଵାରା ଆପଣଙ୍କ କେଶ ସୁନ୍ଦର ଓ ମଜବୁତ ଦେଖାଯିବ ।

ଏହା ସହ ଆପଣଙ୍କ କେଶ ଝଡିବା ମଧ୍ୟ ବନ୍ଦ ହୋଇଯିବ । ଆପଣ ଏକ ଆଲୋବେରା କୁ ଆଣିକି ଏହାକୁ କାଟି ଭଲ ଭାବେ ପେଷ୍ଟ କରି ଦିଅନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆପଣ ଏହାକୁ ଏକ ତେଲରେ ମିଶାଇ କିଛି ସମୟ ଯାଏ ଗ୍ଯାସରେ ବସାଇ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ତେଲ ସେପରେଟ ନ ହୋଇଛି ।

ତା ପରେ ଏହା କୁ ଥଣ୍ଡା କରି ଏକ ଜାଗାକୁ ଛାଣି ନିଅନ୍ତୁ । ଏହା ସହ ଆପଣ ଆଊ ଏକ ତେଲ ମିଶାଇବେ ତାହା ହେଉଛି କ୍ୟାଷ୍ଟର ଅୟେଲ ଏହା ଆପଣଙ୍କ କେଶ କୁ ସୁନ୍ଦର ଓ ମଜବୁତ କରିବ । ଦେଖିବେ ଆପଣ ଯେଉଁ ତେଲ ପାଇବେ ତାହା କୁ ରାତିରେ ଆପଣ ଲଗାଇକି ସୋଇବେ ଓ ଆପଣ ଏହା ପରେ ଏହାକୁ ସକାଳୁ ଧୋଇ ନେବେ ।

Leave a Reply

Your email address will not be published. Required fields are marked *