ସବୁ ଦିନ ସକାଳେ ଭିଜା ଚଣା ସହ ଏହାକୁ ମିଶାଇ ଖାଇବାର ଫାଇଦା ଜାଣି ଆପଣଙ୍କ ପଦ ତଳୁ ମାଟି ଖସିଯିବ- Health Tips

ଆଜିକା ସମୟରେ ସବୁଠାରୁ ବଡ ସମସ୍ୟା ଏହା ହୋଇଥାଏ ଯେ ଆମେ ଯାହା ସେବନ କରିଥାଉ ତାହା ଆମ ଶରୀର ହଜମ କରି ପାରେ ନାହିଁ । ଆଜିକା ସମୟରେ ଏମିତି ବହୁତ ଖାଦ୍ଯ ଆସି ଯାଇଛି ଯାହା ଆମ ଶରୀର ହଜମ କରି ପାରେ ନାହିଁ ବା ଯାହାକୁ ହଜମ କରିବା ପାଇଁ ଆମ ଶରୀରକୁ ବହୁତ ଅଧିକ କଷ୍ଟ କରିବାକୁ ପଡିଥାଏ ଯେଉଁ କାରଣରୁ ଆମକୁ ଅଧିକ କାମ କଲା ଭଳି ଅନୁଭବ ହୋଇଥାଏ । ତେବେ ଶରୀର ସ୍ଵସ୍ଥ ରହିଲେ ମଣିଷ ନିଜ ଜୀବନରେ ସବୁ କିଛି କରି ପାରିବ କିନ୍ତୁ ଶରୀର ଭଲ ନ ରହିଲେ ମଣିଷ କିଛି ବି କରି ପାରେ ନାହିଁ । ସେଥିପାଇଁ କୁହା ଯାଇଛି ସ୍ୱାସ୍ଥ୍ୟ ମଣିଷ ପାଇଁ ସବୁଠାରୁ ବଡ ଧନ ଅଟେ ।

ତେବେ କଣ ଆପଣ ଜାଣିଛନ୍ତି ଏମିତି କିଛି ଖାଦ୍ଯ ଜିନିଷ ଅଛି ଯାହା ଆମ ଘରେ ରହିଥାଏ କିନ୍ତୁ ଆମେ ତାକୁ ସେବନ କରି ନଥାଉ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ରାମବାଣ ଭଳି କାମ କରିଥାଏ । ଆପଣ ମାନେ ସମସ୍ତେ ବୁଟ ଦେଖିଥିବେ ଆପଣଙ୍କ ଘରେ ମଧ୍ୟ ଥିବ କଣ ଆପଣ ବୁଟ ସେବନ କରନ୍ତି । ବହୁତ କମ ଏମିତି ଲୋକ ଅଛନ୍ତି ଯିଏ ବୁଟ ସେବନ କରିଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ବୁଟ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଭରପୁର ମାତ୍ରାରେ ପ୍ରୋଟିନ ପ୍ରାପ୍ତ ହୋଇଥାଏ ଆଉ ବୁଟ ଭଜା ସହ ଗୁଡ ଖାଇଲେ ଆପଣଙ୍କ ଶରୀରକୁ ପ୍ରୋଟିନ ସହ କ୍ୟାଲସିୟମ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆପଣ ମାନେ ସୋୟାବିନ ସେବନ କରନ୍ତି ଆଉ କୁହନ୍ତି ସୋୟାବିନ ଆମ ଶରୀର ପ୍ରୋଟିନ ବଢେଇବା କିନ୍ତୁ ଏହା ବହୁତ ଭୁଲ ଧାରଣା ଅଟେ ଯେଉଁ ପ୍ରକାର ପ୍ରୋଟିନ ସୋୟାବିନ ଦେଇଥାଏ ତାକୁ ହଜମ କରିବା ଏନଯାଇମ ଆମ ଶରୀରରେ ନାହିଁ ସେଥିପାଇଁ ଏହା ଭଲ ଭାବରେ ହଜମ ହୋଇ ସଠିକ କାମ କରି ନଥାଏ । ତେବେ ବୁଟ ଖାଇବା ଦ୍ଵାରା ଏହା ସହଜରେ ହଜମ ହୋଇଥାଏ ଆଉ ଆପଣଙ୍କ ଶରୀର ପ୍ରୋଟିନ ସମସ୍ୟା ଦୂର କରିଥାଏ ।

ଆମ ଚୁଟିକୁ ମଧ୍ୟ ପ୍ରୋଟିନ ଆବଶ୍ୟକ ହୋଇଥାଏ ଯାହା ଫଳ ସ୍ୱରୂପ ଏହା କମ ଝଡିଥାଏ ଆଉ ବଢିବାକୁ ଲାଗିଥାଏ ଠିକ ସେମିତି ଯେମିତି ଗୋଟେ ଗଛକୁ ସାର ଦେଲେ ଷେ ସଠିକ ଭାବରେ ବଢିଥାଏ କିନ୍ତୁ କେବଳ ପାଣି ଦେଲେ ତାହା ସଡିବାକୁ ଲାଗିଥାଏ । ଆମେ ସେମିତି ଶ୍ୟାମ୍ପୁ ବଦଳିଥାଉ ତେଲ ବଦଳି ଥାଉ କିନ୍ତୁ ଖାଇବା ଉପରେ ଧ୍ୟାନ ଦେଇନଥାଉ ଯାହା ସବୁଠାରୁ ମହତ୍ବପୂର୍ଣ୍ଣ ହୋଇଥାଏ ।

Leave a Reply

Your email address will not be published. Required fields are marked *