ସବୁ ପ୍ରକାର ପିରିୟଡ୍ସ ଜନିତ ସମସ୍ୟାରୁ 100% ମୁକ୍ତି ଦେଇ, ଗର୍ଭ ଧାରଣ କରିବାରେ କରିବ ସହାୟତା- Pregnancy Tips

ମଣିଷ ଜୀବନରେ ହଜାର ହଜାର ପ୍ରକାର ରୋଗ ଅଛି, ଆଜିକା ସମୟରେ ଲୋକ ନିଜ ରୋଗ ଦ୍ୱାରା ବହୁତ୍ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ତେବେ ପ୍ରତିଦିନ କିଛି ନୂଆ ରୋଗ ଦେଖିବାକୁ ମିଳିଥାଏ ଆଉ ମଣିଷ କରୋନା ଭଳି ରୋଗ ଦ୍ୱାରା ମଧ୍ୟ କେତେ ହଇରାଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକେ ଜାଣିଛନ୍ତି ଆଉ ବ୍ୟବହାର ମଧ୍ୟ କରିଛନ୍ତି ଆଉ ତା ଲାଭ ମଧ୍ୟ ପ୍ରାପ୍ତ କରୁଛନ୍ତି ।

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଜେ ମହିଳାଙ୍କ ମାସିକ ଧର୍ମ ସଠିକ ସମୟରେ ନ ଆସିଲେ ତାଙ୍କୁ ଗର୍ଭ ଧାରଣ କରିବା ରେ ସମସ୍ୟା ଆସିଥାଏ ଏହା ଛଡ଼ା ବହୁତ୍ ଏମିତି କାରଣ ହୋଇଥାଏ ଯାହା ଦ୍ଵାରା ମହିଳା ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ । ତେବେ ମହିଳାଙ୍କ ଭିତରେ ପିସିଓଡି ଭଳି ସମସ୍ୟା ହେଲେ ମଧ୍ୟ ତାଙ୍କର ଗର୍ଭ ଧାରଣ କରିବା ଅସମ୍ଭବ ହୋଇଥାଏ ।

ସେଥିପାଇଁ ଡକ୍ଟର ଏହି ଭଳି ସମସ୍ୟା ଦେଖିଲେ ପିସିଓଡି ସମସ୍ୟା ଦୂର କରିଥାନ୍ତି ଯାହା ପରେ ଗର୍ଭ ଧାରଣ କରିବା ମହିଳାଙ୍କ ପାଇଁ ସରଳ ହୋଇଥାଏ । ଆଜିକା ସମୟରେ ବହୁତ୍ ଏମିତି ଲୋକ ଅଛନ୍ତି ଯିଏ ଭାବନ୍ତି ଯେ ମତେ କିଛି ରୋଗ ନାହିଁ ତଥାପି ଗର୍ଭ କାହିଁକି ରହୁ ନାହିଁ ଏହାର ବହୁତ୍ କାରଣ ହୋଇପାରେ । ହେଇ ପାରେ ଆପଣଙ୍କ ଗର୍ଭାଶୟ ବହୁତ୍ ଛୋଟ ହେଇପାରେ ବା ଆପଣଙ୍କ ଗର୍ଭାଶୟ ଓଜନ ସମ୍ଭାଳି ପାରେ ନାହିଁ ।

ବହୁତ୍ ଦୁର୍ବଳ ତେବେ ଯେଉଁ ମହିଳାଙ୍କୁ ଏହି ଭଳି ସମସ୍ୟା ହୋଇଥାଏ ତାଙ୍କୁ ସୂପାରି ପାକ ନାମକ ପାଉଡର ବ୍ୟବହାର କରିବା ଉଚିତ୍ । ଯେଉଁ ମହିଳାଙ୍କ ଦେହରୁ ଧଳା ପଦାର୍ଥ ସବୁବେଳେ ବାହାରିଥାଏ ଏହା ମହିଳାଙ୍କୁ ଭିତରୁ ବହୁତ୍ ଦୁର୍ବଳ କରିଥାଏ କିନ୍ତୁ ମହିଳା ମାନେ ଏହା ଜାଣି ପାରନ୍ତି ନାହିଁ । ଯଦି ଆପଣଙ୍କ ଦେହରୁ ମଧ୍ୟ ଏହି ଭଳି ଯାଉଛି ତେବେ ଏହାକୁ ଛୋଟ ରୋଗ ଭାବନ୍ତୁ ନାହିଁ । ଏହାର ସେବନ ଦ୍ୱାରା ଆପଣଙ୍କ ଶରୀର ସବୁ ପ୍ରକାର ଦୁର୍ବଳତା ଆଉ ଆପଣଙ୍କ ଗର୍ଭାଶୟ ସମସ୍ୟା ସବୁ ବହୁତ୍ ଶିଘ୍ର ଦୁର ହୋଇଥାଏ ଆଉ ଆପଣଙ୍କୁ ବହୁତ୍ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଏହି ସୂପାରୀ ପାକ ବ୍ୟବହାର କରନ୍ତୁ ନଚେତ୍ ଡକ୍ଟର ପାଖକୁ ଯାଆନ୍ତୁ ଆଗକୁ ଯାଇ ଏହା ଆପଣଙ୍କ ପାଇଁ ବହୁତ୍ ବଡ ସମସ୍ୟାର କାରଣ ହୋଇପାରେ । ବହୁତ୍ ପୁରୁଷଙ୍କୁ ମଧ୍ୟ ଧାତୁ ସମସ୍ୟା ହୋଇଥାଏ ତେବେ ମହିଳା ଓ ପୁରୁଷ ଦୁହିଁଙ୍କୁ ସକାଳ ଜଳିକ୍ଷିଆ ସହ ଆପଣଙ୍କୁ ଗୋଟେ ଗୋଟେ ଚାମଚ ସୁପାରି ପାକ ଗୋଟେ ଗ୍ଲାସ କ୍ଷୀରରେ ମିଶାଇ ପିଇବା ଉଚିତ୍ ହୋଇଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *