ସବୁଠାରୁ ବୁଦ୍ଧିମାନ ପଶୁ କିଏ ? ଏହା ସହ ଆହୁରି 10+ Gk Quiz

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।

ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ ।

ଏଭଳି କିଛି ପୁସ୍ତକ ବାହାରେ ପ୍ରଶ୍ନ ରହିଛି ଯାହାକୁ ହୁଏ ତ ଖୁବ କମ ଲୋକ ଜାଣି ଛନ୍ତି । ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଜାଣି ପାରିଲେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସହଜରେ ଲେଖି ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ପୋଙ୍ଗଲ କେଉଁ ରାଜ୍ୟ ର ପ୍ରମୁଖ ପର୍ବ ଅଟେ ?

ଉତ୍ତର- ତାମିଲନାଡୁ ।

୨- ପ୍ଲାଷ୍ଟିକ ମନି କାହାକୁ କୁହାଯାଏ ?

ଉତ୍ତର- କ୍ରେଡିଟ କାର୍ଡ ।

୩- ବିଶ୍ଵ ର ବୃହତ୍ତମ ମହାଦେଶ ର ନାମ କଣ ଅଟେ ?

ଉତ୍ତର- ଏସିଆ ।

୪- ରାଜସ୍ଥାନ ରାଜ୍ୟର ରାଜଧାନୀ ର ନାମ କଣ ଅଟେ ?

ଉତ୍ତର- ଜୟପୁର ।

୫- ସର୍ବ ପ୍ରଥମେ କେଉଁ ଦେଶ ଶିକ୍ଷା କୁ ବାଧ୍ୟତା ମୂଳକ କରିଥିଲା ?

ଉତ୍ତର- ପୃଷିଆ ।

୬- କେଉଁ ଦେଶ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉତ୍ତର- ନେପାଳ ।

୭- କେଉଁ ଦେଶ ଚେସ ଖେଳ ର ଆବିଷ୍କାର କରିଥିଲା ?

ଉତ୍ତର- ଭାରତ ।

୮- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଦ୍ରୌପଦୀ ମୁର୍ମୁ ।

୯- ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ରହିଛି ?

ଉତ୍ତର- ୩୦ଟି ।

୧୦- ସବୁଠାରୁ ବୁଦ୍ଧିମାନ ପଶୁ ର ନାମ କଣ ଅଟେ ?

ଉତ୍ତର- ସିମ୍ପାଜି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *