ସେଟ ଉପରେ ନଖରା ଦେଖାନ୍ତି ନାହିଁ ବଲୀଉଡର ଏହି 10 ଜଣ ଷ୍ଟାର, ସମସ୍ତଙ୍କୁ ଦେଇଥାନ୍ତି ଇଜ୍ଜତ

ସମସ୍ତେ ଜାଣିଛନ୍ତି କି ସବୁ ଷ୍ଟାରମାନେ ବହୁତ ଗର୍ବୀ ହୋଇଥାନ୍ତି ଓ ସେମାନେ ଅଧିକ ନଖରା ମଧ୍ୟ ଦେଖାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବହୁତ ବଲୀଉଡ ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ଏହି ସବୁ ଜିନିଷର ବହୁତ ଆଗରେ ଅଛନ୍ତି ଓ ସେମାନେ ନିଜର ବିନମ୍ର ସ୍ଵଭାବ କାରଣରୁ ପରିଚିତ ଅଟନ୍ତି । ନିଜର ଏହି ସ୍ଵଭାବ କାରଣରୁ ସେମାନେ କେବଳ ଫ୍ୟାନମାନଙ୍କ ମଧ୍ୟରେ ନୁହେଁ ଅଥବା ମିଡିଆ ଓ ବଲୀଉଡ ଇନ ସାଇଡରମାନଙ୍କ ଅନୁସାରେ ବି ସେମାନେ ବହୁତ ଭଲ ଷ୍ଟାର ଅଟନ୍ତି । ତେବେ ଚାଳନ୍ତୁ ଜାଣିବା ସେହିଭଳି କିଛି ଷ୍ଟାରଙ୍କ ବିଷୟରେ ।

ଆମିର ଖାନ

ଆମିର ଖାନ ବହୁତ ସାଧାରଣ ଜୀବନ ଜାପାନ କରନ୍ତି । ତାଙ୍କ ଭିତରେ ସୁପର ଷ୍ଟାର ବାଲା କୌଣସି ବି ଅଭିମାନ ନାହିଁ । ସମସ୍ତେ ଆମିର ଖାନଙ୍କ ବ୍ୟବହାରର ପ୍ରଶଂସା କରନ୍ତି । ଆମିର ନିଜର ଷ୍ଟାଫ ଓ କ୍ରୁ ସହ ବନ୍ଧୁ ଭଳି ବ୍ୟବହାର କରନ୍ତି ।

ଅକ୍ଷୟ କୁମାର

ଅକ୍ଷୟ କୁମାର ବର୍ତ୍ତମାନ ବଲୀଉଡର ସୁପର ଷ୍ଟାର ଅଟନ୍ତି । ଅକ୍ଷୟ କୁମାରଙ୍କ ଜୀବନରେ ଅନୁସାନ ବହୁତ ମହତ୍ଵ ରଖିଥାଏ । ସେ ବି ଜଣେ ମାଟି ସହ ଜଡିତ ମଣିଷ ଅଟନ୍ତି ।

ଟାଇଗର ଶ୍ରଫ

ଟାଇଗର ବି ଫ୍ୟାନ, ମିଡିଆ ଓ ଷ୍ଟାଫଙ୍କ ସହିତ ବହୁତ ବିନମ୍ରତା ସହିତ ବ୍ୟବହାର କରନ୍ତି । ଏହା ସହିତ ଟାଇଗର ବହୁତ ପରିଶ୍ରମୀ ଅଟନ୍ତି ଓ ସେ କୌଣସି କାମକୁ ଛୋଟ କିମ୍ବା ବଡ ବୋଲି ଚିନ୍ତା କରନ୍ତି ନାହିଁ ।

ଶ୍ରଦ୍ଧା କପୁର

ନିଜର ଆଖାପାଖ ଲୋକମାନଙ୍କୁ ଶ୍ରଦ୍ଧା କପୁର ବହୁତ ଇଜ୍ଜତ ଦିଅନ୍ତି । ଶ୍ରଦ୍ଧା କପୁରଙ୍କ ସହ ଜଡିତ ଲୋକମାନେ କୁହନ୍ତି ତାଙ୍କ ଭିତରେ ବଡ ଷ୍ଟାର ବାଲା ଭାବନା କେବେ ବି ଆସି ନ ଥାଏ । ତାଙ୍କ ପାଇଁ ଅଭିନୟ ହିଁ କାମ ଅଟେ ଓ ତାକୁ ନେଇ ସେ କୌଣସି ବି ପ୍ରକାରର ଦେଖାଣିଆ କରନ୍ତି ନାହିଁ ।

ସୋନୁ ସୁଦ

ସୋନୁ ସୁଦଙ୍କ ଯେତେ ବି ପ୍ରଶଂସା କରିଲେ ତାହା କମ ଅଟେ । ଲକଡାଉନ ସମୟରେ ସେ ବହୁତ ଗ୍ରୀବ ଲୋକମାନଙ୍କୁ ସାହାର୍ଯ୍ୟ କରିଛନ୍ତି ଓ ବର୍ତ୍ତମାନ ବି କରୁଛନ୍ତି । ନିଜ ଷ୍ଟାଫଙ୍କ ସହିତ ସୋନୁ ପରିବାର ଭଳି ରୁହନ୍ତି ।

ଶାହରୁଖ ଖାନ

ଫ୍ୟାନ ହେଉ କିମ୍ବା ମିଡିଆ ସମସ୍ତଙ୍କ ସହିତ ଶାହରୁଖ ଖାନ ବହୁତ ଭଲ ବ୍ୟବହାର କରନ୍ତି । କିଙ୍ଗ ଖାନଙ୍କ ଏହି ଅନ୍ଦାଜ ତାଙ୍କୁ ଅନ୍ୟ ସମସ୍ତ ଷ୍ଟାରଙ୍କ ଠାରୁ ଅଲଗା କରିଥାଏ ।

ସୁଷ୍ମିତା ସେନ

ଅଭିନେତ୍ରୀ ହେବା ସହିତ ସୁଷ୍ମିତା ସେନ ଜଣେ ବିଜନେସ ୱୂମେନ ବି ଅଟନ୍ତି । ସୁଷ୍ମିତା ସେନ ସବୁ କାର୍ଯ୍ୟରେ ନିଜର ୧୦୦ ପ୍ରତିଶତ ଦିଅନ୍ତି ଓ ମିଡିଆରେ ସେ ନିଜର ବିନମ୍ର ସ୍ଵଭାବ କାରଣରୁ ଜଣା ଯାଆନ୍ତି ।

ବିଦ୍ୟା ବାଲନ

ବିଦ୍ୟାଙ୍କ ସହିତ କାମ କରିଥିବା ଲୋକମାନଙ୍କ କହିବା ଅଟେ କି ବିଦ୍ୟା ସେଟରେ ସମସ୍ତଙ୍କ ସହିତ ବନ୍ଧୁ ହୋଇ କଥାବାର୍ତ୍ତା କରନ୍ତି ।

ରଣବୀର କପୁର

ଷ୍ଟାରକିଡଙ୍କ ବ୍ୟବହାରକୁ ନେଇ ସବୁଦିନ କୌଣସି ନା କୌଣସି ଖବର ସାମ୍ନାକୁ ଆସିଥାଏ । କିନ୍ତୁ ରଣବୀର କପୁର ବି ଷ୍ଟାରକିଡ ଅଟନ୍ତି ଯାହାଙ୍କ ସହିତ ରହିଲେ ଆପଣ ଜାଣି ପାରିବେ କି ସେ କେମିତି ବ୍ୟକ୍ତିତ୍ବ ଅଟନ୍ତି । ଇଣ୍ଡଷ୍ଟ୍ରି ଲୋକମାନେ ବି ତାଙ୍କର ବ୍ୟବହାରର ବହୁତ ପ୍ରଶଂସା କରନ୍ତି ।

କିୟାରା ଆଡବାଣୀ

କିୟାର ଆଡବାଣୀ ବଲୀଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେବା ଆରମ୍ଭ କରି ଦେଇଛନ୍ତି । ବଲୀଉଡରେ କାମ କରୁଥିବା ଲୋକମାନଙ୍କ କହିବା ଅଟେ କି କିୟାରା ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି ।

Leave a Reply

Your email address will not be published. Required fields are marked *