ପ୍ରତ୍ୟକ ଦିନ ସକାଳୁ ଉଠି ଏମିତି କୁହନ୍ତୁ ଗାୟତ୍ରୀ ମନ୍ତ୍ର, ମିଳିବ ଏତେ ଚମତ୍କାରୀ ଫାଇଦା କି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମ ସନ୍ତାନ ଧର୍ମରେ ବହୁତ ପ୍ରକାର ଶ୍ଳୋକ ମନ୍ତ୍ର ଅଛି ଯାହାର ଜାପ କରିବା ଦ୍ଵାରା ମଣିଷକୁ ମୁକ୍ତି ମିଳିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଗାୟତ୍ରୀ ମନ୍ତ୍ର ଆମର ପୂର୍ବ ସମୟରୁ ବହୁତ ଚମତ୍କାରୀ ମନ୍ତ୍ର ବୋଲି କୁହା ଯାଇଛି ତେବେ ଏହା ସମସ୍ତେ ଜାଣିଛନ୍ତି ଯେ ସବୁ ମନ୍ତ୍ର ପାଇଁ ଶାସ୍ତ୍ରରେ ବହୁତ କିଛି ଉପାୟ ଓ ନିୟମ କୁହା ଯାଇଛି ଏହି ନିୟମ ଅନୁଯାଇ କାମ କଲେ ମଣିଷକୁ ଲାଭ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ସମୟରେ ଗାୟତ୍ରୀ ମନ୍ତ୍ର ଜାପ କଲେ ଆପଣଙ୍କୁ ଚମତ୍କାରୀ ଲାଭ ମିଳିଥାଏ ।

ତେବେ ଆପଣଙ୍କୁ କିଛି କରିବାର ନାହିଁ କେବଳ ସକାଳେ ବିଛଣାରେ ଉଠୁ ଉଠୁ ଆପଣଙ୍କୁ ୮ଥର ଗାୟତ୍ରୀ ମନ୍ତ୍ର ଜାପ କରିବା ଉଚିତ କିଛି ନକରି ଆଗ ମନ୍ତ୍ର ଜାପ କରନ୍ତୁ ।

Image Courtesy: Google

ତେବେ ଗାୟତ୍ରୀ ମନ୍ତ୍ର ଆପଣ ୧୦୮ ଥର ମଧ୍ୟ କରି ପାରିବେ କିନ୍ତୁ ସକାଳୁ ଉଠୁ ଉଠୁ ଆଗ ନିଜ ପାପୁଲି ଦର୍ଶନ କରନ୍ତୁ ଓ ଏହାର ପରେ ଗାୟତ୍ରୀ ମନ୍ତ୍ର ଜାପ କରନ୍ତୁ । ଏହା ପରେ ଘରୁ ବାହାରିବା ଆଗରୁ ୫ ଥର ନଚେତ ୧୧ ଥର ଗାୟତ୍ରୀ ମନ୍ତ୍ର ଜାପ କରନ୍ତୁ ଓ ତା ପରେ ଘରୁ ବାହାରନ୍ତୁ ଦେଖିବେ ଆପଣଙ୍କ ଜୀବନ ବଦଳିଯିବ ଯେଉଁ କାମ ପାଇଁ ଆପଣ ଘରୁ ବାହାରିଛନ୍ତି ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହବ । କୁହାଯାଇଛି ଯେ ପ୍ରାୟତଃ ଲୋକ ସକଜାଳେ ସବୁ ନିତ୍ୟ କର୍ମ ସମାପ୍ତ କରି ପୂଜା କରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି ।

Image Courtesy: Google

ତେବେ ଏହି ଭଳି ବହୁତ ଲୋକ ଅଛନ୍ତି କିନ୍ତୁ ବହୁତ ଲୋକ କେବଳ ରବିବାର ଦିନ ଜଳ ଅର୍ପଣ କରନ୍ତି ଯଦି ଆପଣ ମଧ୍ୟ ଏହି ଭଳି କରନ୍ତି ତେବେ ଆପପଣଙ୍କୁ ସବୁ ମନ୍ତ୍ର ସହ ଜଳ ଅର୍ପଣ କରିବା ସମୟରେ ଗାଉୟାତ୍ରୀ ମନ୍ତ୍ର ଜାପ କରିବା ଉଚିତ ଅଟେ କାହିଁକିନା ଏହି ମନ୍ତ୍ର ଜାପ କରିବା ଦ୍ଵାରା ଆପଣଙ୍କ ମନରେ ଆସିବା ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଦ୍ଵିତୀୟ ସମୟ ଯେତେବେଳେ ଆପଣଙ୍କୁ ଗାୟତ୍ରୀ ମନ୍ତ୍ର ଜାପ କରିବା ଉଚିତ ତାହା ହେଉଛି ଦିପହର ଭୋଜନ ସମୟ ।

Image Courtesy: Google

ଭୋଜନ କରିବା ଆଗରୁ ଆପଣଙ୍କୁ ହାତ ଯୋଡି ଆଖି ବନ୍ଦ କରି ଗାୟତ୍ରୀ ମନ୍ତ୍ର ଜାପ କରିବା ଉଚିତ ଦେଖିବେ ଖରାପରୁ ଖରାପ ଖାଦ୍ୟ ମଧ୍ୟ ଅମୃତ ସମାନ ଲାଗିଥାଏ । ଏହା ପରେ ତୃତୀୟ ମନ୍ତ୍ର ଜାପ ସନ୍ଧ୍ୟାରେ କରିବା ଉଚିତ ଯେତେବେଳେ ଆପଣଙ୍କ ଘରେ ସନ୍ଧ୍ୟା ଧୂପ ଦିଆ ଯାଇଥାଏ । ଏହା ପରେ ଶୋଇଲା ବେଳେ ଯଦି ଆପଣ ୧୧ ଥର ଗାୟତ୍ରୀ ମନ୍ତ୍ର ଜାପ କରନ୍ତି ତେବେ ଏହା ବହୁତ ଶୁଭକାରୀ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *