ସଚ୍ଚା ପ୍ରେମ ଅଧୁରା କାହିଁକି ରାହିଯାଏ ? Krishna Vani

ଭଲ ପାଇବା କେବେଭି ପାଇବା ପାଇଁ ହୋଇ ନଥାଏ । ଏହାକୁ କେବଳ ଅନୁଭୂତି କରାଯାଇ ପରେ । ଏହାକୁ ପାଇବା ପାଇଁ ଆସା କରି ଭଲ ପାଉଥିବା ଲୋକ ମାନ ଙ୍କ ଭଲ ପାଇବା କେବେ ହେଲେ ଅଧିକ ଦିନ ଜାଏ ରୁହେନୀ । ଆମେ ଯାହାକୁ ଭଲ ପାଉ ତାଙ୍କୁ ସବୁ ବେଳେ ନିଜ ପାଖରେ ପାଇବା ପାଇ ଚାହୁଁ । ଆମେ ସବୁ ବେଳେ ଗୋଟେ କଥା ଭାବୁ କି ସେ ସବୁ ବେଳେ ଆମ ସହ ରହୁ । ଆମେ ତାକୁ ସବୁ ବେଳେ ସବୁ ପ୍ରକାର ଖରାପ ଶକ୍ତି ରୁ ବଞ୍ଚାଇଆବା ପାଇଁ ଚେଷ୍ଟା କରୁ ।

କିନ୍ତୁ ଯଦି ଦେଖିବା ପାଇଁ ଜୀବ ଅଟା ଜାଣି ପାରିବା କି ଇତିହାଶ ସାକ୍ଷୀ ଅଛି କି ପ୍ରକୂତ ଭଲ ପାଇବା ଆଖୁବ କଷ୍ଟ କର ହୋଇ ଥାଏ । ଯଦି ଆପଣ ଦେଖିବେ ତ ଆଜି କାଲୀର ଲୋକମାନେ ଭଲ ପାଇବା ଆକୁ ଏକ ଅଲଗା ଅର୍ଥ ରେ ନେଉଛନ୍ତି ।

କିନ୍ତୁ ଯଦି ଆମେ ଦେଖିବା ରାଧା କ୍ରୀଷ୍ଣା ଙ୍କ ଭଲ ପାଇବାକୁ ତେବେ ଜଣାଇ ପାରିବା କି ଆମେ କଣ ଭୁଲ କରୁଛେ । କୁହାଯାଏ କି ରାଧା କୃଷ୍ଣ ଙ୍କ ମିଲନ ଏକକ ବାହାନା ଥିଲା । ଏହା ମାନବକୁ ପ୍ରେମ ର ଭାଷା କହିବା ପାଇଁ ଥିଲା । ଯଦି ଏମିତି ନଥାନ୍ତା ତେବେ ଏହା ସତ ହୋଇ ଥାନ୍ତା କି ରାଧା ଓ କୃଷ୍ଣ ନିଶ୍ଚୟ ମିଶି ଥାନ୍ତେ ।

ଆପଣ ଯଦି ଜଣାଇଥିବେ ତ ସେମାନେ କେବେ ହେଲେ ମିଶି ପରି ନଥିଲେ । ପ୍ରକୃତ ପ୍ରେମ ତାକୁ କୁହା ଜାଏ ଯିଏ ପାଇବାର ଆସା ନଥିବ କିନ୍ତୁ ପୁରା ବିଶ୍ଵାଶ ଥିବ କି ସେମାନେ ନିଶ୍ଚିତ ଭାବେ ପୁନର ମିଲନ ହେବେ । ଯଦି ଦେଖିବା ତ ଏହା ହିଁ ପ୍ରେମ ଅଟେ । ଭଗବାନ କହିଛନ୍ତି କି ପ୍ରକୃତ ଭଲ ପାଇବା କାହାକୁ ମିଳିଛି ରାଧା ଙ୍କୁ ଯଦି କୃଷ୍ଣ ମିଳି ନାହାଁନ୍ତି । ସେହି ଭଳି ଶବରୀ କୁ ରାମ ମଧ୍ୟ ମିଳି ନାହାଁନ୍ତି ଓ ମୀରା ଙ୍କୁ ତାଙ୍କ କାନ୍ହା ।

ନା ହିଁ ରାଞ୍ଝା ଙ୍କୁ ହିର ମିଳିଛି ତଥାପି ଏମାନେ ଏହାକୁ ଯାଇ କରିଥିଲେ । ଏହାକୁ ଦେଖିକି ଲୋକମାନେ କହିଛନ୍ତି କି ପ୍ରେମ ଏକ ପରୀକ୍ଷା ଅଟେ । କିନ୍ତୁ ଦେଖିବା ପାଇଁ ଗଲେ ଏହା ଆରମ୍ଭ ହୋଇ ଥାଏ ପ୍ରେମ ଆମଠୁ ଦୂରକୁ ଗଲା ପରେ । ବହୁତ ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ କରୁଛନ୍ତି ବୋଲି ଦାବି କରନ୍ତି କିନ୍ତୁ ସେମାନେ ଯାନୀ ନଥାନ୍ତି ଏହା କିଭଳି ହୁଏ । ପ୍ରେମ ର ଶକ୍ତି କେବଳ ସେହି ମାନଙ୍କୁ ମିଳିଥାଏ ଯେଉଁ ମାନେ ବୀନା ଡରରେ ଏହାକୁ ଜୀବନ ସାରା ନିଭେଇ ଥାଏ ।

ବିବାହ ପରେ ସବୁ ଲୋକ ନିଜର ଭଲ ପାଇବା ଆକୁ ଦେଖାଣ୍ଟି କିନ୍ତୁ ତାକୁ ଭଲ ପାଇବା କୁହା ଯାଏ ଯିଏ ଭଲ ପାଇବା ଆଗରୁ ଏହି ସମ୍ପର୍କ କୁ ଜୀବନ ସାରା ପାଇଁ ରଖିବାର ଶକ୍ତି ରଖନ୍ତି । ଯଦି କେହି ଏଭଳି କରି ପାରୁନି ତେବେ ଏହା ପ୍ରେମ ନୁହେଁ ଏକ ଆକର୍ଷଣ ଅଟେ । ପ୍ରକୃତ ପ୍ରେମରେ ଥିବା ଲୋକମାନେ ଯେଉଁ ମାନେ ହୃଦୟରେ ଥାନ୍ତି ସେମାନେ ଆମ ଭାଗ୍ୟରେ ନଥାନ୍ତି । ଏହାହିଁ ପ୍ରକୃତ ଭଲ ପାଇବା ।

Leave a Reply

Your email address will not be published. Required fields are marked *