ସାଧାରଣ ଜ୍ଞାନ: ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ବେଳେ ଛୋଟ ହୋଇଯାଏ ? 99% ଲୋକ ଜାଣି ନାହାନ୍ତି ଉତ୍ତର

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।  ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।

୧- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକ ରେ ଆପଣଙ୍କ ପିଛା ଛାଡେ ନାହିଁ ?

ଉତ୍ତର- ଆପଣଙ୍କର ଛାଇ ।

୨- ଏହି ଜିନିଷଟି କଣ ଯାହା କ୍ଷେତରେ ସବୁଜ, ବଜାରରେ କଳା, ଏବଂ ଘରକୁ ଆସିଲେ ଲାଲ ହୋଇଯାଏ ?

ଉତ୍ତର- ଚା’ ପତି ।

୩- ଉପରେ ବାଳ ଭିତରେ ପାଣି, ମଝିରେ ସୁନ୍ଦର କାୟା, ଯେଉନଥିରୁ ପାଏ, ଭଲ ଭାବରେ ଭାଙ୍ଗି ଭାଙ୍ଗି କି ଖାଏ ?

ଉତ୍ତର- ନଡିଆ ।

୪- ଆପଣଙ୍କ ସମସ୍ଯା ଦୂର କରିଥାଏ, ଅଲଗା ଅଲଗା ଭାଗ କରିଥାଏ, ଦାନ୍ତ ଥାଏ କିନ୍ତୁ ସେ କାହାରୀକୁ କାମୁଡି ନଥାଏ, ସେ କିଏ ?

ଉତ୍ତର- ପାନିଆ ।

୫- ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ବେଳେ ଛୋଟ ହୋଇଯାଏ ?

ଉତ୍ତର- ସାବୁନ୍ ।

୬- ତାହା କଣ ଯାହାକୁ ଆପଣ ନିଜେ ଦେଖିପାରିବେ କିନ୍ତୁ ଅନ୍ୟକୁ ଦେଖାଇ ପାରିବେ ନାହି ?

ଉତ୍ତର- ସ୍ଵୋପ୍ନ ।

୭- କଞ୍ଚାବେଳେ ପାରିବା ଏବଂ ପାଚିଗଲେ ଫଳ କହିଥାଉ, ତାହା କଣ ?

ଉତ୍ତର- କଦଳୀ ।

୮- ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣିର ନାମ କଣ ?

ଉତ୍ତର- ହାତୀ ।

୯- ପୃଥିବୀର ବୃହତ୍ତମ ଜଳଚର ପ୍ରାଣିର ନାମ କଣ ?

ଉତ୍ତର- ତିମିମାଛ ।

୧୦- ପୃଥିବୀର ବୃହତ୍ତମ ଅଣ୍ଡାର ନାମ କଣ ?

ଉତ୍ତର- ଓଟପକ୍ଷୀ ର ଅଣ୍ଡା ।

୧୧- ଓଡିଶାର ବୃହତ୍ତମ ସହରର ନାମ କଣ ?

ଉତ୍ତର- କଟକ ।

୧୨- ଓଡିଶାର ବୃହତ୍ତମ ବସଷ୍ଟାଣ୍ଡର ନାମ କଣ ?

ଉତ୍ତର- ଭୁବନେଶ୍ଵର ସରକାରୀ ବସଷ୍ଟାଣ୍ଡ ।

୧୩- ଓଡିଶାର ବୃହତ୍ତମ ଶ୍ମଶାନର ନାମ କଣ ?

ଉତ୍ତର- ସ୍ଵୋର୍ଗ ଦ୍ଵାର, ପୁରୀ ।

୧୪- କେଉଁ ସହରକୁ ଭାରତର ହଲିଉଡ କୁହାଯାଏ ?

ଉତ୍ତର- ମୁମ୍ବାଇ ।

୧୫- କେଉଁ ସ୍ଥାନକୁ ଭାରତର ଭୂସ୍ଵୋର୍ଗ କୁହାଯାଏ ?

ଉତ୍ତର- କାଶ୍ମୀର ।

୧୬- ୮ ଟି କଦଳୀକୁ ନକାଟି, ନଭାଙ୍ଗି ୯ ଜଣ ଲୋକଙ୍କୁ କେମିତି ସମାନ ସମାନ ବାଣ୍ଟି ପାରିବା ?

ଉତ୍ତର- କଦଳୀ ସେକ୍ ତିଆରି କରି ।

୧୭- କେଉଁ ମାଛର ମୁଣ୍ଡରେ ହୃତପିଣ୍ଡ ଥାଏ ?

ଉତ୍ତର- ଚିଙ୍ଗୁଡି ।

୧୮- କେଉଁ ଦେଶର ଡାକ୍ତର ମାନେ ଉଡାଜାହାଜ ରେ ଚଢି ରୋଗୀ ଦେଖିବାକୁ ଯାଆନ୍ତି ?

ଉତ୍ତର- ଅଷ୍ଟ୍ରେଲିଆ ।

୧୯- କେଉଁ ପକ୍ଷୀ ୩୦ ହଜାର ଫୁଟ ଉପରେ ଉଡିପାରେ ?

ଉତ୍ତର- ଶାଗୁଣା ।

୨୦- କେଉଁ ପ୍ରାଣିର ଆଖିରୁ ସବୁବେଳେ ଲୁହ ଝରେ ?

ଉତ୍ତର- କୁମ୍ଭୀର ।

୨୧- କେଉଁମାନେ ବିଲେଇକୁ ପୂଜା କରନ୍ତି ?

ଉତ୍ତର- ମିଶର ଦେଶର ଲୋକମାନେ ।

୨୨- କେଉଁ ଗଛ ମଣିଷ ପରି କାନ୍ଦେ ?

ଉତ୍ତର- ୟୂରେଲ ଗଛ ।

୨୩- ପିଠିରେ ଭାରାଦେଇ ସଉଥିବା ଏକମାତ୍ର ପ୍ରାଣୀ କିଏ ?

ଉତ୍ତର- ମଣିଷ ।

୨୪- କେଉଁ ପ୍ରାଣୀ ୧ ବର୍ଷ ବଞ୍ଚେ?

ଉତ୍ତର- ପିମ୍ପୁଡି ।

୨୫- କେଉଁ କୋଇଲି ରାବେ ନାହିଁ ?

ଉତ୍ତର- ପାଣି କୋଇଲି ।

୨୬- ଗୋଟିଏ କୁକୁରର ଆୟୁ ସୀମା କେତେ ?

ଉତ୍ତର- ୧୦ ବର୍ଷ ।

୨୭- କେଉଁ ପ୍ରାଣୀ ୫୦୦ ବର୍ଷ ବଞ୍ଚେ ?

ଉତ୍ତର- ତିମିମାଛ ।

୨୮- କଞ୍ଚାଲଙ୍କା ରେ କେଉଁ ଭିଟାମିନ ଥାଏ ?

ଉତ୍ତର- ଭିଟାମିନ- K ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *