ସଧବା ସ୍ତ୍ରୀ ଲୋକ ଏହି ଦିନ ନିଜର କେଶ କେବେ ଧୁଅନ୍ତୁ ନାହିଁ, ନଚେତ ପସ୍ତେଇବେ- Vastu Shastra

ବନ୍ଧୁଗଣ ଓଡିଆ ହିନ୍ଦୁ ଧର୍ମ ରେ ବହୁତ ପ୍ରଥା ମାନ ରହିଅଛି । ସେ ସବୁକୁ କେତେକ ବ୍ୟକ୍ତି ତଥା ମହିଳା ମାନେ ପାଳନ କରି ଚାଲିଥାନ୍ତି । ମାତ୍ର କେତେକ ଏହାକୁ ସ୍ଵୀକାର ମଧ୍ୟ କରନ୍ତି ନାହିଁ । ସେମାନେ ଭବିଥାନ୍ତି ଯେ, ଏ ସବୁ ଅନ୍ଧ ବିଶ୍ଵାସ ଅଟେ । ବନ୍ଧୁଗଣ ମା ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବାକୁ ଚାହିଁଥାନ୍ତି । ହିନ୍ଧୁ ଧର୍ମରେ କେତେ ଗୁଡିଏ ନିୟମ ଅଛି ଯାହା ପୁରାତ୍ତାନ କାଳରୁ ଚାଲି ଆସିଛି । କିଛି ଲୋକ ଏହାକୁ ଭ୍ରମ ବୋଲି ଭବିଥାନ୍ତି, ତ ଆଉ କିଛି ଲୋକ ଏହାକୁ ସଠିକ ବୋଲି ଭବିଥାନ୍ତି ।

ବନ୍ଧୁଗଣ ଏହି ପାରମ୍ପାରା ର ପଛରେ କିଛି ନା କିଛି ମହତ୍ଵପୂର୍ଣ୍ଣ କାରଣ ଲୁଚି ରହିଥିବା ସେଥିପାଇଁ ରଥୀ ମହାରଥୀ ଙ୍କ ଦ୍ଵାରା ଏହା ପାଳନ କରାଯାଇ ଆସି ଏହାକୁ ସାଧାରଣ ମନୁଷ୍ୟ ମଧ୍ୟ କିଛି ମାତ୍ରରେ ଗ୍ରହଣ କରୁଛନ୍ତି । ବନ୍ଧୁଗଣ ହିନ୍ଦୁ ଧର୍ମ ର ଶାସ୍ତ୍ର ରେ ବ୍ୟକ୍ତି ର ଜନ୍ମ ଠାରୁ ଅନ୍ତ ପର୍ଯ୍ୟନ୍ତ ଅନେକ ଗୁଡିଏ ପରମ୍ପରା ରହିଅଛି । ଆଜି ଆମେ ମହିଳା ମାନେ କେଉଁ ଦିନ ମାନଙ୍କରେ କେଶ ନ ଧୋଇବା ଉଚିତ ତାହା ସମ୍ବନ୍ଧରେ ଜଣେଇବାକୁ ଯାଉଅଛୁ ।

ବନ୍ଧୁଗଣ ମହିଳା ମାନଙ୍କ କେଶ ଧୋଇବା ପାଇଁ ଏକ ଖାସ ଦିନ ର ନିର୍ଣ୍ଣୟ କରାଯାଇଛି, ଏହା ସହିତ ଏହି ଦିନ ମାନଙ୍କରେ ମହିଳା ମାନଙ୍କର କେଶ ଧୋଇବା ବର୍ଜିତ ମାନାଯାଇଅଛି । ବନ୍ଧୁଗଣ କୁହା ଯାଇଛି ଯେ ଯେଉଁ ମହିଳା ଏହି ଦିନ କେଶ ଧୋଇଥାଏ ସେ ଦିନ ତାଙ୍କ ସ୍ବାମୀଙ୍କ ଉନ୍ନତି ପଥରେ ବହୁତ ବାଧାବିଘ୍ନ ଆସିଥାଏ । ଆସନ୍ତୁ ଜାଣିବା ଏବେ ସେହି ଦିନ ମାନଙ୍କ ସମ୍ବନ୍ଧରେ ।

୧- ସୋମବାର;- ଏହି ଦିନ ସଧବା ସ୍ତ୍ରୀ ଲୋକମାନଙ୍କୁ ନିଜ କେଶ ଧୋଇବା ଅନୁଚିତ । ଶାସ୍ତ୍ର ରେ କୁହାଯାଇଛି ଯେ, ଏହିଦିନ କେଶ ଧୋଇବା ଦ୍ଵାରା ମହିଳା ମାନଙ୍କ ସନ୍ତାନ ଉପରେ କୁ ପ୍ରଭାବ ପଡିଥାଏ । ଏହା ସହିତ ଘରେ ମଧ୍ୟ ପୋଛା ଲଗାଇବା କଥା ନୁହେଁ । ଏହା ଯଦି କରନ୍ତି ତେବେ ଆପଣଙ୍କ ଘରର ସୁଖଶାନ୍ତି ଧୀରେ ଧୀରେ କ୍ଷୟ ହେବାକୁ ଲାଗିଥାଏ ।

୨- ବୁଧୁବାର;- ବନ୍ଧୁଗଣ କୁହାଯାଇଛି ଯେ, ମହିଳା ମାନଙ୍କ ବୁଧବାର ଦିନ କେଶ ଧୋଇବା ଦ୍ଵାରା ତାଙ୍କ ଭାଇ ଉପରେ ଆଞ୍ଚ ଆସିଥାଏ । କୁଆଁରୀ ଝିଅମାନେ ଏହି କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ କାରଣ ସେମାନେ ଏଭଳି କରିବା ଦ୍ଵାରା ତାଙ୍କ ଭାଇ ଉପରେ ଆଞ୍ଚ ଆସିପାରେ ।

୩- ଗୁରୁବାର;- ବନ୍ଧୁଗଣ ଶାସ୍ତ୍ର ମାନଙ୍କରେ କୁହା ଯାଇଛି ଯେ, ଗୁରୁବାର ତ ନିଜ କେଶ ଆଦୌ ଧୁଅନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ମହିଳା ମାନଙ୍କ ସ୍ଵାମୀ କୌଣସି ଏକ ବଡ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଯଦି ଆପଣ ସେହି ଦିନ ଏକାକ୍ଷର ର ବ୍ରତ ରଖୁଛନ୍ତି ତେବେ ଆପଣଙ୍କୁ ସେହିଦିନ କେଶ ଧୋଇବା ଆବଶ୍ୟକ ହୋଇନଥାଏ ।

ଆପଣ ଏକାକ୍ଷ ର ଗୋଟିଏ ଦିନ ଆଗରୁ ନିଜ କେଶ କୁ ଧୋଇପାରନ୍ତି ଯଦି ସେହି ଦିନ ଗୁରୁବାର କିମ୍ବା ବୁଧୁବାର ହେଉଅଛି ତେବେ ଆପଣ ପାଣିରେ ଟିକିଏ ହଳଦୀ ଗୁଣ୍ଡା ମିଶାଇ ନିଜ କେଶ କୁ ଧୋଇ ସ୍ନାନ କରନ୍ତୁ । ବନ୍ଧୁଗଣ ଏହି ଦିନ ମାନଙ୍କରେ ମହିଳା ମାନେ କେଶ ଧୋଇବା ଆଦୌ ଉଚିତ ନୁହେଁ ପାଳନ କଲେ ମଙ୍ଗଳ ହେବ । ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *