କୋରନା ଭାଇରସ ସମୟେରେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁ ବଲିଉଡ୍ କଳାକାରମାନେ ଆଇ ଫର୍ ଇଣ୍ଡିଆ କନ୍ସର୍ଟ୍ ଆୟୋଜନ କରିଥିଲେ । ଏହି କଂସର୍ଟରେ ଅକ୍ଷୟ କୁମାର, ଅମିର୍ ଖାଁ, ପ୍ରିୟଙ୍କା ଚୋପ୍ରା, ଆୟୁଷ୍ମାନ ଖୁରାନା , ଅମିତାଭ ବଚ୍ଚନ, ଆଉ ବହୁତ କଳାକାର ମାନେ ଭାଗ ନେଇଥିଲେ । କନ୍ସେର୍ଟ ଶେଷରେ ସାହରୁଖ୍ ଖାନ ନିଜ ଗୀତ ଗାଇଥିଲେ, ସବ୍ ସହି ହୋ ଜା ୟେ ଗା ‘ ଏହି ଗୀତ ଗାଇ ଶେଷ କରିଥିଲେ । ସହାରୁଖ୍ ଏହି ଗୀତ ଏମିତି ଅନ୍ଦାଜ ରେ ଗାଇଥିଲେ କି ତାଙ୍କ ନିଜ ପୁଅ ଆବରାମ କହିଲେକି ବାପା ବହୁତ୍ ହୋଇଗଲା । ସହରୁକ୍ ଖାନ ଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହଉଚି । ଏଥିରେ ଲୋକ ବହୁତ୍ କମେଣ୍ଟ କରୁଛନ୍ତି ।
ଶହରୁଖ ଆଇ ଫର୍ ଇଣ୍ଡିଆ ପାଇଁ ଗାଇ କହିଛନ୍ତି,’ ଆଖ୍ ଖୁଲି ପର୍ ଦିମାଗ ସୋ ଜାୟେଗା , ସୁନ୍ ନା ୟାର୍, ସବ୍ ସହୀ ହୋ ଜୟେଗା । ନିଜ ଗୀତାର ଆଗରେ କହିଲେ “ବାକି କା ପଙ୍ଖା ଦେଖକର ବିତାୟା, ମୂର୍ଗି ୟା ଅଣ୍ଡା , ପେହେଲେ କ୍ୟ ଆୟା, ଦେଖୋ ଦେଖୋ ଟାଇମ କିତ୍ନୀ ବୁରା ଚାଲ୍ ରହା ହେ, । ପେହଲେ ଆକଟିଂ ସେ ବନାୟ ଅବ ଶୀଙ୍ଗିଂ ସେ ବାନାୟେଗା । ଛୋଡ଼ ନା ୟାର ସବ୍ ସେହି ହୋ ଯାୟେଗା । ଭିଡିଓ ରେ ଦୁଇଜଣ ଙ୍କ ଅନ୍ଦାଜ ବହୁତ ଭଲ ଲାଗୁଛି ।
ସହରୂଖ୍ ଖାଁ ଅହି ଭିଡିଓ ପୋଷ୍ଟ୍ କରିଲେଖିଛନ୍ତୀ “ଆବ ଭାଇ ,ଲକ୍ ଡାଉନରେ ମୋ ଗୀତକୁ ବି ଶୁଣିବାକୁ ପଡିବ । ଆବାରମ୍ କେହେରହା କି ପାପା ବହୁତ୍ ହୋ ଗୟା । ପର୍ ସବ୍ ସେହି ହୋ ଯାୟେଗା” । ଜଣେଇବାକୁ ଚାହୁଁଚୁ କି ଆଇ ଫର୍ ଇଣ୍ଡିଆ ର କନସର୍ତ୍ ର ଆରମ୍ଭ ଅକ୍ଷୟ କୁମାର ତୁମସେ ହୋ ନେହିଁ ପାୟେଗା ରୁ କରିଥିଲେ ।
ଏହା ପରେ ଅମିର ଖାଁ “ଆ ଚାଲକେ ମୁଝେ ଓ ଜିନା ଇସିକା ନାମ୍ ହେ “ଦ୍ଵାରା କୋନସର୍ଟ କୁ ଆଗକୁ ବଢ଼ାଇଥିଲେ । ଏହି କନସର୍ଟ ରେ ଧୀରେ ଧୀରେ ମାଧୁରୀ ଦୀକ୍ଷିତ, ଅନିଲ କପୁର, ଭୂମି ପେଣ୍ଡେ଼ନେକର , ଆଲିଆ ଭଟ୍ଟ, ରଣବୀର ସିଂହ, ବହୁତ ବଡ଼ ବଡ଼ କଳାକାର ଭାଗ ନେଇଥିଲେ ।