କେମିତି ହୋଇଥାଆନ୍ତି ଗୁରୁବାରରେ ଜନ୍ମହୋଇଥିବ ଲୋକ, ଜାଣନ୍ତୁ ତାଙ୍କ ସ୍ଵଭାବ

ଯଦି କାହାର ଜନ୍ମ ଗୁରୁବାର ହୋଇଥାଏ ତ ମାନନ୍ତି କି ସେ ଲୋକ ର ସ୍ଵଭାବ ବିଜ୍ଞ ସାହାସୀ, ହେବ ସହିତ ଉଚ୍ଚାଭିଳାଷୀ ହୋଇଥାଏ । ବାର ହିସାବରେ ଦେଖିଲେ ଗୁରୁବାର ହେଉଛି ସପ୍ତାହର ୫ ନମ୍ବର ଦିନ ଏହାର ସ୍ବାମୀ ହଉଛନ୍ତି ବୃହସ୍ପତି ।  ଗୁରୁବାରରେ ଜନ୍ମ ହୋଇଥିବା ଲୋକଙ୍କର ଜବରଦସ୍ତ ଲିଡରସିପ ଗୁଣ ରହିଛି ଏମାନେ ଅନୁଶାସନ କ୍ଷେତ୍ରରେ ବହୁତ କଠୋର ରହିଥାଆନ୍ତି । ଏହି କାରଣ ଲାଗି ବହୁତ ଖୁସିମନ ହେଲେ ତାଙ୍କ ସହିତ କେହି ବେଶୀ ସମୟ ରହିବାପାଇଁ ପସନ୍ଦ କରନ୍ତିନି । ଗୁରୁବାରରେ ଜନ୍ମ ହୋଇଥିବା ଲୋକଙ୍କ ବ୍ୟକ୍ତିତ୍ଵ ପ୍ରଭାବଶାଳୀ ହୋଇଥାଏ ।

ଏହି କାରଣ ହେତୁ ଲୋକ ବେଶୀ ଆକୃଷ୍ଟ ହୋଇ ଥାଆନ୍ତି । ତୀକ୍ଷ୍ଣ ବୁଦ୍ଧି ହେତୁ ଅତି ସହଜରେ ସମସ୍ୟାର ସମାଧାନ ବାହାର କରିଥାନ୍ତି ଏହି ଗୁଣ ଯୋଗୁଁ ବହୁତ ଶୀଘ୍ର ସମସ୍ତେ ଆକର୍ଷିତ ହୋଇଥାଆନ୍ତି । ଗୁରୁବାରରେ ଜନ୍ମ ହୋଇଥିବା ଲୋକଙ୍କ ଆଉ ଗୋଟେ ଭଲ ଗୁଣ କି ସେମାନେ ଲମ୍ବା ସମୟର ପ୍ଲାନିଂ କରନ୍ତିନି । ଏମାନେ ଆଗତ ଭବିଷ୍ୟ କଥା କମ୍ ଭାବନ୍ତି ଓ ଆଜି ପାଇଁ ଭଲରେ ବଞ୍ଚିବାକୁ ପସନ୍ଦ କରନ୍ତି । ଯଦି ଚେହେରା କଥା ବିଚାର କରିବା ରେ ଜନ୍ମ ହୋଇଥିବା ଲୋକ ଲମ୍ବା ଚଉଡ଼ା ଓ ବହୁତ ସୁନ୍ଦର ଚେହେରା ବଲା ହୋଇଥାନ୍ତି ।

ଗୋରା ରଙ୍ଗ ସହିତ ଦେଖିବାକୁ ମନମୁଗ୍ଧ କର ହୋଇଥାନ୍ତି । ଏମାନଙ୍କ କଥା ହେବାର ଶୈଳୀ ରେ ଲୋକ ତାଙ୍କ ଆଡ଼କୁ ଆକୃଷ୍ଟ ହୁଅନ୍ତି । ଧୋକା ଦେବା ଏମାନଙ୍କ ପ୍ରକୃତି ନୁହେଁ କାମ କେମିତି ହାସଲ କରାଯାଏ ତଥା ଶୈଳୀ ଏମାନଙ୍କୁ ଜଣା । ଏହି ଲୋକମାନେ ସାଜସଜ୍ଜା ପାର୍ଟି ଖାଇବା ପିଇ ବାର ସୌକିନି ଥାଆନ୍ତି । ନିଜ ସହିତ କରିବା ସହ ଅନ୍ୟଙ୍କ ଉପରେ ବହୁତ୍ ପଇସା ଖର୍ଚ୍ଚ କରିଥାନ୍ତି ସେଥିଲାଗି ତାଙ୍କ ହାତରେ ପଇସା ରହେନହିଁ ।

ଏହି କ୍ଷେତ୍ରରେ ତାଙ୍କ ଭବିଷ୍ୟତ ଗଢିବେ:-

ଗୁରୁବାରରେ ଜନ୍ମ ହୋଇଥିବା ଲୋକ ଲେଖକ , ଧର୍ମ ଗୁରୁ ପ୍ରକାଶକ,ନେତା ହୋଇ ଥାଆନ୍ତି ଟିକେ ପରିଶ୍ରମ ଦ୍ଵାରା ସେ ବହୁତ ସଫଳତା ଅର୍ଜନ କରିଥାନ୍ତି । ତାଙ୍କ ଲକି ସଂଖ୍ୟା ୪ଅଟେ ଦିନେ ହଳଦିଆ ବସ୍ତ୍ର ପିନ୍ଧି ବ୍ରତ ରଖିବା କଥା ।

ଏହି କଷ୍ଟ ର ସାମ୍ନା କରିବାକୁ ପଡ଼ିପାରେ:-

ଗୁରୁବାରରେ ଜନ୍ମ ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ସେ ବହୁତ ହଇରାଣ ହୋଇଥାନ୍ତି । ଲିଭର୍ ରକ୍ତ, ହୃଦୟ ସହିତ ଯୋଡ଼ା ସମସ୍ୟା ସମ୍ମୁ ଖିନ କରିଥାଏ । ଅନ୍ୟ ଦିନ ଅପେକ୍ଷା ଗୁରୁବାର ଦିନ ଜନ୍ମହୋଇଥିବା ଲୋକ ଅଧିକ ମୋଟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *