କୁହାଯାଇ ଥାଏ ଯେ ନିରାମିଷ ରେ ପ୍ରୋଟିନ ମାତ୍ରା କମ ଥାଏ ସେଥିପାଇଁ ଆମିଷ ଖାଇବା ଉଚିତ କିନ୍ତୁ ଯିଏ ଆମିଷ ଖାଇବା ପାଇଁ ଇଛା କରୁନି ତାକୁ ଜବରଦସ୍ତ କରିବା ଉଚିତ ନୁହେଁ । ନିରାମିଷ ଲୋକଙ୍କୁ ଆଉ ହଇରାଣ ହବା ଦରକାର ନାଇ କାହିଁକିନା ଏହି ପନି ପାରିବା ରେ ଆପଣ ଭରପୁର ପ୍ରୋଟିନ ପାଇ ପାରିବେ । ଏହି ପନି ପାରିବା ଗୁଡ଼ିଙ୍କ ସ୍ଵାଦ ବି ଅଦ୍ଭୁତ ଅଟେ, ଏହା କୌଣସି ନିରାମିଷ ସ୍ଵାଦରୁ କମ ନୁହନ୍ତି । ଆସନ୍ତୁ ଜାଣିବା ଏହି ପନି ପରିବାଙ୍କ ବିଷୟ ରେ ।
ବ୍ରୋକଲି :
ଯଦି ଆପଣ କେବେ ବ୍ରୋକଲି ଖାଇ ନାହାନ୍ତି ତାହେଲେ ଖାଇବା ଆରମ୍ଭ କରନ୍ତୁ ଶରୀର ରେ ପ୍ରୋଟିନ ମାତ୍ରା ବଢେଇବା ପାଇଁ ବ୍ରୋକଲି ଉତ୍ତମ ଉପାୟ ଅଟେ ।
ମଧ୍ୟମ ଆଞ୍ଚ ରେ ଭଜା ହୋଇଥିବା ଆଳୁ :
ଆଳୁ ନା ଶୁଣି ଆପଣଙ୍କ ମନ ରେ ଗୋଟେ କଥା ଆସୁଥିବ କି ଏହା ତ ଡାଇବେଟିଜ ଓ ଓଜନ ବଢାଇ ଥାଏ, କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କି ଧିମା ଆଞ୍ଚ ରେ ଭଜା ହୋଇଥିବା ଆଳୁ ପ୍ରୋଟିନ, ପୋଟେସିଅମ ଏବଂ ବିଟାମିନ ର ଭରପୁର ସ୍ରୋତ ଅଟେ ।
ମକା :
ବର୍ଷା ଓ ଥଣ୍ଡା ଋତୁ ରେ ମିଳୁ ଥିବା ମକା ଦେହ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହା କର୍ନ ନାଁ ରେ ବହୁତ ପରିଚିତ । ମକା ରେ ପ୍ରୋଟିନ ଓ ଫାଇବାର ପ୍ରଜ୍ୟାପ୍ତ ମାତ୍ରା ରେ ଅଛି ଏବଂ ଏହା ଶରୀର ପାଇଁ ଭଲ ଅଟେ ।
ଛତୁ :
ଶୁଦ୍ଧ ଶାକାହାରୀ ଲୋକ ଏହାକୁ ଜଙ୍ଗଲି ଭାବି ଖାନ୍ତି ନାହିଁ, କିନ୍ତୁ ଛତୁରେ କେତେ ପ୍ରକାର ପ୍ରଜାତି ଏମିତି ଅଛି ଯାହା ଖାଇଲେ ଆପଣଙ୍କ ଶରୀର କୁ ରୋଗ ପ୍ରତିରୋଧ ଶକ୍ତି ମିଳି ଥାଏ । ଏହା ପ୍ରୋଟିନ ରେ ପରିପୂର୍ଣ୍ଣ ଅଟେ ।
ଗ୍ରୀନ ମଟର :
ଥଣ୍ଡା ଦିନ ରେ ମିଳୁ ଥିବା ଗ୍ରୀନ ମଟର ପ୍ରୋଟିନ ର ବହୁତ ଭଲ ସ୍ରୋତ ଅଟେ ଏହା ସ୍ଵାଦ ବି ଲୋକଙ୍କୁ ବହୁତ ପ୍ରିୟ ଅଟେ ।
ପାଳଙ୍ଗ :
ସବୁଜ ପନି ପାରିବା ଶାକାହାରୀ ଲୋକଙ୍କୁ ନିଶ୍ଚିତ ଖାଇବା କଥା, ବିଶେଷ କରି ପାଳଙ୍ଗ କାହିଁକିନା ପାଳଙ୍ଗ ରେ ପ୍ରୋଟିନ ସହ ଆୟରନ, ଫାଇବର ଓ ବିଟାମିନ ଅଧିକ ମାତ୍ରା ରେ ମିଳି ଥାଏ ।
ଫ୍ରେଣ୍ଡ୍ସ ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀତ ତଥ୍ୟ ପସନ୍ଦ ଆସିଥିବ, ଏହାକୁ ଅନ୍ୟମାନକ ସ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।