ସକାଳୁ ଉଠି ଭୁଲରେବି କରନ୍ତୁ ନହିଁ ଏହି କାମ, ନଚେତ ହୋଇଯିବେ କାଙ୍ଗାଳ

ସକାଳର ଆରମ୍ଭ ଭଲ ହୋଇଥାଏ ଯଦି ତେବେ ପୁରା ଦିନ ସୁଖ ଶାନ୍ତିରେ କଟିଥାଏ । ସେଥି ପାଇଁ ସକାଳୁ ସକାଳୁ କିଛି ଏମିତି କାମ କରିବା କଥା ନୁହେଁ ଯାହା ଦ୍ଵାରା ଦିନର ଆରମ୍ଭରୁ ହିଁ ମନ ଭାଙ୍ଗି ଯାଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କଣ କଣ ତିନୋଟି କାମ କରିବା କଥା ନୁହେଁ । ପ୍ରଥମଟି ହେଉଛି ବାଦ ବିବାଦ କରନ୍ତୁ ନହିଁ । ପରିବାର ଲୋକଙ୍କ ସହିତ କୌଣସି ବାଦ ବିବାଦ କରନ୍ତୁ ନହିଁ, ଭଲରେ ସକାଳୁ ଉଠି ପରିବାର ଲୋକଙ୍କ ସହିତ ଦେଖା କରନ୍ତୁ ।

ଯଦି ସକାଳୁ ବଡ ବିବାଦ ହୋଇଥାଏ ଦିନ ସାରା ଭଲରେ କଟି ନଥାଏ । ଆମେ ନିଜେ ଦୁଃଖୀ ରହିବେ ଓ ପରିବାର ସଦସ୍ୟ ମଧ୍ୟ ଦୁଃଖୀ ରହିବେ ।


ଦିତୀୟରେ କ୍ରୋଧ କରନ୍ତୁ ନାହିଁ , କ୍ରୋଧକୁ ମଣିଷର ସବୁଠୁ ବଡ ଶତ୍ରୁ ବୋଲି କୁହାଯାଇଛି । ଏହିଭଳି କରାଯାଇଥିବା କାର୍ଯ୍ୟ ବହୁତ ଚିନ୍ତାର ବିଷୟ ହୋଇଥାଏ ।  ଯଦି ସକାଳର ଆରମ୍ଭରେ ଆମକୁ କ୍ରୋଧ ଆସିଯାଏ ତେବେ ପୁରା ଦିନ ଏମିତି ରହିଥାଏ । କ୍ରୋଧରେ ବ୍ୟକ୍ତିକୁ ଠିକ ଭୂଲର ଧ୍ୟାନ ରହିନଥାଏ ।

ବାଣିରେ ନିୟତ୍ରଣ ରହିନଥାଏ । କେବେ କେବେ ଏମିତି ଶବ୍ଦ କୁହାଯାଇଥାଏ ଯାହା ସଂପର୍କକୁ ଖରାପ କରିଥାଏ । କ୍ରୋଧକୁ କରିବା ପାଇଁ ସକାଳ ସମୟରେ ଯୋଗ ବା ଧ୍ୟାନ କରିବା ଆବଶ୍ୟକ ହୋଇଥାଏ ।

ତୃତୀୟରେ କାହାକୁ ଅପମାନ କରନ୍ତୁ ନାହିଁ । ସକାଳୁ ଉଠି ପରିବାର ଲୋକଙ୍କ ସହିତ ସନମାନ ପୂର୍ବକ ବ୍ୟବହାର କରିବା ଉଚିତ । ବିଶେଷ କରି ମା ବାପାଙ୍କ ସମ୍ବନ୍ଧରେ ବିଶେଷ କରି ଏହି କଥା ଧ୍ୟାନ ରଖିବା ଉଚିତ । ପରିବରେ କେବେ କେବେ ଏମିତି କଥା ହୋଇଥାଏ ଯାହା ସମ୍ପର୍କରେ ଫଟା ସୃଷ୍ଟି କରିଥାଏ । ଏମିତି ପରିଷ୍ଟିତିରେ କାହାକୁ ଅପମାନ କରିବା କଥା ନୁହେଁ ।

ପାରିବାରରେ କୁହାଯାଇଥିବା ଅପମାନ ଜନକ କଥା ଦୁଇପକ୍ଷକୁ ବହୁତ କଷ୍ଟ ଦେଇଥାଏ । ଯଦି ସକାଳୁ ଏମିତି ହୁଏ ଦିନସାରା ନଷ୍ଟ ହୋଇଥାଏ । ସେଥି ପାଇଁ ସକାଳୁ ଉଠି ଭଗବାନଙ୍କ ଧ୍ୟାନ କରିବା ସହିତ ଶାନ୍ତି ରକ୍ଷା କରନ୍ତୁ । ସକାଳୁ ଉଠି ପୂଜା ପାଠ କରିବା ଦ୍ଵାରା ମନରେ ଶାନ୍ତି ଆସିଥାଏ । ଆଉ ମନରେ ଓ ଘରେ ସକରାତ୍ମକ ଊର୍ଜା ଉତ୍ପନ ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *