ସକାଳୁ ଉଠି ରୋଷେଇ ଘରର ଏହି 1 ଜିନିଷ ଭୁଲରେ ବି ଦେଖିବ ନାହିଁ, ନଚେତ ହୋଇଯିବ କାଙ୍ଗାଳ -Vastu Tips

ସକାଳୁ ଉଠି ରୋଷେଇ ଘରର ଏହି ଜିନିଷ ଭୁଲରେବି ଦେଖନ୍ତୁ ନହିଁ । ନହେଲେ ରହୁ କେତୁ ପ୍ରଭାବରେ ଅନିଷ୍ଟ ହୋଇଥାଏ । ସବୁ ଘର ପରିବାର ଉପରେ ଆସିଥାଏ ଗରିବୀ, ଅଶେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଥାଏ । ଯଦି ଘର ଶରୀର ରୋଷେଇ ଘରକୁ ତାର ଆତ୍ମା ବୋଲି କୁହାଯାଇଥାଏ । ରୋଷେଇ ଘରେ ଯଦି ବାସ୍ତୁ ଦୋଷ ଉତ୍ପନ ହୋଇଥାଏତ ଏହାର ପ୍ରଭାବ ପୁରା ପରିବାର ଉପରେ ପଡିଥାଏ  । ଶେଥି ପାଇଁ ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଅଧିକ ମହତ୍ଵ ଦିଆଯାଇଛି । ରୋଷେଇ ଘରକୁ ସକାଳୁ ପ୍ରବେଶ କଲେ କିଛି ଜିନିଷ ଦେଖିବା ଠିକ ହୋଇନଥାଏ ।

ଏହା ସହିତ କିଛି ଏମିତି ଜିନିଷ ରହିଛି ସକାଳୁ ଉଠିବା ପରେ ରୋଷେଇଘରେ କରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଥାନ୍ତି ଓ ଘରେ ଧନର ବହୁତ କମି ହୋଇଥାଏ । ଏହା ସହିତ ପରିବାର ଲୋକଙ୍କ ଭିତରେ କ୍ଲେଶ ବଢିବାରେ ଲାଗିଥାଏ ।


ରୋଷେଇ ଘରର ଦିଗ ମଧ୍ୟ ଠିକ ହେବା ଆବଶ୍ୟକ ହୋଇଥାଏ ।  ଯଦି ରୋଷେଇ ଘର ଭୁଲ ଦିଗରେ ରହିଥିବ ଏହା ମଧ୍ୟ ବାସ୍ତୁ ଦୋଷ ନିର୍ମାଣ କରିଥାଏ । ଏହା ସହିତ ରୋଷେଇ ଘରେ ଜଳ ଓ ଅଗ୍ନିର ଦିଗ ମଧ୍ୟ ଠିକ ରହିବା ଆବଶ୍ୟକ ହୋଇଥାଏ ।  କାହିଁକି ନା  ରୋଷେଇ ଘରୁ ହିଁ ସମସ୍ତଙ୍କର ସ୍ୱାସ୍ଥ୍ୟ ଜଡିତ ରହିଥାଏ । ଯଦି ରୋଷେଇ ଘରେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏତ ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

ବାସ୍ତୁ ଅନୁସାରେ ରୋଷେଇ ଘରେ ସକାରାତ୍ମକ ଓ ନକରାତ୍ମକ ଊର୍ଜା ରହିଥାଏ । ଯାହାର ସନ୍ତୁଳନ ବନାଇ ରଖିବା ଉଚିତ ହୋଇଥାଏ । ଯଦି ରୋଷେଇ ଘରେ ଆପଣ ଆଇନା ରଖିଥାନ୍ତି, ଏହା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି । ଏଥିରେ ଘରେ ନକରାତ୍ମକ ଊର୍ଜା ବଢିଥାଏ ଓ କ୍ଲେଶ ବଢିଥାଏ ।  ଏହା ସହିତ ରୋଷେଇ ଘରେ ପୂଜା ଘର ହୋଇବା ଠିକ ନୁହେଁ । କାରଣ ରୋଷେଇ ଘରେ ବହୁତ ବାର ଦୁର୍ଗନ୍ଧ ମଧ୍ୟ ହୋଇଥାଏ । ଯାହା ପୂଜା  ଘରେ ମଧ୍ୟ ସକାରାତ୍ମକ ଊର୍ଜା  ଆଣିଥାଏ ।


ଆସନ୍ତୁ ଜାଣିବା ରୋଷେଇ ଘରେ ସକାଳୁ କଣ ଦେଖିବା ଅନୁଚିତ ହୋଇଥାଏ ଓ କେଉଁ କାର୍ଯ୍ୟ କରିବା ଉଚିତ ହୋଇନଥାଏ । ରୋଷେଇ ଘର ସବୁବେଳେ ଅଗ୍ନି କୋଣରେ ହୋଇବା ଆବଶ୍ୟକ ହୋଇଥାଏ । ଅର୍ଥାତ ଦକ୍ଷିଣ ଓ ପୂର୍ବ ଦିଗ ମଧ୍ୟରେ ଏହି ଦିଗ ଅଗ୍ନି ଦିଗ ବୋଲି କୁହାଯାଇଛି । ଏହି ସ୍ଥାନରେ ବନାଯାଇଥିବା ରୋଷେଇ ଘର  ବହୁତ ଭଲ ବୋଲି କୁହାଯାଇଥାଏ । ଯଦି ଏହି ଦିଗରେ ବନାଇବା ଅସମ୍ଭବ ହୋଇଥାଏ ତାହେଲେ ଉତ୍ତର ପଶ୍ଚିମ ଦିଗରେ ବନାଇ ପାରିବେ ।


ସକାଳୁ ଉଠି ଯଦି ରୋଷେଇ ଘରକୁ ଯାଉଛନ୍ତି ଚାକୁ ବା ଛୁରୀ ଏହି ଭଳି ଜିନିଷ ଦେଖିବା ଠିକ ହୋଇନଥାଏ । ଏହି ଜିନିଷ ନକରାତ୍ମକ ଊର୍ଜା ଆଣିଥାଏ । ସକାଳୁ ସକାଳୁ ସେଖିଲେ ବ୍ୟକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଓ ଘରେ କ୍ଲେଶ ମଧ୍ୟ ବଢିପାରେ । ଶେଠୀ ପାଇଁ ସକାଳୁ ଘରେ ଚାକୁ ବା ଛୁରୀ ଭଳି ଜିନିଷ ଦେଖନ୍ତୁ ନାହିଁ ।  ଯଦି ରୋଷେଇ ଘରେ କ୍ଷୀର ଢାଳିହେବା କି ତେଲ ଢାଳିହେବା ଓ ଖାଇବାରେ ଅଧିକ ଲୁଣ ହେବା । ଗରମ ତେଲ ଅଥବା ହାତରେ ତେଲ ପଡିବା ଯଦି ଏମିତି ବାର ବାର ହୋଇଥାଏତ ଆପଣ ବୁଝିଯିବା ଉଚିତକି ଘରେ ବାସ୍ତୁ ଦୋଷ ରହିଛି ବୋଲି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *