ମନିପର୍ସ ରେ କଣ ରଖିଲେ ହୋଇଥାଏ ଧନ, ଟଙ୍କା ଓ ସୁନା ର ବର୍ଷା- Astrology Tips

ମନିପର୍ସ ଗୋଟେ ଏମିତିକା ଜିନିଷ ଯାହା ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ, ଏଥିରେ ଆମେ ଟଙ୍କା ଓ ନିଜର ଅନ୍ୟ ଆବଶ୍ୟକ ଜିନିଷ ରଖିଥାଉ ଯାହା ସୁରକ୍ଷିତ ରହିଥାଏ । ତେବେ କଣ ଆପାନ ଜାଣିଛନ୍ତି ମନିପର୍ସ ପାଇଁ ମଧ୍ୟ ବହୁତ ଗୁଡେ ନିୟମ ହୋଇଥାଏ ଯାହା ଅନୁଯାଇ ଆମେ କାମ କଲେ ଆମକୁ ଅଧିକ ଧନ ଲାଭ ହୋଇଥାଏ ଓ ଅଯଥା ଖର୍ଚ କମିଯାଇଥାଏ ବହୁତ ଏମିତି ଲୋକ ହୋଇଥାନ୍ତି ଯିଏ ସକାଳେ ପର୍ସ ଟଙ୍କାରେ ଫୁଲ କରି ଘରୁ ବାହାରନ୍ତି କିନ୍ତୁ ଫେରିଲା ବେଳେ ସବୁ ଖର୍ଚ ହୋଇଥାଏ ଘରେ ପହଞ୍ଚିଲା ବେଳେ ଆପଣଙ୍କ ପକେଟରେ କିଛି ନଥାଏ ।

ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ତେବେ ଶାସ୍ତ୍ର ଅନୁଯାଇ ବର୍ଷରେ ଥରେ ପର୍ସ ବଦଳିବା ଉଚିତ ଅଟେ, ତେବେ ତାହା ଖରାପ ହେଇଥାଉ ବା ନାହିଁ ।

Image Courtesy: Google

ଏହା ଛଡା ପର୍ସ କୌଣସି ଜାଗାରେ ଫିଙ୍ଗାନ୍ତୁ ନାହିଁ ସେଥିରେ କିଛି କଏନ ପକାଇ ଓସ୍ତ ଗଛ ମୂଳରେ ରଖି ଦେଲେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ତେବେ ଏହା ଛଡା କୁହା ଯାଇଛି ଯେ ପର୍ସ ଯଦି ଆପଣଙ୍କୁ କେହି ଉପହାରରେ ଦିଅନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ କାହିଁକିନା ପର୍ସ ପାଇବା ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ପାଖରେ ଆସିବେ ।

Image Courtesy: Google

ତେବେ ଆଜିକା ସମୟରେ ପ୍ରାୟତଃ କାମ ଅନଲାଇନ ହୋଇଥାଏ ଓ ଲୋକେ ଟଙ୍କା ଅନଲାଇନ ଟ୍ରାନଯାକ୍ସନ କରିଥାନ୍ତି, ତେବେ ଏହା ଭୁଲ ଅଟେ ଆପଣ ଯଦି ଦରମ ଏକାଉଣ୍ଟରେ ପ୍ପାଉଛନ୍ତି ତେବେ କିଛି ଟଙ୍କା ବାହାର କରି ନିଜ ପର୍ସରେ ରଖନ୍ତୁ ।  ଏହା ପରେ କିଛି ଟଙ୍କା ନିଜ ମା ଭଉଣୀ ବା ସ୍ତ୍ରୀ କୌଣସି ମହିଳାଙ୍କୁ ଖର୍ଚ କରିବାକୁ ଦିଅନ୍ତୁ ଏହା କରିବା ଦ୍ଵାରା ଘର ସୁଖ ଶାନ୍ତିରେ ରହିବ ଓ କିଛି ଟଙ୍କା ଠାକୁର ଘରେ ନେଇ ରଖି ଦିଅନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଘରେ ଉନ୍ନତି ଆଗମନ ହବ । ତେବେ ପର୍ସରେ କେବେ କୌଣସି ବିଲ, ବା ହସ୍ପିଟଲ ପ୍ରେସ୍କ୍ରିପ୍ସନ ରଖନ୍ତୁ ନାହିଁ ଏହା ଛଡା କାହା ଭିଜିଟିଙ୍ଗ କାର୍ଡ ମଧ୍ୟ ନିଜ ପର୍ସରେ ଆପଣ ରଖନ୍ତୁ ନାହିଁ ଓ ସବୁଠାରୁ ବଡ କଥା ଏହା ଧ୍ୟାନରେ ରଖନ୍ତୁ ଯେ କାହାର ବି ଫଟୋ ନିଜ ପର୍ସରେ ରଖନ୍ତୁ ନାହିଁ ।

Image Courtesy: Google

ଆଜିକା ସମୟରେ ଏହା ଷ୍ଟାଇଲ ହୋଇ ଯାଇଛି କିନ୍ତୁ ଏମିତିକା ଭୁଲ ଆପଣ କରନ୍ତୁ ନାହିଁ ନଚେତ ଶୁଭ କାର୍ଯ୍ୟରେ ମଧ୍ୟ ବାଧା ଆସିବ ଆପଣ ଯାହା କରିବାକୁ ଇଛା କରିବେ କେବେ କରି ପାରିବେ ନାହିଁ । ଆପଣ ନିଜ ପର୍ସରେ ଯଦି ପାରୁଛନ୍ତି ତେବେ ଗୋଟେ ରୂପା କଏନ ପୂଜା କରି ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ଧନରେ ବହୁତ ବୃଦ୍ଧି ହୋଇଥାଏ ।

ଏହା ଛଡା ଯଦି ଆପଣ କୌଣସି ବା ଶଙ୍ଖ ପଥର ପାଉଛନ୍ତି ତେବେ ତାକୁ ମଧ୍ୟ ପୂଜା କରି ଆପଣ ନିଜ ପର୍ସରେ ରଖି ପାରିବେ । ଏହା ଛଡା ଗୁରୁବାର ଦିନ ଓସ୍ତ ପତ୍ର ତୋଳି ଆଣି ସେଥିରେ ଶ୍ରୀ ଲେଖି ମାଙ୍କ ପାଖରେ ପୂଜା କରନ୍ତୁ ଦେଖିବେ ଆପଣଙ୍କୁ ଶୁଭ ଫଳ ମିଳିବ ଓ ଏହା ସହ ଏହି ପତ୍ରକୁ ଲାମିନେସନ କରି ପରଶରେ ରଖିବା ଉଚିତ କାହିଁକିନା ଏହି ପତ୍ର ଫାଟିବା ଉଚିତ ନୁହ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *