ସକାଳୁ ଉଠି ଯଦି କରିବେ ଏହି ସହଜ କାମ ,ତାହେଲେ ପୁରା ଦିନ ଫାଇଦାରେ ରହିବେ ଆପଣ

ଆମେ କେତେ ଥର ଦେଖି ଥିବା କି ଆମର ଗୁରୁମାନେ ଆମକୁ ପାପୁଲି ଦେଖିବା ପାଇଁ କହିଥାନ୍ତି ସେ ବି ସକାଳୁ ଉଠିବା ପରେ । କଣ ଆପଣ ଜାଣିଛନ୍ତି କି ସକାଳୁ ସକାଳୁ ପାପୁଲି ଦେଖିଲେ କଣ ହୋଇଥାଏ ? ଏହାର ତର୍କ ଆମ ଶାସ୍ତ୍ର ସହିତ ଯଡିତ । ଶାସ୍ତ୍ରରେ ପାପୁଲି ଦେଖିବାର ମହତ୍ଵ ସହିତ ଗୋଟିଏ ଶ୍ଳୋକ କୁହାଯାଇଛି । ଯେଉଁ ଶ୍ଳୋକର ଅର୍ଥ କହିଥାଏ କି କଣ ପାଇଁ ସର୍ବପ୍ରଥମେ ନିଦରୁ ଉଠି ପାପୁଲି ଦେଖିବା ଉଚିତ ।

ଏଥିପାଇଁ ଦେଖନ୍ତି ପାପୁଲି

ଉପରେ ଦିଆଯାଇ ଥିବା ଶ୍ଳୋକ ହିନ୍ଦୁ ଧର୍ମର ବହୁତ ମହତ୍ବପୂର୍ଣ ଶ୍ଳୋକ ବୋଲି କୁହାଯାଏ ଏବଂ ବହୁତ ଶକ୍ତିଶାଳୀ ମନ୍ତ୍ର ବି ଅଟେ । ଏହି ଶ୍ଳୋକରେ କୁହାଯାଇଛି କି ଆମ ହାତରେ ତ୍ରିଶକ୍ତି ଥାଏ ଯାହାକୁ ସ୍ପର୍ଶ ସକାଳୁ କରିବା ବହୁତ ଶୁଭ ହୋଇଥାଏ । ଏହି ତ୍ରିଶକ୍ତିରେ ତଳ ଭାଗରେ ତ୍ରିଦେବରେ ଜଣେ ଭଗବାନ ବିଷ୍ଣୁ ଯିଏ କି ବହୁତ ଶକ୍ତିଶାଳୀ ଏବଂ ପୃଥିବୀର ସୃଷ୍ଟିକର୍ତା ଅଟନ୍ତି ,ତାଙ୍କ ଛଡା ପାପୁଲିରେ ଜ୍ଞାନର ଦେବୀ ମା ସରସ୍ଵତୀ ବସି ଥାନ୍ତି ଯାହା କି ଆମର ଲଲାଟ କୁ ସ୍ପର୍ଶ କଲେ ଜ୍ଞାନ ପ୍ରଦାନ କରନ୍ତି ।

ଏହା ସହିତ ଉପର ଭାଗରେ ଯେଉଁଠି ଆମର ଆଙ୍ଗୁଠି ଅଛି ସେଠାରେ ମା ଲକ୍ଷ୍ମୀ ସ୍ଵୟଂ ବିରାଜମାନ ଅଟନ୍ତି ଯିଏ ଧନର ଦେବୀ ଅଟନ୍ତି । ଏହି କାରଣ ପାଇଁ ପାପୁଲିକୁ ଉଠି ଦେଖିବା ଏବଂ ନିଜ ଚେହେରାରେ ସ୍ପର୍ଶ କରିବା ଦ୍ଵାରା ଆମକୁ ଧନ ,ମନ ,ଗୁଣ ,ଜ୍ଞାନ ,ସାହାସ ,ସତ୍ୟ ଆଦିର ଶକ୍ତି ପ୍ରାପ୍ତ ହୋଇଥାଏ । କାରଣ ସେଠାରେ ସ୍ଵୟଂ ଦେବୀ ଦେବତା ଙ୍କର ବାସ ହୋଇଥାଏ । ଏହି କାରଣ ପାଇଁ ସମସ୍ତେ ଆମକୁ ସର୍ବପ୍ରଥମେ ପାପୁଲି ଦେଖିବାର ଜ୍ଞାନ ଦେଇଥାନ୍ତି । ଏଥିରେ ସବୁ କାମରେ ସଫଳତା ମିଳିଥାଏ ,ସୁଖ ସମୃଦ୍ଧି ସବୁ ଜିନିଷ ଆମକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *