ସକାଳୁ ଉଠି କରନ୍ତୁ ଏହି କାମ, ସ୍କିନ ରହିବ ସଦା ଉଜ୍ଵଳ ଓ ସୁନ୍ଦର- Dr. Manoj Das

ସକାଳୁ ଉଠି ଚେହେରାରେ ଫେସ ୱାଶ କି ସାବୁନରେ ଧୋଇବା ଅନୁଚିତ । ସକାଳୁ ଥଣ୍ଡା ପାଣିରେ ମୁହଁକୁ ଧୁଅନ୍ତୁ ସେଥିରେ ସେ ମୁହଁରେ ଥିବା ବ୍ଲଡର ଫ୍ଲୋକୁ ସ୍ଲୋ ଡାଉନ କରିଥାଏ, ଏଥିରେ ଆପଣଙ୍କ ମୁହଁରେ ଥିବା ଟକସିନ ବହୁତ ଆରମରେ ବାହାରିଥାଏ ।

ସବୁଠୁ ବଡ କଥା ଆପଣଙ୍କ ମୁହଁରେ ଯେତେ କସମେଟିକ ଜମା ହୋଇଥିବା  ସେ ସବୁ ଧୀରେ ଧୀରେ ବାହାରକୁ ଆସିଯାଇଥାଏ । ଥଣ୍ଡା ପାଣି ଆପଣଙ୍କ ସ୍କିନର ସେଲକୁ ରିଜ୍ୟୁଭିନେଟ କରିଥାଏ ଓ ଆପଣଙ୍କ ସ୍କିନର ଏକ୍ସଟ୍ରା ଅଏଲ ପ୍ରଡକସନକୁ କଣ୍ଟ୍ରୋଲ କରିଥାଏ ।

ସକାଳୁ ଥଣ୍ଡା ପାଣିରେ ମୁହଁ ଧୋଇଲେ ବହୁତ ସାରା ଫାଇଦା ଦେଇଥାଏ । ଯେତେବେଳେ ସକାଳେ ଆପଣ ମୁହଁ ଧୋଉ ଛନ୍ତି ଚେହେରାରେ ୪ ରୁ ୫ ମିନିଟ ଥଣ୍ଡା ପାଣିରେ ଧୁଅନ୍ତୁ । ସକାଳର ଯେଉଁ ଦୁଇଘଣ୍ଟା ସମୟ ଥାଏ ସେହି ସମୟରେ ଶରୀରକୁ ହାଇଡ୍ରେଟ କରିବା ଉଚିତ । ଆମେ ସକାଳୁ ଉଠି କିଛି ନା କିଛି ପାଣି ପିଇଥାଉ । ତାହା ଆପଣଙ୍କ ସ୍କିନ କୁ ସୁସ୍ଥ ବନେଇବାରେ ସାହାର୍ଯ୍ୟ କରିଥାଏ । କିଚିବି ପାଣି ମାନେ ଲିମ୍ବୁ ପାଣି, ମହୁ ପାଣି, ଜୀରା ପାଣି କିଛି ପାଣି ପିଇପାରିବେ ।

ଯଦି ଆପଣଙ୍କୁ ସୁଯୋଗ ମିଳୁଛି ଆପଣ ଫଳ ଜୁଷ ମଧ୍ୟ ପିଇପାରିବେ ଓ ନଡିଆ ପାଣି ମଧ୍ୟ ପିଇପାରିବେ । ସକାଳର ଆରମ୍ଭ ସମୟ ବହୁତ ଗୁରୁତ୍ଵ ପୂର୍ଣ ହୋଇଥାଏ ଆପଣଙ୍କ ଶରୀରକୁ ହାଇଡ୍ରେଟ କରିବା ପାଇଁ ।ଆପଣଙ୍କ ଶରୀରରେ ଯେତେ ଅଧିକ ମାତ୍ରା ଜଳର ମାତ୍ରା ରହିବ ସେତେ ଆପଣଙ୍କ ସ୍କିନ ହାଇଡ୍ରେଟ ରହିବ । ଯେତେବେଳେ ହାଇଡ୍ରେଟ ବଢିଯିବା ସେତେବେଳେ ଆପଣଙ୍କ ସ୍କିନ ସୁନ୍ଦର ଦେଖାଯିବା ଆରମ୍ଭ ହୋଇବ । ସେଥିଲାଗି ସକଳ ସମୟ ବହୁତ ଗୁରୁତ୍ଵ ପୂର୍ଣ ହୋଇଥାଏ ପାଣି ପିଇବା ପାଇଁ କ୍ଲାରଣ ଦିନ ସାରା ଆମେ ବ୍ୟସ୍ତ ହେଇଥାଉ ପାଣି ପିଇବାକୁ ଭୁଲିଯାଇଥାଉ ।

ସକାଳୁ ଯେତେବେଳେ ଥଣ୍ଡା ପାଣିରେ ମୁହଁ ଧୋଉଛନ୍ତି ୨ ଘଣ୍ଟା ପର୍ଯ୍ୟନ୍ତ ଚେହେରାରେ କିଛି ଲଗାନ୍ତୁ ନହିଁ । ବହୁତ ଲୋକ ମସ୍ଚରାଇଜର ବା ସନ୍ସ କ୍ରିମ ମଧ୍ୟ ଲଗାଇଥାନ୍ତି । ସେଥିଲାଗି ସକାଳର ଦୁଇଘଣ୍ଟା ସ୍କିନକୁ ଟିକେ ସେମିତି ଛାଡନ୍ତୁ ଓ ତା ପୂର୍ବରୁ ଥଣ୍ଡା ପାଣିରେ ମୂହକୁ ଭଲରେ ଧୁଅନ୍ତୁ । ଏହା ଥିଲା ସକାଳର ତିନୋଟି ଟିପ୍ସ ଯାହାକୁ ପ୍ରତିଦିନ କରି ଚେହରକୁ ସୁସ୍ଥ, ଉଜ୍ଜଳ, ସୁନ୍ଦର କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *