ପ୍ରଥମ ଥର ଦେଖନ୍ତୁ କୁନା ତ୍ରିପାଠୀଙ୍କ ଜୀବନୀ ଓ ପରିବାର ଆଗରୁ କେବେ ଦେଖିନଥିବେ

ଆପଣ ମାନେ କୁନା ତ୍ରିପାଠୀଙ୍କୁ ବେସ ଭଲ ଭାବରେ ଜାଣିଥିବେ ତାଙ୍କ କମେଡି କେତେ ଲୋକଙ୍କୁ ଜୀବନ ଦେଇଥାଏ ଓ କେତେ ଲୋକଙ୍କ ଜୀବନ ଗ୍ରହଣ ମଧ୍ୟ ହୋଇଥାଏ ତେବେ କୁନା ତ୍ରିପାଠୀଙ୍କ ଅଭିନୟ ଆପଣ ମାନେ ବହୁତ ଚଳଚିତ୍ରରେ ଦେଖିବାକୁ ପାଇଥିବେ ।

କୁନା ତ୍ରିପାଠୀ ନିଜ ଜୀବନରେ ବହୁତ କିଛି କଷ୍ଟ ଦେଖିବାକୁ ପାଇଛନ୍ତି ଓ ତା ପରେ ଅଭିନୟ ଦୁନିଆରେ ନା ପାଇଛନ୍ତି । ଆଜି ଆମେ ଆପଣଙ୍କୁ କୁନା ତ୍ରିପାଠୀଙ୍କ ଜୀବନୀ ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

କୁନା ତ୍ରିପାଠୀଙ୍କ ଭଲ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ, ଆପନାଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କୁନା ତ୍ରିପାଠୀ କେବଳ ଅଭିନୟ କରନ୍ତି ନାହିଁ ସେ ଜେନ ଲେଖକ, ନିର୍ଦେଶକ ଉପସ୍ଥାପକ ଇତ୍ୟାଦି ସେ ବହୁତ କାମ ଜାଣିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏବେ ବି ବହୁତ ପସନ୍ଦ ଅଟେ । ସେ ବହୁତ ଚଳଚିତ୍ରରେ ଖଳନାୟକ କାମ କରିଛନ୍ତି ଯାହା ବହୁତ ଭଲ ହୋଇଥିଲା ଓ ଦର୍ଶକ ତାଙ୍କ ସେହି ରୂପକୁ ମଧ୍ୟ ପସନ୍ଦ କରିଥିଲେ । କୁନା ତ୍ରିପାଠୀଙ୍କ ଜନ୍ମ ସ୍ଥାନ ହେଉଛି କଟକ ସେ ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ବର୍ତମାନ କଟକରେ ରହୁଛନ୍ତି ।

Image Courtesy: Google

ତାଙ୍କ ବାପାଙ୍କ ନାମ ପରମାନନ୍ଦ ତ୍ରିପାଠୀ ତାଙ୍କ ବାପା ଜଣେ ସରକାରୀ କର୍ମଚାରିଥିଲେ । କୁନା ତ୍ରିପାଠୀ ବହୁତ ଭଲ ରୋଷେଇ କରନ୍ତି ଓ ନିଜ ସ୍ତ୍ରୀ ଓ ପରିବାର ସହ ସମୟ କାଟିବା ତାଙ୍କୁ ବହୁତ ପ୍ପାସନ୍ଦ ଆସିଥାଏ । କୁନା ତ୍ରିପାଠୀଙ୍କ ଜୀବନ ସଂଗିନୀ ନାମ ସଂଗୀତା ତ୍ରିପାଠୀ ଅଟେ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । କୁନା ତ୍ରିପାଠୀ ବହୁତ ଛୋଟରୁ ଅଭିନୟ ପ୍ରତି ରୁଚି ରଖୁଥିଲେ କେବଳ ୨ ବା ୩ ବର୍ଷ ବୟସରୁ କୁନା ତ୍ରିପାଠୀ ଅଭିନୟ କରିବା ସିଖୁଥିଲେ ।

Image Courtesy: Google

କୁନା ତ୍ରିପାଠୀ ବଡ ହବା ପରେ ନାଟକରେ କାମ କରିବା ଆରମ୍ଭ କଲେ ତେବେ ୧୦୦ରୁ ଅଧିକ ନାଟକ କରିବା ପରେ ସେ ଆକାଶବାଣୀରେ କାମ ପାଇଲେ ଓ ଶେଠୀ କାମ କରିବା ଆରମ୍ଭ କଲେ । ସେ ବହୁତ ଗୁଡେ ଚଳଚିତ୍ରରେ ଖଳନାୟକ ଅଭିନୟ କରିଥିଲେ ଓ ବହୁତ ଗୁଡେ ଚଳଚିତ୍ରରେ ସେ କାମେଡିଅନ ହୋଇଥିଲେ ତେବେ ବହୁତ ଗୁଡିକ ଧାରାବାହିକରେ ମଧ୍ୟ ସେ ବହୁତ ଭଲ କାମ କରିଛନ୍ତି କିନ୍ତୁ ନ୍ଯୁଜ ଫ୍ୟୁଜରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *