ଆଳୁ ଭାଇ କନ୍ଦମୂଳ ଅଟେ, ତେବେ ଲୋକଙ୍କୁ ଓଜନ କମେଇବା ପାଇଁ ଆଳୁ ଖାଇବା ପାଇଁ ମନା କରା ଯାଇଥାଏ କିନ୍ତୁ ଆଳୁ ଭାଇ ହେଲେ ମଧ୍ୟ ଓଜନ କମ କରିବା ପାଇଁ ଲୋକଙ୍କୁ କନ୍ଦମୂଳ ଖାଇବା ପାଇଁ କୁହା ଯାଇଥାଏ । କନ୍ଦମୂଳ ଆପଣଙ୍କ ରକ୍ତ ରେ ସୁଗାର ମାତ୍ରା ରେଗୁଲେଟ କରିଥାଏ ଓ ଆପଣଙ୍କ ଓଜନ କମ କରିଥାଏ ।
କନ୍ଦମୂଳରେ କେବଳ ଫାଇବାର ନୁହ କେତେ ତତ୍ଵ ଥାଏ ଯାହା ଅଲଗା ଅଲଗା ପ୍ରକାର ରେ ଆପଣଙ୍କ ଓଜନ କମ କରିବାରେ ସାହାଜ୍ଯ କରିଥାଏ । ଆପଣମାନେ ବହୁତ ପ୍ରକାର କାମ ଓଜନ କମେଇବା ପାଇଁ କରନ୍ତି ତେବେ ଆସନ୍ତୁ ଜାଣିବା କନ୍ଦମୂଳ କେମିତି ଓଜନ କମ କରିବା ପାଇଁ ଲାଭକାରୀ ଅଟେ ।
ଯଦି ଆପଣଙ୍କ ଫୁଡରେ ହାଇ ଗ୍ଲାଏକେମିକ ଇନଡେକ୍ସ ହୁଏ ତେବେ ଆପଣଙ୍କୁ ହାଇ ବ୍ଲୋଡ ଶୁଗର ସମସ୍ୟା ହୋଇ ପାରେ । କିନ୍ତୁ କନ୍ଦମୂଳରେ ଲୋ ଗ୍ଲାଏକେମିକ ଇନଡେସ୍କ ହୋଇଥାଏ, ଏହା ଦ୍ଵାରା ଆପଣଙ୍କୁ ଡାଇବେଟିଜ ହବାର ଡର ମଧ୍ୟ ନଥାଏ, ଆପଣ ଚାହିଁଲେ ଏହାକୁ ଅଧିକ ମାତ୍ରା ରେ ମଧ୍ୟ ସେବନ କରି ପାରିବେ । କନ୍ଦମୂଳ ଆପଣଙ୍କ ଶରୀରକୁ ଇନଫ୍ଲାମେସନ ଠାରୁ ବଞ୍ଚାଇ ଥାଏ, ଏହା ଦ୍ଵାରା ଆପଣଙ୍କ ଶରୀର ଓଜନ କମ ହୋଇଥାଏ ।
କନ୍ଦମୂଳ କେବଳ ଆପଣଙ୍କ ଓଜନ କମ କରି ନଥାଏ ଏହା ସହ ତ୍ଵଚା ଫ୍ରେଶ ରଖିବାରେ ମଧ୍ୟ ସାହାଜ୍ଯ କରିଥାଏ । ଯଦି ଆପଣ ପ୍ରତିଦିନ କନ୍ଦମୂଳ ସେବନ କରୁଛନ୍ତି ତେବେ ଆପଣଙ୍କୁ କେବେ ଡିହାଇଡ୍ରେସନ ସମସ୍ୟା ହବ ନାହିଁ, କାହିଁକିନା ଏଥିରେ ଭରପୁର ମାତ୍ରା ରେ ପାଣି ହୋଇଥାଏ । ଏହା ଆପଣଙ୍କ ମେଟାଅଲିଜମ ରେଟ ଇଙ୍କ୍ରିଯ କରିଥାଏ, ଏହା ସହ କନ୍ଦମୂଳ ଆପଣଙ୍କ ଶରୀର ପିଏଚ ଲେବଲ ବେଲେନ୍ସ କରିବାରେ ସାହାଜ୍ଯ କରିଥାଏ ଓ ଶରୀର ଭିତରେ ଖରାପ ଜିନିଷ ବାହାର କରିଥାଏ ।
କନ୍ଦମୂଳ କାର୍ବୋହାଇଡ୍ରେତ ପାଇଁ ଉତମ ସ୍ରୋତ ହୋଇଥାଏ, ଯଦି ଆପଣଙ୍କୁ ଓଜନ କମ କରିବାର ଅଛି ତେବେ ଆପଣଙ୍କୁ କେବେ ଏହା ସେବନରୁ ମନା କରିବା ଉଚିତ ନୁହ । ଏନର୍ଜି ପ୍ରାପ୍ତ କରିବା ଦ୍ଵାରା ଆପଣ ଅଧିକ ଚଳା ବୁଲା କରି ପାରିବେ ବା ସିଢି ରେ ଯିବା ଆସିବା କରି ପାରନ୍ତି । ଏହି ପୋଷାକ ତତ୍ଵ ପାଇଁ ଆମେ ଏହି କଥାରୁ ମନା କରି ପାରିବୁ ନାହିଁ ଯେ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ, ଏହି କାରଣ ପାଇଁ ଓପାସ ସମୟରେ ଲୋକ ଏହାକୁ ଉପଯୋଗ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।