କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ? ଏହା ସହ ଆହୁରି 11 Gk Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

୧. ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

Image Courtesy: Google

ଉତ୍ତର : ଭେଜିଟେବୁଲ

୨. ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହେ ?

ଉତ୍ତର : ଗରମ ମସଲା

୩. କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର : ଗୁଡି

Image Courtesy: Google

୪. ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ ଥରେ କିଣିଥାନ୍ତି ?

ଉତ୍ତର : ରାକ୍ଷୀ

୫. କିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର : ଶୋଷ

୬. ଆଇଲା ଲୋ ମା ଟକଳି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବ ଖଟୁଳି ।

ଉତ୍ତର : ନିଆଁ

୭. ଗଛଟି ଲଣ୍ଡା, ତା ଉପରେ ବସିଅଛି ଫକିର ପଣ୍ଡା ।

ଉତ୍ତର : ଚୁଲି ଉପରେ ହାଣ୍ଡି

୮. ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଏବଂ ଚାବି ଦୁଇଟିଜାକ ରହିଅଛି ?

ଉତ୍ତର : ଲକି (ଲକ + କି)

Image Courtesy: Google

୯. ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟିଜାକ ଦିଏ ?

ଉତ୍ତର : ଦୋକାନୀ

୧୦. ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?

ଉତ୍ତର : ରାଣ ।

୧୧. ଖରାଦିନେ ତାକୁ ଭଲ ପାଉ ଶୀତ ଦିନେ ତାକୁ ଡରିଥାଉ ସେ କିଏ ?

ଉତ୍ତର : ପାଣି

୧୨. ମୋଡିମାଡି ହୋଇ ଲମ୍ବିଥାଏ, କିନ୍ତୁ ସାପ ନୁହେଁ । ତେଲ ଦେଇ ଫୁଲ ଚଢାନ୍ତି, କିନ୍ତୁ ଦେବୀ ନୁହେଁ, ତାହା କଣ ?

ଉତ୍ତର : ସ୍ତ୍ରୀଲୋକଙ୍କ ବେଣୀ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *