୩୦ ବର୍ଷ ବୟସ ପରେ ହାଡ କମଜୋର ହୁଏ ସେଥିପାଇଁ ଶକ୍ତ ହାଡ ଚାହୁଁଥିଲେ ପିୟନ୍ତୁ ଏହି ଜୁସ

ଯେତବେଳେ କି ଶରୀରରେ ସବୁଠାରୁ କଠିନ ଖଣିଜ ପଦାର୍ଥ ଅଛି, ସେ ବି ଜୀବିତ ଅଛନ୍ତି ଓ ଟିସୁ ବଢୁଛନ୍ତି । ତାହା ମୁଖ୍ୟ ରୂପରେ ଦୁଇଟି ତତ୍ଵ ରେ ତିଆରି ହୋଇଛି-କୋଲେଜମ ଏବଂ କ୍ୟାଲସିୟମ । ଏହା ପୁରା ଶରୀରକୁ ଶକ୍ତି, ସନ୍ତୁଳନ ଏବଂ ସମର୍ଥନ ପ୍ରଦାନ କରିଥାଏ, ଯେଉଁଥିରେ ଆନ୍ତରିକ ଅଙ୍ଗଗୁଡିକୁ ରକ୍ଷା କରିବା ଏବଂ ମାଂସପେଶୀକୁ ସମର୍ଥନ କରିବା ସାମିଲ ଅଛି । ଶକ୍ତ ହାଡ ସହିତ ଆପଣଙ୍କ ଶରୀରକୁ ସୁସ୍ତ ଏବଂ ସକ୍ରିୟ ରହିବା ପାଇଁ ଯଥେଷ୍ଟ ଶକ୍ତିର ବି ଆବଶ୍ୟକତା ହୋଇଥାଏ । ତେବେ ଯଦି ଆପଣଙ୍କ ଶରୀରରେ ଏହାର ଅଭାବ ହୁଏ ତ ଆପଣ ବହୁତ ଥକା ଅନୁଭବ କରନ୍ତି ଯାହା ପାଇଁ ଆପଣ ଅନେକ କାମ କରିବାରୁ ବଞ୍ଚିତ ହୁଅନ୍ତି । ଏମିତି କି କିଛି ଏମିତି କାମ ଯାହାକୁ କରି ଆପଣ ମଜା ମଧ୍ୟ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ନିଜର ଦୁର୍ବଳତାକୁ କେମିତି ଶକ୍ତିରେ ପରିଣତ କରିବା ।

Image Courtesy: Google

ସାମଗ୍ରୀ

୧/୨ କପ ଭିଟାମିନ ଡି – ଫୋର୍ଟିଫାଇଡ କମଳାର ରସ

୧ଟି କାକୁଡି (କଟା ଯାଇଥିବା )

୨ଟି କଞ୍ଚା ସେୱ (ଛୋଟ ଛୋଟ କଟା ହୋଇଥିବା)

୧ ଖଣ୍ଡ ଅଦାର ମୂଳ

Image Courtesy: Google

-କଞ୍ଚା ସେୱ କୁ ଛୋଟ ଛୋଟ କରି କାଟ ଏବଂ ଗ୍ରାଇଣ୍ଡର ରେ ପକାନ୍ତୁ ।

-କମାଳାରୁ ଚୋପା ଛଡାଇ ସେଥିରେ ପକାନ୍ତୁ ।

-ଏହାପରେ ଗ୍ରାଇଣ୍ଡର ରେ କାକୁଡି ଖଣ୍ଡ ପକାନ୍ତୁ ।

-ଅଦା ମୂଳର ଏକ ଖଣ୍ଡ କାଟି ଦିଅନ୍ତୁ ଏବଂ ଏହାକୁ ସେଥିରେ ପକାନ୍ତୁ ।

Image Courtesy: Google

-ଏକ ପାତ୍ରରେ କମଳା ରସ ବାହାର କରନ୍ତୁ ଏବଂ ସେହି ରସ ସେଥିରେ ଢାଳନ୍ତୁ ।

-ଏହାକୁ ଭଲଭାବରେ ମିଶାଇଦିଅନ୍ତୁ । ଯଦି ଆବଶ୍ୟକ ଅଛି ତାହେଲେ ପାଣି ଦିଅନ୍ତୁ ।

– ରସକୁ ଏକ ଗ୍ଳାସ ରେ ଢାଳନ୍ତୁ ଏବଂ ସେଥିରେ କିଛି ବରଫ ପକାନ୍ତୁ ।

-ଏହି ଜୁସ କୁ ସବୁଦିନ ସକାଳୁ ପିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ସ୍ବାଉ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପସନ୍ଦ ଆସୁଥିବ, ଆପଣ ଆମକୁ ନିଜର ମନ୍ତବ୍ୟ ଦେଇ ପାରିବେ କମେଣ୍ଟ ବକ୍ସରେ ଓ ଆଗକୁ ଏହିଭଳି ଅନେକ ଭିନ୍ନ ଭିନ୍ନ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ପୋସ୍ଟଟି ଭଲ ଲାଗିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *