ଏହି ମହିଳା ହେଉଛନ୍ତି ବୁହାନ ର ବିଭିଷଣ, ଖୋଲିଲେ ଚୀନର ସବୁ ରହସ୍ୟ, କହିଲେ…

ଚୀନ ଦେଶରୁ ବାହାରିଥିବା ଏହି ନୋବେଲ କରୋନା ଭାଇରସ ଦ୍ଵାରା ପୁରା ଦୁନିଆ ଆତଙ୍କିତ ଅଛନ୍ତି, ଲକ୍ଷ ଲକ୍ଷ ଲୋକ ନିଜ ପରିବାର ଠାରୁ ଦୂରେଇ ଯାଇଛନ୍ତି, କିନ୍ତୁ ଏହା ମୂଳ ଚୀନ ହୃଦୟରୁ କାହା ପାଇଁ ଦୟା ନାହିଁ, ଏହି ଭାଇରସ ପାଇଁ ଆରମ୍ଭରୁ ଚୀନ ଅଲଗା ପ୍ରକାରେ ବ୍ୟବହାର କରୁଛନ୍ତି । ତେବେ ଆରମ୍ଭରୁ ଦୁନିଆ ଠାରୁ ଏହି ଭାଇରସ ବିଷୟରେ ଲୁଚେଇଲେ ଏବଂ ବର୍ତମାନ ରେ ସଠିକ ଆଙ୍କନ ମଧ୍ୟ ଲୁଚଉଛନ୍ତି । ଏମିତି କଲେ ଆରୋପ ଲାଗିବା ସ୍ଵାଭାବିକ ଅଟେ ଏହି ଭାଇରସକୁ ଚୀନ ବ୍ୟାପ୍ତ କରିଛି ଏବଂ ମାନବ ଜାତି ଉପରେ ଏତେ ବଡ ସଙ୍କଟ ଆସି ଯାଇଛି ।

ଏହି ସବୁ ଖବର ମଧ୍ୟରେ ବୁହାନ ଲକଡାଉନ ଉପରେ ଗୋଟେ ମହିଳା ରାଇଟର ଡାଇରି ସାମ୍ନା କୁ ଆସିଛି । ଏହି ଡାଇରି ବୁହାନ ଡାଇରି ନା ରେ ସାମ୍ନାକୁ ଆସିଛି, ଏହି ଡାଇରି ସେତେବେଳେ ଲେଖା ଯାଇଥିଲା ଯେତେବେଳେ ପୁରା ବୁହାନ ଲକଡାଉନ ସ୍ଥିତି ରେ ଥିଲା । ସେହି ସମୟରେ ଫେଙ୍ଗ ଫେଙ୍ଗ ନାମକ ଏହି ରାଇଟର ସବୁ ଦିନ ଶହର ପରିବେଶ ବିଷୟରେ ଲେଖୁଥିଲେ, ଏହି ଡାଇରି ଆରମ୍ଭ ରେ ଚୀନ ଲୋକଙ୍କୁ ମଧ୍ୟ ପସନ୍ଦ ଆସିଲା କିନ୍ତୁ ଯେତେବେଳେ ଜଣା ପଡିଲା ଯେ ଏହି କାହାଣୀ ଜର୍ମନ ଏବଂ ଇଙ୍ଗ୍ରାଜି ରେ ଆସିବ ଏହି ଖବର ପରେ ଲେଖିକାକୁ ଭିଲନ ମାନୁଚନ୍ତି ଏବଂ ଏବେ ଫେଙ୍ଗ ଫେଙ୍ଗକୁ ମାରିବା ଧମକ ମଧ୍ୟ ଦିଆ ଯାଇଛି ।

ରାଇଟର ୭୬ ଦିନ ବୁହାନ ଲକଡାଉନ ଉପରେ ଡାଇରି ଲେଖିଛନ୍ତି, ଏହି ଡାଇରି ରେ ବୁହାନ ସେତେବେଳ ଅବସ୍ତା, ଚୀନ ଆଥୋରିଟି କରତୁତ, ହସ୍ପିଟଲ ରେ ରୋଗୀଙ୍କ ଖରାପ ଅବସ୍ତା ଏବଂ ମସାଣି ଅବସ୍ତା ବିଷୟରେ ଲେଖିଛନ୍ତି । ଏହି ଡାଇରି ଲେଖି ଫେଙ୍ଗ ଫେଙ୍ଗ ଅନଲାଇନ ମଧ୍ୟ ଶେୟର କରିଛନ୍ତି ଯାହା ପରେ ଚୀନ ପ୍ରଶାସନ ରାଇଟର ଜୀବନ ପଛରେ ପଡି ଯାଇଛନ୍ତି । ତେବେ ୧୩ ଫେବୃଆରୀ ଗୋଟେ ମସାଣି ଫଟୋ ଲଗାଇ ଫେଙ୍ଗ ଫେଙ୍ଗ ନିଜ ଡାଇରି ରେ ଲେଖିଥିଲେ – ମତେ ଏହି ଫଟୋ ମୋ ସାଙ୍ଗ ଡକ୍ଟର ପଠେଇଛନ୍ତି, ଏଠାରେ ସବୁ ଆଡେ ଫୋନ ଦେଖାଯାଉଛି ତେବେ କେବେ ଏହି ଫୋନ ଗୁଡିକ ମାଲିକ ମଧ୍ୟ ଥିଲେ, ଏହା ସେହି ସମୟ ଥିଲା ଯେତେବେଳେ ଚୀନ ନିଜ ମୃତକ ଗଣନା ଲୁଚେଇବାରେ ଲାଗିଥିଲା ।

ଏହା ପରେ ୧୭ ଫେବୃଆରୀ ଘଟଣା ଲେଖି ଫେଙ୍ଗ ଫେଙ୍ଗ କହିଲେ ହସ୍ପିଟଲ କିଛି ଦିନ ପର୍ଯ୍ୟନ୍ତ କେବଳ ମୃତକ ପ୍ରମାଣ ପତ୍ର ବାଣ୍ଟିବାରେ ଲାଗିବ ଏବଂ ସବ କେତେ ଥର ମସାଣି ମଧ୍ୟ ପହଞ୍ଚି ପାରୁ ନାହିଁ । ସେଟେଲାଇଟ୍ସ ଦ୍ଵାରା ସବୁ ଦେଶ ମୃତଙ୍କ ବିଷୟରେ ଜଣା ପଡୁଥିଲା କିନ୍ତୁ ବୁହାନ ରେ ହୋଇଥିବା ମୃତ୍ୟୁ ବିଷୟରେ ଚୀନ ଲୁଚେଇ ରଖିଲା ତେବେ ଚୀନ କରୋନା ଦ୍ଵାରା ହୋଇଥିବା ମୃତକଙ୍କ ସଂଖ୍ୟା ୩୮୬୯ କୁହା ଯାଇଥିଲା, ଅନ୍ତରାଷ୍ଟ୍ରୀୟ ଦବାବ ପରେ ୧୭ ଏପ୍ରିଲ କୁ ଏହି ସଂଖ୍ୟା ୪୬୩୨ ଚୀନ ଦ୍ଵାରା କରା ଯାଇଛି ।

Leave a Reply

Your email address will not be published. Required fields are marked *