ଶାଶୁ ଘରଲୋକେ ବୋହୁ ସହ କଲେ ଏଭଳି କାମ, ଶୁଣି ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ବିବାହ ଆମ ସମାଜରେ ଏକ ଏମିତି ପରମ୍ପରା ଅଟେ ଯାହାକୁ ସମସ୍ତେ ବହୁତ ସମ୍ମାନ ଦେଇଥାନ୍ତି ଓ ଏହି ପରମ୍ପରା ଉପରେ ବିଶ୍ଵାସ ମଧ୍ୟ ରଖନ୍ତି । ସମସ୍ତଙ୍କ ମାନିବା ଅଟେ କି ଯେ କୌଣସି ବି ପୁରୁଷ ଓ ସ୍ତ୍ରୀ ହିନ୍ଦୁ ପରମ୍ପରାରେ ଯଦି ବିବାହ କରୁଛନ୍ତି ତେବେ ସେମାନେ ୭ ଜନ୍ମ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ହୋଇ ରହିଥାନ୍ତି । କେତେକ କ୍ଷେତ୍ରରେ ଏହି ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରେ ନାହିଁ ଓ ଗୋଟିଏ ଜନ୍ମ ମଧ୍ୟରେ ହିଁ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଆନ୍ତି ।

ଆପଣ ମହିଳାମାନଙ୍କୁ ଶଶୁର ଘରେ ହେଉଥିବା ନି-ର୍ଯା-ତ-ନା ବିଷୟରେ ବହୁତ ଶୁଣିଥିବେ । ପ୍ରାୟତଃ ଏହି ମା-ମ-ଲା ସାମ୍ନାକୁ ମଧ୍ୟ ଆସିଥାଏ । ସରକାର ଏଥିପାଇଁ କ-ଡା ଆ-ଇ-ନ ବି କରିଛନ୍ତି । ଏହା ସତ୍ବେ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅସାମାଜିକ କାର୍ଯ୍ୟ କରୁଛନ୍ତି ।

ଆଜି ଏହିଭଳି ଏକ ମା-ମ-ଲା ସାମ୍ନାକୁ ଆସିଛି । ଯେଉଁଠି କୋ-ର୍ଟ ବୋହୁକୁ ହ-ତ୍ୟା କରିବା ଅ-ପ-ରା-ଧରେ ୪ ଜଣଙ୍କୁ ଆଜୀବନ କା-ରା-ଦ-ଣ୍ଡରେ ଦ-ଣ୍ଡିତ କରିଛି । ସ୍ଵାମୀ, ଶଶୁର, ଦିଅର ଓ ଶାଶୁକୁ ଆଜୀବନ କା-ରା-ଦ-ଣ୍ଡ ମିଳିଛି । ସୂଚନା ଅନୁସାରେ ମା-ହା-ଙ୍ଗା ଥା-ନା ମଣ୍ଡା ଗାଁର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଜେନାପୁର ଥା-ନା ଦ-ଣ୍ଡାଘାଟି ଗାଁର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାକୁ ହିନ୍ଦୁ ନୀତି ନିୟମ ଅନୁସାରେ ବିବାହ କରିଥିଲେ । ବିବାହ ପର ଠାରୁ ହିଁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁଦିନ କୌଣସି ନା କୌଣସି କଥାକୁ ବି-ବା-ଦ ହେଉ ଥିଲା ।

ଶାଶୁଘର ଲୋକମାନେ ନିଜ ପୁଅକୁ ସ-ପୋ-ର୍ଟ କରି ବୋହୁକୁ ନି-ର୍ଯା-ତା-ନା ଦେଉଥିଲେ । ବୋହୁ ଏହି ନି-ର୍ଯା-ତ-ନା ବିଷୟରେ ଯେତେବେଳେ ନିଜ ବାପ ଘରକୁ କହିଲା ତେବେ ସେହି ସମୟରେ ବାପା ଘର ଓ ଶଶୁର ଘର ଲୋକମାନେ ମିଶି ଏହାର ସମାଧାନ କରିଥିଲେ । ଲକ୍ଷ୍ମୀ ପ୍ରିୟା ପୁଣି ଥରେ ନିଜର ଶଶୁର ଘରେ ରହୁଥିଲା । ୨୦୧୪ ଫେବ୍ରୁୟାରୀ ୩ ତାରିଖରେ ଲକ୍ଷ୍ମୀ ପ୍ରିୟାଙ୍କୁ ତାଙ୍କ ସ୍ଵାମୀ ଚକ୍ରଧର, ଦିଅର ଅମିତ, ଶାଶୁ ତନୁଲତା ଓ ଶଶୁର ବୀରବର କିରୋସିନ ଢାଳି ହ-ତ୍ୟା କରିବାକୁ ଚେଷ୍ଟା କରିଲେ ।

ଆଖାପାଖ ପଡୋଶୀମାନେ ଯେତେବେଳେ ଜାଣି ପାରିଲେ ତେବେ ସେମାନେ ସଙ୍ଗେ ସଙ୍ଗେ ଲକ୍ଷ୍ମୀ ପ୍ରିୟାଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠି ତାଙ୍କର ମୃ-ତ୍ୟୁ ହୋଇଥିଲା । ଥା-ନାରେ ଅ-ଭି-ଯୋ-ଗ କରିବା ପରେ ପୋ-ଲି-ସ ଶାଶୁ, ଶଶୁର, ଦିଅର ଓ ସ୍ଵାମୀକୁ ପୋ-ଲି-ସ ଗି-ର-ଫ କରିଥିଲା । ଆଜି ଯାଜପୁରର ଜିଲ୍ଲା ହୌରା ଜଜ ଏହି ଅ-ପ-ରା-ଧ ଶାଶୁ, ଶଶୁର, ଦିଅର ଓ ସ୍ଵାମୀକୁ ୩୦୨ରେ ଦୋଷୀ ପ୍ରମାଣିତ କରି ଆଜୀବନ କା-ରା-ଦା-ଣ୍ଡରେ ଦ-ଣ୍ଡିତ କରିଛନ୍ତି ।

Leave a Reply

Your email address will not be published. Required fields are marked *