ଶନିବାର ରାତିରେ ଚୁପଚାପ ଏଠାରେ ପକାଇ ଦିଅନ୍ତୁ ୨ଟି ଲବଙ୍ଗ ଓ ତାପରେ ଦେଖନ୍ତୁ ଚମତ୍କାର- Jyotisha Shastra

ଶନିବାର ଦିନ ଯଦି ଖାସ ଉପାୟ କରାଯିବ ଜୀବନରେ ବହୁତ ଖୁସି ଆସିଥାଏ । ଶନିବାର ଦିନ ଟୋନେ ତୋଟକେକୁ କାଟିବା ପାଇଁ ଲୋକ ବ୍ୟବହାର କରିଥାନ୍ତି । ବହୁତ ଲୋକ ଏମିତି ନଜର ଦେଇଥାନ୍ତିକି ଆମର ଜୀବନରେ ସମସ୍ଯା ଆସିଯାଇଥାଏ । ସବୁକିଛି ଭଲ ଚାଲୁଥିବା କିନ୍ତୁ ହଠାତ ସମସ୍ଯା ଆସିଯାଇଥାଏ । ବୁଝି ହୁଏନି କଣ ହେଲା ବୋଲି । ସନାତନ ଧର୍ମରେ ଲବଙ୍ଗକୁ ସବୁଠୁ ପବିତ୍ର ବୋଲି ମନା ଯାଇଥାଏ । ଲବଙ୍ଗର ପ୍ରୟୋଗ ପୂଜା ପାଠ ଓ ତାନ୍ତ୍ରିକ କ୍ରିୟା ସବୁ ଜାଗାରେ ହୋଇଥାଏ ।

ଲବଙ୍ଗ ଏମିତି ଜିନିଷ ଅଟେ ଯଦି ଆପଣ ପ୍ରତିଦିନ ମା ଦୂର୍ଗାଙ୍କୁ ଅର୍ପଣ କରିବେ ଶତ୍ରୁ ବିରୋଧୀ ଶାନ୍ତ ହୋଇଥାଏ । ପରେ ଏହି ଲବଙ୍ଗକୁ ଉଠାଇ ପ୍ରସାଦ ରୂପରେ ଖାଇବେ । ଯେବେ ଲବଙ୍ଗ ନେବେ ପୁରା ଫୁଲ ବାଲା ଲବଙ୍ଗ ନେବେ ଭଙ୍ଗା ନେବେନି । ଯଦି ଭଙ୍ଗା ବସ୍ତୁ ଅର୍ପଣା କରିବେ ତେବେ ଏହାର ଫଳ ଆପଣଙ୍କୁ ବିଲକୁଲ ମିଳିବ ନହିଁ । ବହୁତବାର ଏମିତି ହୋଇଥାଏ ଆପଣଙ୍କ ଘରେ ନକରାତ୍ମ ଊର୍ଜା ଘରେ ପ୍ରବେଶ କରିଥାଏ ଓ ଆପଣଙ୍କ ଘର ଭାରି ଭାରି ଲାଗିଥାଏ । ସବୁବେଳେ ଝଗଡା ହେବ ସହିତ ମନ ବହୁତ ଦୁଃଖ ରହିଥାଏ । ତେବେ ଶନିବାର ଦିନ ଆସେଥି ଲାଗୋ ଗୋଟିଏ ଛୋଟ ପ୍ରୟୋଗ କରନ୍ତୁ ।

ଗୋଟିଏ ପ୍ଲେଟ ନିଅନ୍ତୁ ସେଥିରେ ଦୁଇ କିମ୍ବା ୫ ଟି ଲବଙ୍ଗ ରଖନ୍ତୁ । କର୍ପୁର ଓ ବଡ ଇଲାଇଚି ଯଦି ଆପଣଙ୍କ ଘରେ ଅଛି ସେଥିରୁ ତିନୋଟି ଦାନା ଯଦି ନହିଁ ଛୋଟ ଅଲେଇଚର ତିନୋଟି ଦାନ ନେଇ ପାରିବେ । ତାପରେ କପୁର ସହିତ ତାକୁ ଜଳାଇ ଦିଅନ୍ତୁ ଯେବେ ସେ ଜାଲିକି ଶାନ୍ତ ହୋଇଯିବ ଜଳିକି ତାପରେ ଅଳ୍ପ କୌଣସି ପାତ୍ରରେ ପାଣି ନେଇ ନିଅନ୍ତୁ ଓ ସେ ଜାଲିଥିବା ସାମଗ୍ରୀକୁ ପାଣିରେ ପକାଇ ଘରର ଦ୍ଵାରରେ ହାଲ୍କା ଛିଞ୍ଚି ଦିଅନ୍ତୁ । ଆଉ କିଛି ବଞ୍ଚିଥିବା ସାମଗ୍ରୀ ତାପରଦିନ  ମାନେ ରବିବାର ଦ୍ଵାରରେ ପକାଇ ଦିଅନ୍ତି । ଏମିତି କରିବା ଦ୍ଵାରା ଜୀବନରେ ଯେଉଁ କଠିନ ସମସ୍ଯା ଚାଲିଛି ତାହା ଦୂର ହୋଇଯିବ ।

ବହୁତ ଥର ଏମିତି ହୋଇଥାଏ ବିନା କାରଣରେ ଆପଣଙ୍କ ଜୀବନରେ ସମସ୍ଯା ଆସିଥାଏ ଆପଣ ସେଥିରୁ ବାହାରି ପାରିନଥାନ୍ତି । ତେବେ ଗୋଟେ ଛୋଟ ପ୍ରୟୋଗ କରନ୍ତୁ । ଯଦି କୌଣସି ବ୍ୟକ୍ତି ବିଶେଷ କରିଥିବା ସେସବୁ ମଧ୍ୟ ସବୁ ସମାପ୍ତ ହୋଇଯିବ । ବହୁତାବର ରାହୁକେତୁ ବହୁତ ଅସୁବିଧା କରିଥାନ୍ତି, ଯଦି ଜୀବନରେ ଆକସ୍ମିକ ରୂପରେ ସମସ୍ଯା ବଢିଯାଏ ଜାଣିବେକୀ ରାହୁ କେତୁ ହିଁ ଏହିଭକି ସମସ୍ଯା କରୁଛନ୍ତି ।  ଯଦି ଆପଣଙ୍କ କୁଣ୍ଡଳୀରେ ରହୁ କେତୁଙ୍କ ସ୍ଥିତି ଭଲ ନହିଁ ମାନେ ବର୍ତମାନରେ ରାହୁ ବିଷବରେ ଓ କେତୁ ବୃଶ୍ଚିକରେ ଅଛନ୍ତି । ଏମିତିରେ ଯଦି ଆପଣଙ୍କ ପାଇଁ ସମୟ ଭଲ ନହିଁ ତେବେ ଶନିବାର ଦିନ ଗୋଟିଏ ଛୋଟ ପ୍ରୟୋଗ କରନ୍ତୁ ।

ଆପଣ ସେଦିନ ଭଲସେ ସ୍ନାନ କରି ଶୁଦ୍ଧ ବସ୍ତ୍ର ପିନ୍ଧିବେ ଆଉ ସେଦିନ ଆମିଷ ଖାଇବେ ନହିଁ । ଦୁଇଟି କିମ୍ବା ପାଞ୍ଚୋଟି ଲବଙ୍ଗ ନେଇ ଶିବଙ୍କ ଉପରେ ଅର୍ପଣ କରନ୍ତୁ । ଏହା ପରେ ପ୍ରାର୍ଥନା କରନ୍ତୁ ରାହୁ କେତୁ ଶାନ୍ତ ହୋଇଯାଆନ୍ତୁ । ବିଶ୍ଵାସ କରନ୍ତୁ ଜୀବନରେ ବଡ ପରିବର୍ତନ ଅନୁଭବ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *