ଶୁକ୍ରବାର 08 ଜାନୁୟାରୀ 2021- ମା ସନ୍ତୋଷୀଙ୍କ କୃପାରୁ ଏହି 3 ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :-

ଏହି ରାଶି ଜାତକ ଆଜିର ଦିନ କୌଣସି ବ୍ୟକ୍ତି, ବ୍ଯାଙ୍କ ଓ ସଂସ୍ଥାରେ ରୁଣ ନେବା ଚାହିଁଲେ କଦାପି  ନିଅନ୍ତୁ ନହିଁ । ଆଜି ନେଇଥିବା ଋଣର ଭରିବା ମୁସ୍କିଲ ହୋଇବ । ଆଜି ଆପଣଙ୍କ ଶାସନ ଦ୍ଵାରା ସନମାନିତ କରାଯିବାର ସମ୍ଭାବନା ରହିବ । ପୁରୁଣା ମିତ୍ରଙ୍କ ସାହଯୋଗ ମିଳିବ ଏବଂ ଭଲ ମିତ୍ର ବଢିବ । । ଆଜି ପତ୍ନୀ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟରେ ଆମୋଦ ପ୍ରମୋଦରେ ବିତିବ । ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ବୃଷ :-

ଆଜି ମିଥୁନ ରାଶି ଜାତକ ବହୁତ ବ୍ୟସ୍ତ ରହିବେ । କିନ୍ତୁ ବେସୀ ଦୌଡା ଦୌଡି କରିବାରେ ସାବଧାନ ରୁହନ୍ତୁ । ପାଦରେ ଚୋଟ  ଲାଗିବାର ଭୟ ରହିଛି । ଆପଣଙ୍କ ନିର୍ନୟ ନେବାର କ୍ଷମତାର ଆଜି ଲାଭ ମିଳିପାରେ । ଆଜି ରହିଯାଇଥିବା କାମ ପୂରଣ ହେବ । କୌଣସି କାମରେ ବିନିମୟ କରିବାକୁ ପଡିଲେ ମନ ଦୁଖ କରିବେ ନହିଁ । ଆଗକୁ ଯାଇ ତାର ଭରପୁର ଲାଭ ମିଳିବ । ସନ୍ଧ୍ଯା କାଳରେ କୌଣସି ମାଙ୍ଗଳିକ ସମାରୋହ ହେବାର ଅବସର ପ୍ରାପ୍ତ ହେବ । ଭାଗ୍ୟ ୯୩ ପ୍ରତିଶତ ସହଯୋଗ କରିବ ।


ମିଥୁନ :-

ଆଜି ମିଥୁନ ରାଶିର ଜାତକ ଲୋକ ବେକାର ଖର୍ଚରୁ ବଞ୍ଚିବା ଆବଶ୍ୟକ । କିନ୍ତୁ ସନ୍ଧ୍ଯାରୁ ଆରମ ମିଳିପାରେ । ଯଦି ଆପଣ କୌଣସି ଶାରୀରିକ ରୋଗରେ ପୀଡିତ ଅଛନ୍ତିତ ଆଜି କଷ୍ଟରେ ବୃଦ୍ଧି ହୋଇପାରେ । ସାମାଜିକ କାର୍ଯ୍ୟ କଳାପରେ  ବ୍ଯବଧାନ ଉପସ୍ଥିତି ହେବ । ସନ୍ତାନ ପକ୍ଷରୁ ହର୍ଷ ବର୍ଦ୍ଧକ ସମାଚାର ମିଳିବ । ସନ୍ଧ୍ଯାରୁ ନେଇ ରାତି ପର୍ଯ୍ୟନ୍ତ ଗୀତ ତଥା ସଙ୍ଗୀତରେ ରୁଚି ବଢିବ ।

କର୍କଟ :-

ଆଜିର ଦିନ କର୍କଟ ରାଶିର ଜାତକଙ୍କ ପାଇଁ ଭାଗ୍ୟ ଦୃଷ୍ଟିରୁ ଉତ୍ତମ ରହିବ । ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ । ସନ୍ତାନ ପ୍ରାପ୍ତି ଆପଣଙ୍କ ଆତ୍ମା ବିଶ୍ବାସ ଓ ଅଧିକ ମଜଭୁତ ହେବ । ଆଜି ନିଜର ସାନ ସୌକତ ପାଇଁ ଧାନ ଖର୍ଚ କରିବେ । ଏଥିରେ ଆପଣଙ୍କ ଶତ୍ରୁ ଚିନ୍ତିତ ରହିବେ । ମାତା ପିତାଙ୍କ ଆଜି ବିଶେଷ ଧ୍ୟାନ ରଖନ୍ତୁ । ଅକଳ୍ପିତ ଆଶୀର୍ବାଦ ମିଳିବାର ଯୋଗ ଅଛି । ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ସିଂହ :-

ଆଜି ସିଂହ ରାଶିର ଜାତକଙ୍କ ପାଇଁ ମିଶ୍ରିତ ଫଳ କାରକ ଦିନ ଅଟେ । ମାନସିକ ଅଶାନ୍ତି, ଖିନ୍ନତା ଏବଂ ଉଦାସୀନତା କାରଣରୁ ଆପଣ ଭଟକି ପାରନ୍ତି । ମାତା ପିତାଙ୍କ ସହଯୋଗ ଓ ଆଶୀର୍ବାଦରୁ ଦିନର ଉତରାର୍ଦ୍ଧରେ ଭଲ ଅନୁଭବ  କରିବେ । ଶ୍ଵଶୁର ଘର ପକ୍ଷରୁ ଆଜି ରାଗିବାର ସଙ୍କେତ ମିଳିବ, ମଧୁର ବାନୀର ପ୍ରୟୋଗ କରିବେ, ଅନ୍ଯଥା ସମ୍ପର୍କରେ କଟୁତା ହୋଇପାରେ । ଯଦି ନେତ୍ର ସମ୍ବଧିତ  କିଛି ସମସ୍ଯା ଅଛି ସେଥିରେ ସୁଧାର ନିଶ୍ଚିତ ଆସିବ ।

କନ୍ୟା :-

ଆଜି କନ୍ୟା ରାଶିର ଜାତକରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜ କଠିନ କାର୍ଯ୍ୟକୁ ସମ୍ପର୍ଣ୍ଣ କରିବାରେ ସକ୍ଷମ ରହିବେ । ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କର ସହଯୋଗ ଯଥେଷ୍ଟ ରୂପରେ ପ୍ରାପ୍ତ ହେବ । ଆପଣ ମନରୁ ଲୋକଙ୍କ ଭଲ ବିଷୟରେ ଭବିବେ । କିନ୍ତୁ ଲୋକ ଅଥିରେ ଆପଣଙ୍କ ଖରାପ ସମୟର ଫାଇଦା ଉଠାଇବେ । ଭାଗ୍ୟ ୫୪ ପ୍ରତିଶତ ସହଯୋଗ କରିବ ।

ତୁଳା :-

ଆଜିର ଦିନ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ କାରକ ଅଟେ । ଆଜି ଆପଣଙ୍କ ଅଧିକାର ବା ସମ୍ପତିରେ ବୃଦ୍ଧି ହେବ । ଆପଣ ଅନ୍ୟର ଭଲ ପାଇଁ ଭାବିବେ ଏବଂ ହୃଦୟର ସହିତ ସେବା ମଧ୍ୟ କରିବେ । ତୃତୀୟ ପ୍ରରାକ୍ରମ ଭାବରେ ବୃହସ୍ପତି ଧନୁ ରାଶିକୁ ହୋଇ ବିରାଜମାନ ହେବେ । ଆଜି ଆପଣ ନିଜ ଗୁରୁଙ୍କ ପ୍ରତି ପୂର୍ଣା ଭକ୍ତି ଭାବ ବା ନିଷ୍ଠା ରଖନ୍ତୁ । ଆଜି ନୂଆ କାର୍ଯ୍ୟରେ ନିବେଶ କରିବାକୁ ପଡିବତ ଶୁଭ ରହିବ । ପରିବାରରେ ସୁଖ ଶାନ୍ତି ରହିବ ।

ବିଛା :-

 

ଆଜିର ବିଛା ରାଶିର ବ୍ୟକ୍ତିଙ୍କ ମନ ଆସନ୍ତା ରହିବ । ଏହା ସହିତ ବହୁତ ଅସୁବିଧା ବି ଉଠାଇବାକୁ ପଡିପାରେ । ଖାଲି ସେତିକି ନୁହେଁ ଆଜି ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଳ ହୋଇପାରେ । ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଧର୍ଯ୍ୟ ତଥା ପ୍ରତିଭାରେ ଶତ୍ରୁ ପକ୍ଷ ବିଜୟ ପ୍ରାପ୍ତ କରିବାରେ ସଫଳ ହେବେ ।

ଧନୁ :-

ଆଜି ଧନୁ ରାଶିର ଜାତକର ଜ୍ଞାନରେ ବୃଦ୍ଧି ହେବ । ଆପଣନାକ ଭିତରେ ଦାନ ପୂଣ୍ୟ ତଥା ପରୋପକାର ଭାବନା ବିକଶିତ ହେବ । ଆପଣ ଧାର୍ମିକ ଅନୁଷ୍ଠାନରେ ରୁଚି ନେଇ ପୂର୍ଣା ସହଯୋଗ କରିବେ । ଭାଗ୍ୟର ତରଫରୁ ଆପଣଙ୍କୁ ପୂର୍ଣା ସହଯୋଗ ମିଳିବ । ଆରଥି ସ୍ଥିତି ସୁଦୃଢ ରହିବ ।

ମକର :-

ଆଜି ମକର ରାଶିର ଜାତକଙ୍କ ବହୁମୂଲ୍ୟ ବସ୍ତୁର ପ୍ରାପ୍ତି ହୋଇବ । ଏହା ସହିତ ବହୁତ ଅନାବଶ୍ୟକ ଖର୍ଚ ସମନ୍ନକୁ ଆସିପାରେ ।ଶଶୁର ଘର  ପକ୍ଷରୁ ମନ ସନମାନ ମିଳିବ । ଆପଣଙ୍କ ବ୍ୟବସାୟରେ ବହୁତ ମନ ଲାଗିବା ଏବଂ ରହିଯାଇଥିବା କାର୍ଯ୍ୟ ପୂର୍ଣା ହେବ । କିଛି ନୂଆ କାର୍ଯ୍ୟରେ ନିବେଶ କରିବାକୁ ପଡିବତ, ଅବଶ୍ୟ କରନ୍ତୁ ।

କୁମ୍ଭ :-

ଆହିର ଦିନ କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଦ୍ଧି ବିବେକ ଦ୍ଵାରା ନୂଆ ନୂଆ କାର୍ଯ୍ୟ କରିବାରେ ବ୍ଯତୀତ ହେବ । ଆପଣ ସୀମିତ ଏବଂ ଆବଶ୍ୟକତା ଅନୁସାର ହିଁ ବ୍ୟୟ କରନ୍ତୁ । ଆପଣଙ୍କୁ ଆପଣଙ୍କ ପରିବାର ଲୋକ ବିଶ୍ଵାସ ଘାତକ କରିପାରନ୍ତି । ସାଂସାରିକ ସୁଖ ଭୋଗର ଯୋଗ ବନୁଛି ।

ମୀନ :-

ମୀନ ରାଶି ଜାତକର ଲୋକଙ୍କ ଅଧା ପଡିଥିବା କାମ ପୁରା ହୋଇବ । ପୁତ୍ର ଓ ପୁତ୍ରୀ ବିବାଦରେ କିଛି ନୂଆ ଉପାୟ ବାହାର କରିବେ । ଖୁସ ମିଜାଜ ବ୍ୟକ୍ତିତ୍ବ ହେବ କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନେଇବାକୁ ଚେଷ୍ଟା କରିବେ । ସାମାଜିକ ସନମାନ ମିଳିବ ଦ୍ଵାରା ଆପଣଙ୍କ ମନୋବଳ ବଢିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *