ସାର୍ଥକ ସିରିଏଲ୍ ର ସବୁଠାରୁ ଧନୀ ଅଭିନେତ୍ରୀ !

ଓଡ଼ିଆ ସିରିଏଲ୍ ବହୁତ୍ ପ୍ରଚଳିତ ଅଟେ, ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ନିଜ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରିଛନ୍ତି । କିଛି ସିରିଏଲ୍ ଏମିତି ମଧ୍ୟ ଅଛି ଯେଉଁଥିରେ ଅଭିନେତା ବା ଅଭିନେତ୍ରୀ ଦୁଃଖରେ ରହିଲେ ଦର୍ଶକ ମାନେ ମଧ୍ୟ ଦୁଃଖିତ ହୋଇଥାନ୍ତି। ତେବେ ସିରିଏଲ୍ ଦୁନିଆ ଲୋକଙ୍କ ନିଯି ଜିବନ ଉପରେ ବହୁତ୍ ପ୍ରଭାବ ପକାଇଥଲେ ଏହା ଦ୍ୱାରା ଲୋକଙ୍କୁ ବହୁତ୍ କିଛି ଶିଖିବାକୁ ମଧ୍ଯ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାର୍ଥକ ରେ ସିରିଏଲ କରୁଛନ୍ତି ଓ ତାଙ୍କର ପାଖରେ କେତେ ଧନ ଅଛି ।

୧- ତୃପ୍ତି :

ତୃପ୍ତିଙ୍କୁ ଆପଣ ମାନେ ମହାଦେବୀ ସିରିଏଲରେ ମୂଖ୍ୟ ଅଭିନେତ୍ରୀ ଭାବରେ କାମ କରନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ଆସିଛି, ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଧନ ମିଶେଇ ୩୦ ଲକ୍ଷ୍ୟ ଟଙ୍କା ଅଛି । ତୃପ୍ତିଙ୍କ ଅଭିନୟ ଦେଖି ବହୁତ୍ ଦର୍ଶକ ମାନେ ବହୁତ୍ ଖୁସି ମଧ୍ୟ ହୋଇଥାନ୍ତି ।

୨- ଅନନ୍ୟା :

ଅନନ୍ୟଙ୍କୁ ଆପଣ ମାନେ ଦିବ୍ୟ ଦୃଷ୍ଟି ସିରିଏଲ୍ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବା ଦେଖିଥିବେ । ଅନନ୍ୟାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେସ ପଶନ୍ଦ ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଅନନ୍ୟାଙ୍କ ପୂର୍ଣ୍ଣ ସମ୍ପତ୍ତି ୫୦ ଲକ୍ଷ ଠାରୁ ଅଧିକ ଅଟେ ।

୩- ସବିତା :

ଆପଣ ମାନେ ସବିତାଙ୍କୁ ” ରହିଛି ରହିବି ତୋରି ପାଇଁ” ସିରିଏଲ୍ରେ ଅଭିନୟ କରିଥିବାର ଦେଖିଥିବେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ନେଇଛି ତେବେ କଣ ଆପଣ ଜାଣିଛନ୍ତି ସବିତାଙ୍କ ମୂଳ ସମ୍ପତି ୮୦ ଲକ୍ଷ୍ୟ ଠାରୁ ଅଧିକ ଅଛି ।

୪- ଜେଶି :

ଆପଣ ମାନେ ଜେଶୀଙ୍କୁ ଜୀବନସାଥି ସିରିଏଲ୍ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଛନ୍ତି । ଏହା ଛଡ଼ା ସେ ବହୁତ୍ ସିରିଏଲ୍ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଛନ୍ତି । ତାଙ୍କର ମୂଳ ସମ୍ପତି ଡେଢ଼ କୋଟି ଠାରୁ ଉର୍ଦ୍ଧ ଅଟେ ।

୫- ଦେବସ୍ମିତା :

ଦେବସ୍ମିତା ବହୁତ୍ ଫିଲ୍ମ ଆଉ ସିରିଏଲ୍ରେ କାମ କରିଛନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଛି ଓ ତାଙ୍କ ଏହି ଅଭିନୟ ଦ୍ୱାରା ତାଙ୍କୁ ନୂଆ ନୂଆ ସିରିଏଲ୍ରେ କାମ ମଧ୍ୟ ମିଳିଛି। ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଦେବସ୍ମିତା କେତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ଯଦି ଆପଣ ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଦେବସ୍ମିତାଙ୍କ ପାଖରେ ୩ କୋଟି ଟଙ୍କା ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *