ଯଦି ଘରେ ଅଛି ଏହି 5ଟି ଜିନିଷ ତ ଘରୁ ଦୂରେଇ ରହିବ ଦାରିଦ୍ର୍ୟତା- Krishna Vani

ଶ୍ରୀ କୃଷ୍ଣଙ୍କୁ ଭାଗ୍ୟ ବିଧାତା କୁହା ଯାଏ ସେ ନିଜ ବାକ୍ୟ ଦ୍ୱାରା ପୁରା ଜଗତ କୁ ନୂଆ ରାସ୍ତା ଦେଖାଇଥିଲେ । ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ରାଜ ତିଲକ ସମୟରେ ତାଙ୍କୁ ନିଜ ରାଜ୍ୟକୁ ସୁଖମୟ କରିବା ପାଇଁ ବହୁତ୍ ପ୍ରକାର ବାସ୍ତୁ ଶାସ୍ତ୍ର ବିଷୟରେ କହିଥିଲେ । ତେବେ ସେ ଏହା ମଧ୍ଯ କହିଥିଲେ ଯେ ଘରେ ରଖା ଯାଇଥିବା ସବୁ ବାସ୍ତୁ ଅଲଗା ଅଲଗା ଊର୍ଜା ପ୍ରଦାନ କରିଥାନ୍ତି ଓ ଏହା ବହୁତ୍ ଆବଶ୍ୟକ ମଧ୍ୟ ହୋଇଥାଏ କାହିଁକିନା ଏହା ଦ୍ୱାରା ନକାରାତ୍ମକ ଓ ସକାରାତ୍ମକ ଊର୍ଯା ସନ୍ତୁଳିତ ହୋଇ ରହିବା ବହୁତ୍ ଆବଶ୍ୟକ ଅଟେ ।

ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେଉଁ ଘରେ ପୁଷ୍ପ ଦୀପ ଧୂପ ନେଇବଦ୍ୟ ଇତ୍ୟାଦି ପଞ୍ଚ ତତ୍ତ୍ଵ ଦ୍ବାରା ଭଗବାନଙ୍କ ପୂଜା କରା ଯାଇଥାଏ ସେହି ଘରେ କେବେବି କିଛି ବାସ୍ତୁ ଦୋଷ ଲାଗିନଥାଏ । ତେବେ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହାଯାଇଛି ଯେ ସବୁ ବାସ୍ତୁ ଭିତରେ କିଛି ଉର୍ଜା ହୋଇଥାଏ ଯାହା ସଠିକ୍ ସ୍ଥାନରେ ରଖିଲେ ସକାରାତ୍ମକ ଓ ଭୁଲ ଜାଗାରେ ରଖିଲେ ନକାରାତ୍ମକ ଉର୍ଜା ଉତ୍ପନ କରିଥାଏ ।

୧- ଶାସ୍ତ୍ର ଅନୁଯାଇ ପାଣି କୁ ଉତ୍ତର ପୂର୍ବ ଦିଗ ରେ ରଖିବା ଦ୍ୱାରା ମଣିଷ ଓ ତାକୁ ସେବନ କରୁଥିବା ଅନ୍ୟ ପ୍ରାଣୀମାନେ ସନୁଷ୍ଠ ହୋଇଥାନ୍ତି । ଶାସ୍ତ୍ର ଅନୁଯାଇ ପାଣି ବହୁତ୍ ଆବଶ୍ୟକ ଜିନିଷ ଅଟେ ସେଥିପାଇଁ କେବେ କାହାକୁ ପାଣି ମନା କରନ୍ତୁ ନାହିଁ ।

୨- ଶାସ୍ତ୍ର ଅନୁଯାଇ ଯେଉଁ ଘରେ ଚନ୍ଦନ ବାସୁଥାଏ ସେହି ଘରେ ଦେବୀ ଦେବତା ମାନଙ୍କ ବାସ ହୋଇଥାଏ । ସେଥିପାଇଁ ଚନ୍ଦନ ଘରେ ନିଶ୍ଚିନ୍ତ ରଖନ୍ତୁ ଏହା ବହୁତ୍ ଶୁଭ ହୋଇଥାଏ ।

୩- ଶାସ୍ତ୍ର ଅନୁଯାଇ ଗାଈ ଘିଅ ହିନ୍ଦୁ ଶାସ୍ତ୍ରରେ ବହୁତ୍ ଶୁଭ ହୋଇଥାଏ । ଭଗବାନ କହିଥିଲେ ମଣିଷ କୁ ଘରେ ସବୁବେଳେ ଘିଅ ବ୍ୟବହାର କରିବା ଉଚିତ୍, ଏହାକୁ ସେବନ କରୁଥିବା ବ୍ୟକ୍ତି ସ୍ବାସ୍ଥ୍ୟ କେବେ ଖରାପ ହୋଇନଥାଏ । ତେବେ ଗାଈ ଘିଅ ଦିପ ସବୁ ସନ୍ଧ୍ୟାରେ ତୁଳସୀ ପାଖରେ ଜଲାଇବା ଉଚିତ୍ ଅଟେ ।

୪- ଶାସ୍ତ୍ର ଅନୁଯାଇ ମହୁ କୁ ମଧ୍ୟ ବହୁତ୍ ପବିତ୍ର କୁହା ଯାଇଛି ତେବେ ମହୁ ଘରେ ବ୍ୟବହାର କରିବା ଆବଶ୍ୟକ ଆପଣ କିଛି ନପାଇଲେ ମହୁ ଭୋଗ ପାଇଁ ବ୍ୟବହାର କରିପାରିବେ ।

୫- ତେବେ ଭଗବାନ ଶ୍ରୀ କୃଷ୍ଣ ଏହା ମଧ୍ୟ କହିଥିଲେ ଯେ ଯେମିତି ପଙ୍କ ରେ ପଦମ୍ ଫୁଟିଥାଏ ଠିକ ସେମିତି ମଣିଷ ସରସ୍ଵତୀ ମାତାଙ୍କ ଫଟୋ ଘରେ ରଖିଲେ ନିର୍ଦ୍ଧନତା ଓ ଦରିଦ୍ରତାରୁ ଦୂରେଇ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *