ଆଜି ବଡ ଗୁରୁବାର! ଚୁପଚାପ କଦଳୀ ଗଛରେ ଚଢାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ହେବ ସବୁ ଇଛା ପୂର୍ଣ୍ଣ

ଦେବ ଗୁରୁ ବୃହସ୍ପତି ମାନ ସନମାନ ଓ ସୁଖ ସମୃଦ୍ଧି ଦେବାର ଦେବତା ଅଟନ୍ତି । ତାଙ୍କ କୃପାରୁ ଧନ, ଦୌଲତ, ମାନ ସନମାନ ସବୁ କିଛି ମିଳିଥାଏ । ଯଦି ଜୀବନରେ ଧନର କମି ହୋଇଥାଏତ ଗୁରୁବାର ଦିନ ଗୋଟିଏ ଛୋଟ  ପ୍ରୟୋଗ ଜୀବନର ସବୁ କଷ୍ଟକୁ ଦୂର କରିଥାଏ । ଯଦି ଆମେ ଜ୍ଯୋତିଷ ହିସାବରେ ଯିବା ଯେଉଁ ଗରିବୀ ହୋଇଥାଏ ସବୁଠୁ ବଡ ସମସ୍ଯା ହୋଇଥାଏ । ଏହି ଛୋଟ ପ୍ରୟୋଗ ଆପଣଙ୍କ ଜୀବନକୁ ବଦଳାଇ ପାରେ । ବୃହସ୍ପତି ବାର ଦିନ ଆପଣ ଯଦି ଚହୁଁଛନ୍ତି ଜୀବନରେ ସବୁ କିଛି ମିଳୁ ଯାହା ଆପଣ ଚହୁଁଛନ୍ତି ।


ଆଜି ଗୋଟେ ଛୋଟ ପ୍ରୟୋଗ ବିଷୟରେ ଆଲୋଚନା କରିବା । ବୃହସ୍ପତି ଦିନରୁ ଆରମ୍ଭ କରି ପାଞ୍ଚ ଗୁରୁବାର ପର୍ଯ୍ୟନ୍ତ କରନ୍ତୁ ଧନର କମି ହୋଇନଥାଏ । ଯଦି ଆପଣ ଅଟକି ରହିଥିବା ଧନ ଥିବ କି ବ୍ୟବସାୟ ଚାଲୁନଥିବ ଆପଣଙ୍କ ସବୁ ମନସ୍କାମନା ପୂର୍ଣ ହେବ । ଏଥିରେ ବିବାହ ସମ୍ବନ୍ଧିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଗୁରୁବାର ଦିନ ଟୋନା ଟୋଟକେ ପାଇଁ ହୋଇଥାଏ । ସକାଳୁ ସ୍ନାନ କରି ହଳଦିଆ କପଡା ପିନ୍ଧି ପୁଣି ବୃହସ୍ପତି ଦେବଙ୍କ ପୁଜା କରନ୍ତୁ ।


ଏଥିରେ ମାନ ସନମାନ ବଢିଥାଏ ଆଉ ବୃହସ୍ପତିଙ୍କ କୃପା ପାଇବା ପାଇଁ ଗାଧୋଇବା ପରେ କଦଳୀ ଗଛରେ ଜଳ ଅର୍ପଣ କରନ୍ତୁ ଆଉ ଜଳରେ ଅଳ୍ପ ହଳଦୀ ପକାଇ ଜଳ ଅର୍ପଣ କରନ୍ତୁ । ଯଦି ସମ୍ବଭ ହେବ ଟିକେ ଗୁଡ ପକାନ୍ତୁ । ସୁଖ ପ୍ରାପ୍ତି ହଳଦୀ ଓ ଗୁଡ ପକାଇବା ଦ୍ଵାରା  କଦଳୀ ଗଛରେ ଜଳ ଅର୍ପଣ କଲେ ଗୁରୁବାର ଦିନ ସମସ୍ତ ମନୋକାମନା ପୂର୍ଣ ହେବ । ମାନ ସନମାନ ବଢିଥାଏ, ସରକାରୀ ପ୍ରାପ୍ତର ଯୋଗ ବନୁଛି । ଗୁଡ ସୁରର କାରକ ଅଟେ,  ମଙ୍ଗଳ ସହିତ ସମ୍ବନ୍ଧ ରଖିଥାଏ ।


ଜୀବନରେ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ହାତରେ ଗୁଡ ଓ ଚଣା ନେଇ ବୃହସ୍ପତିଙ୍କ କଥା ଶୁଣିବେ ବା ପଢିବେ ଆଉ କଦଳୀ ଗଛରେ ତାକୁ ଅର୍ପଣ କରିବେ ଆପଣଙ୍କ ଉପରେ କୃପା ବନି ରହିଥାଏ । ବିବାହ ସମ୍ବନ୍ଧିତ ସବୁ ଅସୁବିଧା ଦୂର ହୋଇଥାଏ । ଯଦି ଆପଣ ଚହୁଁଛନ୍ତି ଘରକୁ ସୁଖ ସମୃଦ୍ଧି ଆସୁ ଗୁରୁବାର ଦିନ ଘରର ମୁଖ୍ୟ ଦ୍ଵାରରେ ହଳଦୀରେ ସ୍ଵସ୍ତିକ ବନାଇବେ । ଏହି ସ୍ଵସ୍ତିକ ଜୀବନରେ ସବୁ ଅସୁବିଧା ଦୂର କରିବେ । ଆଜି ଆମେ  ବିଶେଷ ପ୍ରୟୋଗ ବିଷୟରେ ଆଲୋଚନା କରିବା ।

ଏହି ପ୍ରୟୋଗ ଅଟେ ଗୋପୀ ଚନ୍ଦନର, ଏହା ଗୋଟିଏ ଶାସ୍ତ୍ରୀୟ ପ୍ରୟୋଗ ଅଟେ ।  ଏହି ପ୍ରୟୋଗ ଦ୍ଵାରା ଧନର ବୃଦ୍ଧି  ମଧ୍ୟ ହୋଇଥାଏ, ରହିଯାଇଥିବା ଧନ ମିଳିବ ।  ଯେତେବୀ ଅସୁବିଧା ଥାଉ ଜୀବନରେ ଯେମିତିବି ସମସ୍ଯା ହୋଇ ସବୁ ଦୂର ହୋଇଥାଉ । କୌଣସି ଗୁରୁବାର ଦିନ ସକାଳୁ ସକାଳୁ ସ୍ନାନ କରି ହଳଦୀଆ ବସ୍ତ୍ର ପିନ୍ଧି ଗଛରେ ଜଳ ଅର୍ପଣ ଓ ଦୀପ ଜଳନ୍ତୁ । ଗୋପୀ ଚନ୍ଦନର ଛୋଟ ଛୋଟ 9 ଟି  ଟୁକୁଡା ନିଅନ୍ତୁ ହଳଦିଆ କପଡା ସାହାର୍ଯ୍ୟରେ କଦଳୀ ଗଛରେ ଟାଙ୍ଗୀ ଦିଅନ୍ତୁ । ଏଥିରେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *