ଶନିବାର 03 ଜୁଲାଇ 2021- ଶନିଦେବଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- କାର୍ଯ୍ୟ କ୍ଷେତ୍ରରେ ବ୍ୟବସ୍ଥିତ ରୂପରେ ଆଗକୁ ବଢନ୍ତୁ । ସାଙ୍ଗ ମାନଙ୍କ ବହୁତ କାମ ଆପଣଙ୍କ ସାହାର୍ଯ୍ୟ ଦ୍ଵାରା ହେବ । ହଠାତ ଯାତ୍ରା କାରଣରୁ ଆପଣ ଟେନସନର ଶିକାର ହୋଇପାରନ୍ତି । ଆପଣ ନିଜ ଜିବନ ସାଥୀକୁ ବୁଝିବାରେ ଭୁଲ ହୋଇପାରେ । ଯାହା ଦ୍ଵାରା ସାରାଦିନ ମନ ଦୁଃଖରେ କାଟିବ । ଆପଣ ଅନ୍ୟ ଲୋକଙ୍କ ପାଇଁ ବହୁତ କିଛି କରିବେ ।

ବୃଷ :- ଆଜି ଧର୍ଜ୍ୟ ହରନ୍ତୁ ନହିଁ ଓ ଇଛା କରିଥିବା ଫଳ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । କୌଣସି ନୂଆ କାମ କରିବା ଦ୍ଵାରା ଆପଣଙ୍କୁ ବଞ୍ଚିକି ରହିବା ଉଚିତ । ବ୍ୟବସାୟରେ କାହା ସହଯୋଗ ପ୍ରାପ୍ତ ହୋଇପାରେ । କୌଣସି ପୁରୁଣା କଥାକୁ ନେଇ ଆପଣ ଟିକେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।

ମିଥୁନ :- ଆଜି କାନୁନି ମାମଲାରେ ଦଖଲ ଦିଅନ୍ତୁ ନହିଁ । ନହେଲେ ଅସୁବିଧାରେ ପଡ଼ିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ହଠାତ ଆପଣଙ୍କ ଊର୍ଜାର ସ୍ତର ବହୁତ ତଳକୁ ଯାଇପାରେ । ଆଜି ସମ୍ପର୍କରେ ସୁଧାର ଆଣିବା ପାଇଁ ଦିନ ବହୁତ ଭଲ ରହିଛି । ଆଜି ସମ୍ପର୍କରେ ସୁଧାର ଆଣିବା ପାଇଁ ଦିନ ବହୁତ ଭଲ ରହିଛି । ଆପଣଙ୍କ ରହିଯାଇଥିବା କାମ ବନିବ ।

କର୍କଟ :- ଆଜି ଆପଣଙ୍କ ମାନସିକ ଚିନ୍ତା ଚରଣ ସୀମାରେ ରହିବ । ଆପଣଙ୍କୁ ମୁସ୍କିଲ ମଧ୍ୟ ଅବସର ରୂପରେ ଦେଖାଦେବା । ଆଜି ଆପଣଙ୍କୁ କୌଣସି ଏମିତି ବ୍ୟକ୍ତି ସହିତ ଦେଖା ହୋଇବ, ଯାହା ଆଗକୁ ଆସୁଥିବା ଦିନ ମାନଙ୍କରେ ସାହାର୍ଯ୍ୟ କାରୀ ରହିବ । ମାନସିକ ରୂପରେ ମଜଭୁତ ରହିବା ପାଇଁ ଆପଣଙ୍କୁ ନିଜ ଭାବନା ସକାରାତ୍ମକ ରଖିବାକୁ ହେବ ।

ସିଂହ :- ଆଜି କୌଣସି ଲୋକଙ୍କୁ ମଧୁମେହ ଦ୍ଵାରା କଷ୍ଟ ହୋଇପାରେ । ଖାଇବା ପିବାରେ ସାବଧାନ ରୁହନ୍ତୁ । ଦାୟିତ୍ଵହିନତା ରୋଗର କାରଣ ହୋଇପାରେ । ଏହି ଦିନ ଆପଣଙ୍କ ବୈବାହିକ ଜୀବନର ସବୁଠୁ କଠିନ ଦିନ ମଧ୍ୟରୁ ଗୋଟିଏ ହୋଇପାରେ । ଶେଠୀ ପ୍ରତି ସାବଧାନ ରୁହନ୍ତୁ । ପଇସା କମାଇବା ପାଇଁ ସୁଯୋଗ ମିଳିପାରେ ।

କନ୍ୟା :- ଆଜି ଆପଣଙ୍କ ଅନିୟତ୍ରିତ କ୍ରୋଧ ଆପଣଙ୍କୁ ବଡ ଅସୁବିଧାରେ ପକାଇ ପାରେ । ଜୀବନରେ କିଛି ନୂଆ କରିବାର ଚେଷ୍ଟା କରିବେ । କରିଥିବା ପ୍ରୟାସ ଦ୍ଵାରା ଆପଣ ସଫଳତା ପାଇବେ । କୌଣସି ଖାସ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ବନିବ । ମନୋରଞ୍ଜନ ଓ ଜିନିଷ କିନାକିଣିରେ ଆପଣ ସମୟ ବିତାଇବେ । ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହଯୋଗର ମନୋବଳ ବଢାଇବେ ।

ତୁଳା :- ଆଜି ଆପଣ ନିଜ ଉପରେ ସଂଯମତା ବନାଇ ରଖନ୍ତୁ । କାରଣ ଆପଣଙ୍କୁ କୌଣସି ଶାରୀରିକ କଷ୍ଟ ନହେଉ । ଆପଣଙ୍କ ଜୀବନ ସାଥି ପ୍ରତିଦିନର ଆବଶ୍ୟକତାକୁ ପୁରା କରିବା ପାଇଁ ଆପଣଙ୍କ ହାତ ଟାଣି ପାରନ୍ତି ଶେଠୀ ଲାଗି ଆପଣକ ମନ ଉଦାସ ରହିବ । ଘର ଲୋକଙ୍କ ସହିତ ଝଗଡା ହୋଇପାରେ । ଛୋଟ ଛୋଟ କଥା ପାଇଁ ଟେନସନ ନିଅନ୍ତୁ ନହିଁ ।

ବିଛା :- ଆଜି ଆପଣଙ୍କୁ ନିଜ ହାର ରୁ କିଛି ସବକ ଶିଖିବାର ଆବଶ୍ୟକତା ରହିଛି । କାରଣ ଆଜି ନିଜର ହୃଦୟ କଥା କହିବ ଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ । ଆଜି ଜଲ୍ଦବାଜିରୁ ବଞ୍ଚିବା ଦରକାର, ଅଫିସ କାମ ସତର୍କତା ସହିତ କରନ୍ତୁ । ଜଲ୍ଦି କମ ସରାଇବାରେ ଅସୁବିଧା ହୋଇପାରେ । ଅଧିକ ଭାବୁକ ହୁଅନ୍ତୁ ନହିଁ, କାରଣ ଏମିତି କରିବା ଦ୍ଵାରା କିଛି ନା କିଛି ଭୁଲ ହୋଇପାରେ ।

ଧନୁ :- ବୟସ୍କ ବ୍ୟକ୍ତି ନିଜ ପିଲାଙ୍କ ଜୀବନରେ ସଫଳତା ହାସିଲ କରିବା ଦେଖି ବହୁତ ପ୍ରସନ୍ନ ରହିବେ । କଠିନ ପରିଶ୍ରମ କରିବା ଦ୍ଵାରା ଭଲ ଫଳ ପ୍ରାପ୍ତ ହେବ । ସାମାଜିକ କ୍ଷେତ୍ର ସହିତ କ୍ଯାଦିତ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ସଫଳ ରହିବେ । ଅଫିସରେ ସ୍ଥିତି ସାମାନ୍ଯ ରହିବ । ନୂଆ ପ୍ରୋଜେକ୍ଟ ମାମଲାରେ ମିଟିଂ ହୋଇପାରେ । ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ ।

ମକର :- କୌଣସି ପାରିବାରିକ ମତଭେଦ ହୋଇପାରେ । ବହୁତ ଭଲ ହେବ ବେକାର ଯୁକ୍ତିରୁ ବଞ୍ଚିକି ରୁହନ୍ତୁ । ଅଚାନକ କୌଣସି ବେକାର ଖର୍ଚ ହୋଇପାରେ । ଏଥିରେ ବଜେଟର ଧ୍ୟାନ ରଖି କାମ କରନ୍ତୁ । ଘରର କୌଣସି ବରିଷ୍ଠ ବ୍ଯକ୍ତିର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।

କୁମ୍ଭ :- ରୋମାନ୍ସ ପାଇଁ ବଢାଇ ଥିବା ସ୍ଟେପ ଫଳ ଦାୟୀ ହେବନି । ବ୍ୟବସାୟ ପାଇଁ ଯାତ୍ରା ହୋଇପାରେ । ଆଜି ବହୁତ ସୁଖୀ ନଜର ଆସିବେ । ୱେବ ଡିଜାଇନର୍ସଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣ କୌଣସି ନୂଆ ସାଇଟରେ କାମ କରିବେ । ଯଦି ଆପଣ କୌଣସି ବାଦ ବିବାଦରେ ପଡିଯାଇଛନ୍ତି କୌଣସି ଟିପଣୀ ଦେବାରୁ ବଞ୍ଚନ୍ତୁ ।

ମୀନ :- ଆଜି ବ୍ୟବସାୟରେ ବାଧା ଉପସ୍ଥିତ ହେବାର ସମ୍ଭାବନା ରହିଛି । ଗୁପ୍ତ ସତୃଙ୍କ ଠାରୁ ସଚେତ ରୁହନ୍ତି । ସନ୍ତାନଙ୍କ ଠାରେ ମତଭେଦ ରହିବ । ସାମାଜିକ ଆଉ ସରକାରୀ କ୍ଷେତ୍ରରେ ଆପଣଙ୍କ ଗତିବିଧି ବଢିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ଆପଣ ଲାଭ ଉଠାଇ ପାରିବେ, କାହାଠୁ ସଜେସନ ନେବାରୁ ପଛକୁ ହଟନ୍ତୁ ନହିଁ । ପଢା ଲେଖାରେ ଛାତ୍ରଙ୍କ ମନ ଲାଗିବ ।

Leave a Reply

Your email address will not be published. Required fields are marked *