Astrology: ସରିଲା ଶନିଦଶା ଏହି 6ଟି ରାଶିରେ କେବଳ ଖୁସିର ସମୟ, ଦେଖନ୍ତୁ ସେହି ରାଶି ଆଉ ଆପଣଙ୍କର ନୁହେଁ ତ !

ବନ୍ଧୁଗଣ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି ଶନିଦେବ ଙ୍କର କୌଣସି ରାଶିର ଜାତକଙ୍କ ଉପରେ ଖରାପ ନଜର ପଡିଥାଏ ତେବେ ସେହି ବ୍ଯକ୍ତିର ନିଜର ସମସ୍ଯା ସଜାଡିବାରେ ସଂପୂର୍ଣ୍ଣ ଜୀବନ କତିଯାଏ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବ ଙ୍କ କୃପା ଦ୍ରୁଷ୍ଟି ପଡିଯାଏ ସେହି ବ୍ୟକ୍ତି ବହୁତ କମ ସମୟରେ ନିଜର ଜୀବନରେ ସବୁ ପ୍ରକାରର ସୁଖ ପ୍ରାପ୍ତ କରିଥାଏ । ପ୍ରତେକ ମଣିଷ ଇଚ୍ଛା କରିଥାଏ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ । ଜ୍ଯୋତିଷଙ୍କ ଅନୁଆଯାୟୀ ଗ୍ରହ ମାନଙ୍କର ଚଳନ କାରଣରୁ ଆସନ୍ତା କାଲି ଠାରୁ ଏପରି କିଛି ମହା ସଂଯୋଗ ଘଟୁଛି ଯାହା ପାଇଁ ଶନିଦେବ ଓ ମା ଲକ୍ଷ୍ମୀ ଏକା ସହ କିଛି ରାଶି ଉପରେ ପ୍ରସନ୍ନ ହେବେ । ଆସନ୍ତୁ ଜାଣିବା ସେହି ରାଶିର ଲାଭ ବିଷୟରେ ।

ମେଷ ରାଶି : ଆପଣଙ୍କର ଖରାପ ସମୟ ସମାପ୍ତ ହୋଇ ଭଲ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କ ଉପରେ ଶନିଦେବ ଙ୍କ କୃପା ଦ୍ରୁଷ୍ଟି ରହିବାକୁ ଯାଉଛି । ଆପଣଙ୍କୁ ମନ ସମାନର ପ୍ରାପ୍ତି ହେବ । ଆଗାମୀ ସମୟରେ ସଫଳତା ହାସଲ ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଘର ପରିବାରରେ ଖୁସିର ମାହୋଲ ରହିବ ।

କର୍କଟ ରାଶି : ଆପଣଙ୍କ ଉପରେ ଶନି ମହାରାଜ ଙ୍କ କୃପା ଦ୍ରୁଷ୍ଟି ଲଗାତାର ଭାବେ ରହିବ । ଆପଣଙ୍କ ଜୀବନରେ ଯାହା ସବୁ ସମସ୍ଯା ଗୁଡିକ ରହିଥିଲା ସେଗୁଡିକାର ଅନ୍ତ ଘଟିବାକୁ ଆଉଛି । ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ କିଛି ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ । ଗୁରୁଜନ ମାନଙ୍କର ସହଯୋଗ ପାଇବେ ।

ବିଛା ରାଶି : ଆଗାମୀ ସମୟରେ ଆପଣଙ୍କୁ ମନ ଚାହୁଁଥିବା ଚାକିରି ମିଳିବ । ଏହା ସହ ଲୋକଙ୍କର ଅଟକି ରହିଥିବା କାମ ଆଗାମୀ ସମୟରେ ପୂରଣ ହେବ । ଜୀବନରେ ସଫଳତା ହାସଲ କରିବାରେ କେହି ଆପଣଙ୍କୁ ଅଟକାଇ ପାରିବେ ନାହି । ଜୀବନରେ ସବୁ ଦୁଖ ଦୂର କରିବେ ଶନିଦେବ ।

ସିଂହ ରାଶି : ଆପଣଙ୍କ ଉପରେ ଶନିଦେବ ଖୁସି ପୂର୍ଣ୍ଣ ରହିବେ । ଖାସ କରି ଯେଉଁ ମାନେ ବ୍ୟାପାରୀ ଅଟନ୍ତି ସେମାନଙ୍କୁ ବେପାର କ୍ଷେତ୍ରରେ ଲାଭ ମିଳିବ । ଆଗାମୀ ସମୟରେ ସଫଳତାର ମାର୍ଗ ପ୍ରାପ୍ତ ହେବ । ଧନ ଜନିତ ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ କରାଯାଇପାରେ ।

କୁମ୍ଭ ରାଶି : ଆପଣଙ୍କୁ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ପ୍ରେମ ସମ୍ପର୍କରେ ଯେଉଁ ମାନେ ଅଛନ୍ତି ସେମାନଙ୍କର ପ୍ରେମ ବିବାହର ଯୋଗ ରହିଛି । ପୂର୍ବରୁ କରାଯାଇଥିବା ଚେଷ୍ଟା ସଫଳ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।

ତୁଳା ରାଶି : ଆପଣଙ୍କୁ ନିବେଶ ରୁ ଲାଭ ମିଳିପାରେ । ପରିବାରରେ ସୁଖ ଶାନ୍ତି ରହିବ । ଅଟକି ରହିଥିବା ଧନ ଫେରିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଯେଉଁ ଲୋକ ଚାକିରି ଖୋଜୁଛନ୍ତି ସେମାନଙ୍କୁ ସଫଳତା ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *