ଶାଶୁଘରେ ରାଜ କରିବା ପାଇଁ ହିଁ ଜନ୍ମ ନେଇଥାନ୍ତି ଏହି 4ଟି ନାମର ଝିଅ- Chanakya Niti

ବନ୍ଧୁଗଣ ବିବାହ ପରେ ପ୍ରତେକ ଝିଅକୁ ଶାଶୁଘର ଲୋକଙ୍କ ଢାଞ୍ଚା ଅନୁଯାୟୀ ଚଳିବାକୁ ପଡିଥାଏ । ପ୍ରତେକ ଘରର ଚାଲିଚଳଣ ଓ ସେଠାରେ ରହୁଥିବା ଲୋକଙ୍କର ଚିନ୍ତାଧାରା ଭିନ୍ନ ହୋଇଥାଏ । ଏମିତିରେ ଏତେ ସାରା ଲୋକଙ୍କ ମଧ୍ୟରେ ଯେବେ ଗୋଟେ ଝିଅ ବୋହୂ ହୋଇ ଆସିଥାଏ ତାକୁ ହିଁ ଘରର ମାହୋଲ ଅନୁଯାୟୀ ଚଳିବାକୁ ପଡିଥାଏ । କିଛି ଝିଅମାନେ ଏତେ ଟ୍ୟା ଲେନ୍ଟେଡ ହୋଇଥାନ୍ତି କି ଶାଶୁଘରେ ଯାଇ ଚାଲିଚଳଣ ବଦଳାଇ ଦେଇଥାନ୍ତି ଓ ଶାଶୁଘରେ ରାଜ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 4ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଶାଶୁଘରେ ରାଜ କରିବା ପାଇଁ ଜନ୍ମ ନେଇଥାନ୍ତି ।

୧- A ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ଚାଲାକ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ହୃଦୟ ଜିତିବା ବା ଅନ୍ୟକୁ କଥା ମନାଇବାରେ ମାହିର ହୋଇଥାନ୍ତି । ଏମାନେ ଯେବେ ଶାଶୁଘରକୁ ଯାଇଥାନ୍ତି ନିଜ ମିଠା ବଚନରେ ସମସ୍ତଙ୍କୁ ନିଜର କରି ନେଇଥାନ୍ତି । ଏହା ପରେ ସମସ୍ତେ ତାଙ୍କର ପ୍ରଶଂସା କରିଥାନ୍ତି । ଏହି କାଳ ଯୋଗୁଁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।

୨- H ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ମାହିର ହୋଇଥାନ୍ତି । ଏମାନେ ନିଜର ବୁଦ୍ଧି କାରଣରୁ ଶାଶୁଘରେ ଅରଜ କରିଥାନ୍ତି । ଶାଶୁଘର ଲୋକ ଏମାନଙ୍କର ତାରିଫ କରିଥାନ୍ତି । ଏହି ପ୍ରକାରରେ ଏମାନେ ସମସ୍ତଙ୍କର ଅତି ପ୍ରିୟ ହୋଇ ଯାଇଥାନ୍ତି । ଏମାନେ ଘରକୁ ଆସିବା ପରେ ଶାଶୁଘର ଲୋକଙ୍କ ମନ ସମାନ ବଢି ଯାଇଥାଏ । ଏହି କାରଣରୁ ଏମାନେ ଶାଶୁଘରେ ସମ୍ମାନ ର ସହ ରାଜ କରିଥାନ୍ତି ।

୩- M ନାମର ଝିଅ ମାନେ : ଏହି ନାମର ଝିଅ ମାନେ ଅନ୍ୟ ମାନଙ୍କ ବ୍ୟବହାରକୁ ବଦଳାଇବାରେ ମାହିର ହୋଇଥାନ୍ତି । ଏମାନେ ନିଜ ବାଣୀ ଦ୍ଵାରା କାହାର ବି ଚିନ୍ତାଧାରା ବଦଳାଇ ପାରନ୍ତି । ଏମାନେ ଯେବେ ଶାଶୁଘର କୁ ଯାଇଥାନ୍ତି ନିଜକୁ ସେମାନଙ୍କ ଢାଞ୍ଚା ରେ ପକାଇଥାନ୍ତି ନାହି । ବରଂ ସେଠିକାର ଲୋକଙ୍କୁ ନିଜ ହିସାବରେ ବଞ୍ଚିବାକୁ ଶିଖିଥାନ୍ତି । ଜୀବନରେ ପରିବର୍ତ୍ତନ ଏମାନଙ୍କୁ ପସନ୍ଦ ଆସିଥାଏ । ଏହି କାରଣରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।

୪- S ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ରାଗି ହୋଇଥାନ୍ତି । ଏମାନେ ଶାଶୁଘରେ ବହୁତ ଭଲରେ ରହିଥାନ୍ତି । ଯଦି କେହି ଏମାନଙ୍କର ଅଧିକାର ମାଡିବାକୁ କେହି ବି ଚେଷ୍ଟା କରିଥାଏ ତେବେ ଏମାନେ ତାକୁ ଛାଡନ୍ତି ନାହି । ଏମାନେ ଶାଶୁଘରେ ସମସ୍ତଙ୍କୁ ନିଜ ବସ ରେ ରଖିଥାନ୍ତି । ଏହି ପ୍ରକାରରେ ଏମାନେ ଶାଶୁଘରେ ରାଜ କରିଥାନ୍ତି ଆଉ ରାଣୀ ଭଳି ଜୀବନ ବିତାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *