ସେପ୍ଟେମ୍ବର ୨୧ ରୁ ଖୋଲିବ School, ଏହି ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର 

ସେପ୍ଟେମ୍ବର ୨୧ ତାରିଖରୁ ନବମ ରୁ ୧୨ ଶ୍ରେଣୀ ପିଲାଙ୍କର ସ୍କୁଲ ଖୋଲିବ । ସେଥିପାଇଁ କେନ୍ଦ୍ର ସରକାର ଆଚରଣ ବିଧି ଜାରି କରିଛନ୍ତି । ଏହି ଗାଇଡ ଲାଇନ ଅନୁସାରେ ସାମାଜିକ ଦୁରତ୍ଵ, ମାସ୍କ ପିନ୍ଧିବା, ଓ ହାତ ଧୋଇବାକୁ ବାଧ୍ୟତା ମୂଳକ କରିଛନ୍ତି କେନ୍ଦ୍ର ସରକାର । ସ୍କୁଲର ସବୁ ସ୍ଥାନରେ ସାମାଜିକ ଦୂରତା ପାଳନ କରିଯିବ । ସ୍କୁଲରେ କୌଣସି ପ୍ରକାରର ସମାରୋହ, କ୍ରିଡା ପ୍ରତିଯୋଗୀତା ଆଦିକୁ ନ କରିବା ପାଇଁ କୁହାଯାଇଛି । କେବଳ କଣ୍ଟେନମେଣ୍ଟ  ଜୋନର ବାହାରେ ଥିବା ସ୍କୁଲ ଗୁଡିକ ଖୋଲିବା ପାଇଁ ହିଁ ଅନୁମତି ଦିଆଯାଇଛି ।

ଯେଉଁ ସ୍କୁଲର କର୍ମଚାରୀ, ଶିକ୍ଷକ, ଛାତ୍ର ଛାତ୍ରୀ କଣ୍ଟେନମେଣ୍ଟ ଜୋନ ବାହାରେ ରହୁଥିବେ ସେମାନଙ୍କୁ ସ୍କୁଲ ଆସିବା ପାଇଁ ମନା କରାଯିବ ।

Image Courtesy: Google

ତେବେ ଏହି ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଆସିବା ଇଚ୍ଛାଧୀନ ରହିବ । ତେବେ ଯେମିତିକି ଆପଣ ମାନେ ଜାଣିଛନ୍ତି କରୋନା ପାଇଁ ମାର୍ଚ୍ଚ ମାସରୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ତେବେ ବର୍ତ୍ତମାନ ଡିରେ ଡିରେ ଓଇ ସବୁ ସ୍ଥାନରୁ କଟକଣା ହଟାଉଛନ୍ତି ସରକାର । ଅଗରରୁ ସବୁ ନିଷ୍ପତ୍ତି ରାଜ୍ୟ ଶର୍କର ନେଉଥିବା ବେଳେ ବର୍ତ୍ତମାନ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାକୁ ସମସ୍ତ ରାଜ୍ୟକୁ ମାନିବାକୁ ହେବ ବୋଲି ଶେଷ ଗାଇଡଲାଇନରେ କେନ୍ଦ୍ର ସରକାର କହିଥିଲେ ।

ତଥାପି ଅଆଦିଶ ସରକାର ଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇ ନାହାନ୍ତି । ଓଡିଶାରେ ପୂଜା ଛୁଟି ପରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ମିଳୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ ୨୧ ତାରିଖ ଠାରୁ ସମସ୍ତ ସ୍କୁଲ ଯାହା କଣ୍ଟେନମେଣ୍ଟ ଜୋନ ବାହାରେ ଅଛି ତାହା ଖୋଲାଯିବ ଓ ଯେଉଁ ଛାତ୍ରଛାତ୍ରୀ ମାନେ ଆଗ୍ରହୀ ଥିବେ ସେମାନେ ଅଶଶୀ ସ୍କୁଲରେ କ୍ଳାସ କରି ପାରିବେ । ଏହାକୁ ସଂପୂର୍ଣ୍ଣ ଛାତ୍ର ଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରା ଯାଇଛି ।

Image Courtesy: Google

ଯଦି ପିଲାମାନେ ଆସିବାକୁ ଚାହାନ୍ତି ତେବେ ସେମାନଙ୍କ ପ୍ଯାରେଣ୍ଟସ ମାନଙ୍କୁ ଏକ ଅନୁମତି ପତ୍ର ଦେବାକୁ ଏବ । ଅବିଭାବକ ମାନେ ମଧ୍ୟ ପିଲାଙ୍କ ଷ୍କୂଳ ବନ୍ଦ କୁ ନେଇ କିନତାରେ ଥିଲେ କିନ୍ତୁ ବର୍ତ୍ତମାନ ଯେହେତୁ ସ୍କୁଲ ଖୋଲୁଚି ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *