ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସକାରାତ୍ମକ ଊର୍ଜା ବନାଇ ରଖିବା ପାଇଁ ଓ ସୁଖ ସମୃଦ୍ଧି ଆଣିବା ପାଇଁ ବହୁତ ମହତ୍ବପୂର୍ଣ ଉପାୟ କୁହାଯାଇଛି । ଏମିତି କିଛି କଥାର ବର୍ଣନା କରାଯାଇଛି ଯାହାକୁ କରିବାକୁ ଅନୁଚିତ ବୋଲି କୁହାଯାଇଛି । ଆଡୁଣିକ ଜୀବନ ଶୈଳୀରେ ଜୀବନରେ ବହୁତ ପ୍ରକାରର ପରିସ୍ଥିତି ଆସିଛି । ଏହି କାରଣରୁ ବହୁତ ଲୋକ ନିଜ ସଂସ୍କୃତିକୁ ଭୁଲିବାକୁ ଲାଗିଲେଣି ।
ଯାହାର ପ୍ରଭାବ ଜୀବନ ଉପରେ ପଡୁଛି । ପ୍ରାଚୀନ କାଳରେ ଲୋକ ଅଧିକା ସମୟ ପର୍ଯ୍ୟନ୍ତ ଜୀବିତ ରହୁଥିଲେ । କିନ୍ତୁ ଆଜିକାଲି ମନୁଷ୍ୟର ଆୟୁ କମ ହେବାରେ ଲାଗିଲାଣି । ପୂର୍ବର ଲୋକ ତଳେବସି ଭୋଜନ କରୁଥିଲେ ଯେଉଁ କାରଣରୁ ତାଙ୍କ ଶରୀର ଓ ପୃଥିବୀର ଊର୍ଜାର ମିଳନ ହେଉଥିଲା । ସେଥିଲାଗି ସୁସ୍ଥ ଓ ବଳଶାଳୀ ରହୁଥିଲେ । ଆଜିକାଲି ଲୋକଙ୍କ ଭିତରେ କମଜୋରି ଆସିବା ସାଧାରଣ କଥା ହେଲାଣି ।

ପ୍ରାଚୀନ ଗ୍ରନ୍ଥରେ ଖାଇବା ସମୟରେ କିଛି ନିୟମ କୁହାଯାଇଛି ଯାହାକୁ ଧ୍ୟାନରେ ରଖିବା ଆବଶ୍ୟକ ଅଟେ । ବୈଜ୍ଞାନିକ ଦୃଷ୍ଟି କୋଣରୁ ପ୍ରମାଣିତ ହୋଇଛିକି ପ୍ରାଚୀନ ମୁନି ଋଷିମାନେ ହଜାରେ ବର୍ଷ ପୂର୍ବେ ଯାହା କହିଥିଲେ ବିଜ୍ଞାନ ଏବେ କହୁଛି । ଜ୍ୟୋତିଶଶାସ୍ତ୍ର ଅନୁସାରେ ଖାଦ୍ୟ ଖାଇବା ଅଭ୍ୟାସ ମଧ୍ୟ ଉପରେ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଭୋଜନ କରିବା ସମୟରେ କେଉଁ କଥା ଧ୍ୟାନରେ ରଖିବା ଆବଶ୍ୟକ । ବାସ୍ତୁ ହିସାବରେ ଭୋଜନ କକ୍ଷକୁ ବୃହସ୍ପତିଙ୍କର ପ୍ରତୀକ ବୋଲି କୁହାଯାଇଛି ।

ପ୍ରାଚୀନ କାଳରେ ରାଜା ମହାରାଜଙ୍କ ଭୋଜନ କକ୍ଷ ମଧ୍ୟ ଏହି କଥାକୁ ଧ୍ୟାନରେ ରଖି ବନାଯାଇଥାଏ । ଭୋଜନ କକ୍ଷ, ସ୍ନାନ ଗୃହ, ତଥା ଶୌଚାଳୟ ଉପରେ କି ତଳେ କେବେ ବନେଇବା ଉଚିତ ନୁହେଁ । ଭୋଜନ କକ୍ଷକୁ ଶୌଚାଳୟର ଠିକ ସାମ୍ନାରେ ବନାନ୍ତୁ ନହିଁ । ସ୍ନାନଗୃହ କି ଶୌଚାଳୟର କାନ୍ଥ କି ଭୋଜନ କକ୍ଷ କାନ୍ଥ କେବେ ଗୋଟିଏ ହେବା କଥା ନୁହେଁ । ଏହା ମଧ୍ୟ ମହତ୍ବପୂର୍ଣ ଅଟେ ଭୋଜନ କକ୍ଷର କବାଟ କେବେ ଶୌଚାଳୟର କବାଟ ସାମ୍ନାରେ ସ୍ଥାପିତ କରିବା କଥା ନୁହେଁ । ଖାଦ୍ୟ ଖାଉଥିବ ସମୟରେ ଦିଗର ଧ୍ୟାନ ରଖିବା ନିହାତି ଆବଶ୍ୟକ ।

ପୂର୍ବ ନହେଲେ ଉତର ଦିଗକୁ ମୁହଁ କରି ଖାଇବା ସର୍ବୋତମ ମନାଯାଇଛି । ଏଥିରେ ମନୁଷ୍ୟର ସ୍ୱାସ୍ଥ୍ୟ ଠିକ ରହିଥାଏ ଓ ଦେବାଦେବୀଙ୍କ ଆଶୀର୍ବାଦ ରହିଥାଏ । ଏହା ସହିତ ମନୁଷ୍ୟକୁ ଯସ ପ୍ରାପ୍ତି ହୋଇଥାଏ । ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ଵାରା ଯଶ ଓ ମାନସନମାନ ମିଳିଥାଏ ଓ ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁ ମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନେ ଦକ୍ଷିଣ ଦିଗକୁ ମୁହଁକରି ଖାଇବା ଉଚିତ ନୁହେଁ । ସେମାନଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଉଚିତ ।

ଭୂମି ଉପରେ ବସି ଭୋଜନ କରିବା ଦ୍ଵାରା ପୃଥିବୀ ଓ ଜଳ ତତ୍ଵର ମିଳନ ହୋଇଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ସର୍ବୋତମ ମନାଯାଇଛି । ନିଜ ବେଡ ଉପରେ ବସି କେବେବି ଭୋଜନ କରିବା କଥା ନୁହେଁ, ଏଥିରେ ଅର୍ଣ୍ଣର ଅପମାନ ହୋଇଥାଏ । ରାହୁ ଅପ୍ରସନ ହୋଥାନ୍ତି ଏହା ସହିତ ବେଡ ତୁଳାରେ ବନାଯାଇଥାଏ ଓ ତୁଳା ଆମ ଶରୀରର ଊର୍ଜାକୁ ବାହାର କରେଇ ଦିଏନି । ଖାଦ୍ୟ ଖାଇବା ସମୟରେ ଆମ ଲିଭରରୁ ଗରମ ବାହାରିଥାଏ, ସେଜ ଉପରେ ବସି ଖାଇବା ଦ୍ଵାରା ଶରୀରରେ ରହିଜାଇଥାଏ ଓ ଭୂମି ପର୍ଯ୍ୟନ୍ତ ପହଞ୍ଚି ପାରି ନଥାଏ ।

ଏହା ଦ୍ଵାରା ଆମର ପାଚନ ତ୍ରନ୍ତ୍ର ଖରାପ ହୋଇଯାଇଥାଏ । ଭୂମିରେ ବସି ଖାଇବା ଦ୍ଵାରା ଶରୀରର ତାପମାନ ଠିକ ରହିଥାଏ । ଭୋଜନ କରିବା ପରେ କିଛି ଲୋକ ଥାଳିରେ ହିଁ ହାତ ଧୋଇଥାନ୍ତି ଏଥିରେ ମା ଅର୍ନପୂର୍ଣାଙ୍କର ଅପମାନ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।