BSF ସେନାରେ ବହୁତ ପଦବୀ ଖାଲି – ଦେଶର ସେବା କରିବାକୁ ଚାହୁଁଥିଲେ ଆଜି ହିଁ କରନ୍ତୁ ଆବେଦନ – ମିଳିବ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା

ଯଦି ଆପଣ ସେନାରେ ଯୋଗ ଦେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ବର୍ଡର ସିକ୍ୟୁରିଟି ଫୋର୍ସ (BSF) ୧୭୬୩ କନେଷ୍ଟବଳ ଟ୍ରେଡ୍ସମ୍ୟାନ୍ ପୋଷ୍ଟ ଉପରେ ରିକ୍ୟୁରମେଣ୍ଟ ନୋଟିଫି କେସନ୍ କରିଛନ୍ତି, ଏହି ପୋଷ୍ଟ ପୁଅ ହେଉ କି ଝିଅ ଦୁହେଁ ଯିଏ ବି ହେଉ ଆବେଦନ କରିପାରିବେ । ସବୁ ପୋଷ୍ଟ ଗୁଡିକ ଡାଇରେକ୍ଟ ରିକ୍ୟୁରମେଣ୍ଟ କରାଯିବ, ଏହି ପୋଷ୍ଟ ପାଇଁ ଆପ୍ଲାଇ କରିବାର  ଶେଷ ତାରିଖ ୩ ମାର୍ଚ୍ଚ ୨୦୧୯ ଅଟେ ।

କେଉଁ ସବୁ ପଦବୀ ପାଇଁ ହେଉଛି ଆବେଦନ :

କନେଷ୍ଟବଳ ଡବଲୁ ଏମ୍ : ୨୫୩ ଟି ପଦ, କନେଷ୍ଟବଳ (ବାରିକ) ୧୪୬ ଟି ପଦ , କନେଷ୍ଟବଳ(ଝାଡୁଦାର୍) ୩୮୯ ଟି ପଦ , କନେଷ୍ଟବଳ (ରୋଷେୟା) ୫୬୧ ଟି ପଦ , କନେଷ୍ଟବଳ ଡବଲୁ ସି ୩୨୦ ଟି ପଦ, କନେଷ୍ଟବଳ(ଟେଲର୍) ୩୬ ଟି ପଦ , କନେଷ୍ଟେବଳ’(କୋବଲର୍) ୩୨ ଟି ପଦ,  କନେଷ୍ଟବଳ( ବଢେଇ) ୧୩ ଟି ପଦ , କନେଷ୍ଟବଳ (ୱେଟର୍) ୯ ଟି ପଦ , କନେଷ୍ଟବଳ (ପେଣ୍ଟର୍) ୧ ଟି ପଦ , କନେଷ୍ଟବଳ (ଡ୍ରଘସ୍ ମ୍ୟାନ୍ ) ୧ ଟି ପଦ , କନେଷ୍ଟବଳ ଟ୍ରେଲର୍ ମହିଳା ପଦବି ପାଇଁ ୨ ଟି ପୋଷ୍ଟ ।

ବୟସ ସୀମା –

୧ ଅଗଷ୍ଟ ୨୦୧୯ କାଣ୍ତିଡେଟ୍ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରି , ବୟସ ଛାଡ ନିୟମ ଅନୁସାରେ ଦିଆଯିବ ।

ପେ ସ୍କେଲ୍ :

ଶିକ୍ଷାଗତ ଯୋଗ୍ୟତା : ମାଟ୍ରିକ୍ୟୁଲେସନ୍ କିମ୍ବା ଅନ୍ୟ ମାନ୍ୟତା ପ୍ରାପ୍ତ ବୋର୍ଡ ୟୁନିଭରସିଟିରୁ ବରାବର ଡିଗ୍ରୀ , ସଂବନ୍ଧିତ ଟ୍ରେଡ୍ସରେ ୨ ବର୍ଷର ଏକ୍ସପିରିଏନ୍ସ କିମ୍ବା ୧ ବର୍ଷର , ଆଇ ଆଇଟି ସାର୍ଟିଫିକେଟ୍, ଦରମା-ଲେବଲ୍ -୩ ୨୧,୭୦୦ ରୁ ୬୯୧୦୦ ଟଙ୍କା ।

କେମିତି କରିବେ ଆବେଦନ :

ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ହେଲେ , ଆପଣଙ୍କୁ ବିଏସ୍ ଏଫ୍ ଅଫିସିଆଲ୍ ୱେବସାଇଡ୍ ଯାଇକରି ଅନଲାଇନ୍ ଆପ୍ଲାଇ କରିବାକୁ ହେବ ।

ଶେଷ ତାରିଖ :

ପଦବୀ ଖାଲି ଅନୁସାରେ ୨ ଫେବୃୟାରେ ନ୍ୟୁଜ୍ ପେପର୍ ରେ ଦିଆଥିଲା , ଏହାପରେ ୩୦ ଦିନ ପରେ ମାନେ ୩ ମାର୍ଚ୍ଚ ଯାଏଁ ଏହି ପୋଷ୍ଟରେ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *