ଶୁଟିଙ୍ଗ ସେଟରୁ ଆସିଲା ଦୁଃଖ ଖବର, ଶୁଟିଙ୍ଗ କରୁଥିବା ସମୟରେ ବାଲକୋନୀରୁ ତଳକୁ ଖସିଲେ ହୀରୋ ମିଟୁ

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ସିରିଏଲକୁ ତ ଆପଣମାନେ ନିଶ୍ଚିତ ରୂପରେ ଦେଖିଥିବେ । ଏହା ଅତି ଲୋକପ୍ରିୟ ଧାରାବାହିକ ମଧ୍ୟରେ ଗୋଟିଏ ଅଟେ । ଯାହାକୁ ଦର୍ଶକମାନଙ୍କ ଠାରୁ ବହୁତ ଭଲ ପାଇବା ମିଳୁଛି । ଏହା ଦର୍ଶକମାନଙ୍କୁ ମନୋରଞ୍ଜନ କରିବାରେ ମଧ୍ୟ ସଫଳ ହେଉଛି । ଏହି ସିରିଏଲରେ ନଜର ଆସୁଥିବା ସବୁ ପାତ୍ରକୁ ବି ଦର୍ଶକମାନେ ଭଲ ଭାବରେ ଚିହ୍ନିଛନ୍ତି ଓ ତାଙ୍କ ବିଷୟରେ ଜାଣିଛନ୍ତି ।

ଆଜିକାଲି ଦର୍ଶକମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ସମସ୍ତ ଟିକିନିଖି ଖବର ନିଜ ପାଖରେ ରଖୁଛନ୍ତି । ଯଦି ସିନ୍ଦୁରର ଅଧିକାର ସିରିଏଲ ବିଷୟରେ କହିବା ତେବେ ଏଥିରେ ଅଭିନୟ କରୁଥିବା ଲିକୁନଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ ।

କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଲିକୁନଙ୍କ ସହ ଶୁ-ଟି-ଙ୍ଗ ସେଟରେ ଏକ ଅଘଟଣ ଘଟି ଯାଇଛି । ଯେଉଁଥିରେ କୁହାଯାଉଛି ଛାତର ବାଳକୁଣୀରୁ ତଳକୁ ଖସି ପଡିଛନ୍ତି ଲିକୁନ । ଏହି ଘଟଣା ଟି ପୂରାପୂରି ସତ ଅଟେ ।

ଯାହାର କିଛି ଦୃଶ୍ୟ ବି ଆପଣ ଦେଖି ପାରୁଥିବେ । କିନ୍ତୁ ଏହା ପଛରେ ଅସଲ କାହାଣୀ କିଛି ଅଲଗା ଅଟେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ସିନ୍ଦୁରର କାହାଣୀରେ ଶୁ-ଟି-ଙ୍ଗ ସେଟରେ ଏହିଭଳି କିଛି ଘଟିଛି ।

ଏହି ସିରିଏଲର କାହାଣୀକୁ ସମସ୍ତେ ପସନ୍ଦ କରୁଛନ୍ତି । ଏଥିରେ ନଜର ଆସୁଥିବା ସମସ୍ତ କଳାକାରଙ୍କୁ ବି ଆପଣମାନେ ବହୁତ ଭଲ ପାଇବା ଦେଇଛନ୍ତି । ସେଥି ମଧ୍ୟରୁ ଗୋଟିଏ ଅଟେ ଲିକୁନ । ଏହି ସିରିଏଲର କାହାଣୀ ଅନୁସାରେ ମିଟୁ ବାଳକୁଣୀର ତଳକୁ ଖସି ଯାଉଛନ୍ତି । ଏହି ସିନକୁ ଶୁ-ଟି-ଙ୍ଗ କରିବା ସମୟର କିଛି ଭିଡିଓ ଲିକୁନ ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ ।

ଯେଉଁଥିରେ ଆପଣ ଦେଖି ପାରିବେ କି ମିଟୁଙ୍କୁ କିଛି ଲୋକ ଧରି ବଳକୁଣୀରୁ ତଳକୁ ଓଲହାଇ ଦେଉଛନ୍ତି । ଶୁ-ଟି-ଙ୍ଗଙ୍କୁ ସତ ବୋଲି ଦର୍ଶାଇବା ପାଇଁ ଏହିଭଳି କିଛି କରାଯାଉଛି । ନିଜର ଏହି ଭିଡିଓକୁ ପୋସ୍ଟ କରି ଲିକୁନ କହିଲେ କି ଶୁ-ଟି-ଙ୍ଗ ସେଟରେ ଶୁ-ଟି-ଙ୍ଗ କରିବା ଏତେ ବି ସହଜ ନୁହେଁ । ରିସ୍କ ନେଇ ଓ ନିଜ ଜୀବନର ବାଜି ଲଗାଇ ଆମେ ଆପଣଙ୍କୁ ମନୋରଞ୍ଜନ କରିଥାଉ । ଯାହାକି ସହଜ କଥା ହୋଇ ନ ଥାଏ ।

Leave a Reply

Your email address will not be published. Required fields are marked *