କାମନା ନିଆଁରେ ଅନ୍ଧ ହୋଇ ଶବ ଗୃହରେ ରାସଲୀଳା

ବନ୍ଧୁଗଣ, ଡାକ୍ତର ଏବଂ ଡାକ୍ତରଖାନା କୁ ସାଧାରଣ ମନୁଷ୍ୟ ମାନେ ବହୁତ ମାନ୍ୟତା ଦେଇଥାନ୍ତି । କାରଣ ଡାକ୍ତରଙ୍କୁ ଭଗବାନ ଙ୍କର ଆଖ୍ୟା ଦିଆଯାଇଛି । କେତେକ ସମୟରେ ରୋଗୀକୁ ଚିକିସ୍ୟା କରି ଡାକ୍ତର ମାନେ ସେମାନଙ୍କୁ ଭଲ କରିଥାନ୍ତି । ସାଧାରଣ ମନୁଷ୍ୟ ରୋଗାବସ୍ଥା ରେ ମନରେ ବହୁତ ଆଶା ନେଇ ଆସିଥାଏ । ମାତ୍ର ଡାକ୍ତରଖାନା ରେ ଯଦି କିଛି ଖରାପ କାମ କିଛି କର୍ମଚାରୀଙ୍କ ଦ୍ଵାରା କରାଯାଇଥାଏ, ତେବେ ଏହାର ପ୍ରଭାବ ମାନବ ସମାଜକୁ ପକାଇଥାଏ । ବନ୍ଧୁଗଣ ଏମିତି କିଛି ଲଜ୍ୟା ଜନକ ବିଷୟ ପାଲଟିଛି ।

ଆମ୍ଭେ ଆପଣଙ୍କୁ ସେହି ସମ୍ବନ୍ଧରେ କିଛି ବିବରଣୀ ଜଣେଇବାକୁ ଯାଉଛୁ, ଯାହାକି ଧାରଣା ର ସଂପୂର୍ଣ୍ଣ ବାହାରେ । ବନ୍ଧୁଗଣ ଶ-ବ ଗୃହରେ ରାସଲୀଳା । କାମବାସନା ନିଆଁରେ ଅନ୍ଧ । ସ୍ଥାନ, କାଳ, ପାତ୍ର କିଛି ଦେଖିଲେନି । ଦର୍ଶକବନ୍ଧୁ ସବୁଠାରୁ ବଡ ହସ୍ପିଟାଲ ରେ ଖରାପ ଉଦେଶ୍ୟରେ ଧରା ପଡିଲେ ଯୁବତୀ ଏବଂ ଦୁଇ ଯୁବକ । ଯୁବକ ଦୁଇଜଣ ମେଡିକାଲ କୁ ଠିକା ରେ ନେଇଥିବା କର୍ମଚାରୀ ବୋଲି ଖବର ମିଳିଛି । ଏହି ଘଟଣାଟି ମଧ୍ୟପ୍ରଦେଶ ର ଇନ୍ଦୋର ରେ “ମହାରାଜ ଯଶ-ବନ୍ଧ ରାଓ” ହସ୍ପିଟାଲ ରେ ଏପରି ଲଜ୍ୟା ଜନକ ବିଷୟ ଦେଖିବାକୁ ମିଳିଛି ।

ମେଡିକାଲ ଭିତର ର କିଛି ଏଭଳି ଦୃଶ୍ୟ ଭାଇରାଲ ହେଉଛି । ଯେଉଁଥିରେ ଅସଂଯତ ଅବସ୍ଥାରେ ଲିପ୍ତ ଦୁହିଜଣ ଜୁବକ ଯୁବତୀ ନଜରକୁ ଆସିଛନ୍ତି । ବନ୍ଧୁଗଣ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହାକି ଡାକ୍ତରଖାନା ର କର୍ମଚାରୀ ଏହି ସମ୍ବନ୍ଧରେ ଅବଗତ ନାହାନ୍ତି । ୟୁଗ୍ରେସ ନାମକ ଏକ ଘରୋଇ କମ୍ପାନୀ “ମହାରାଜ ଯଶ-ବନ୍ଧ ରାଓ” ହସ୍ପିଟାଲ ର କିଛି କାମ ଠିକା ରେ ନେଇଛନ୍ତି । ମାତ୍ର ସେହି କମ୍ପାନୀର କର୍ମଚାରୀ ମାନେ ଏପରି ଲଜ୍ୟାଜନକ କାମ କରି ମେଡିକାଲଟିକୁ ବଦନାମ କରିଛନ୍ତି ।

ମଙ୍ଗଳବାର ରାତିରେ ଜଣେ ଲୋକଙ୍କ ଶ-ବକୁ ନେଇ ଶ-ବଗୃହକୁ ଗଲା ସମୟରେ ଏହି ଦ୍ରୁଶ୍ଯ ସାମ୍ନାକୁ ଆସିଥିଲା । ଖାରାପ କାମ କରୁଥିବାର ଦୁଇଜଣ ଝିଅ ଏବଂ ପୁଅ ନଜରକୁ ଆସିଥିଲେ । ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଶ-ବ ରଖିବାକୁ ଆସିଥିବା ଲୋକେ । ସେହି ଲୋକମାନେ ଏହି ଘଟଣାକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ । ସେମାନେ ଭିଡିଓ ବନାଉଥିବା ବେଳେ, ଦୁଇଯୁବକ ତରବର ହୋଇ ବାହାରି ଆସି ସେମାନଙ୍କୁ ଧମକ ଚମକ କରିଥିଲେ ।

ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯିବାରୁ ଓଲଟା ସେମାନେ ଉତ୍ତେଜନା ର ସହିତ ଲାଲୀ ଆଖି ଦେଖାଇ ବଡ ପାଟିରେ ଚିତ୍କାର କରି କହିଥିଲେ ଏହା ସହିତ ତୁମର କଣ ସମ୍ପର୍କ ? ତୁମକୁ ଶ-ବ ରଖିବାର ଅଛି ଶ-ବ ରଖ ଏବଂ ଏହିଠାରୁ ଜାଅ । ବନ୍ଧୁଗଣ ସେମାନେ ସରମ କରିବା ବଦଳରେ ଓଲଟା ଲାଲିଆଖି ଦେଖାଇଥିଲେ । ଫୋଟ ଭାଇରାଲ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେମାନେ ଗତ ୪ ଦିନ ହେବ ରାତିରେ ଝିଅ କୁ ଆଣି ଶ-ବ ଗୃହରେ ଏଭଳି କୁ-କାର୍ଯ୍ୟ କରୁଛନ୍ତି ।

ଡାକ୍ତରଖାନର କର୍ମଚାରୀ ଏହି ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଅଛନ୍ତି । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଉଭୟଙ୍କୁ ନିଲମ୍ବନ କରାଯାଇଛି । ଡାକ୍ତର ଖାନାର ଅଧିକ୍ଷକ ପିଏସ ଠାକୁର ସୂଚନା ଦେଇଛନ୍ତି ଯେ, ଉଭୟ କର୍ମଚାରୀଙ୍କୁ କମ୍ପାନୀରୁ ବିତାଡିତ କରାଯାଇଛି ଏବଂ କମ୍ପାନୀକୁ ନୋଟିସ ଜାରି କରାଯାଇଛି । ବନ୍ଧୁଗଣ ଏହି ବିଷୟ ବସ୍ତୁ ଉପରେ ଆପଣଙ୍କ ମତାମତ କଣ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *