ପୁଅ Aryan Khanଙ୍କ ଗିରଫ ହେବା ପରେ SRKଙ୍କର କମୁଛି କ୍ରେଜ… ସଙ୍କଟରେ ଏବେ Shah Rukhଙ୍କ ରୋଜଗାର

ବର୍ତ୍ତମାନ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଗି-ର-ଫ ହେବା ପରେ କିଙ୍ଗ ଖାନଙ୍କର କମୁଛି କ୍ରେ-ଜ। ପୁଅ ଦୋ-ଷ କରିବା ପରେ ଏବେ ପିତା କିଙ୍ଗ ଖାନଙ୍କୁ ଅନେକ କଥା ଶୁଣିବାକୁ ପଡୁଛି । ଅ-ପ-ବା-ଦ ମୁଣ୍ଡାଇବା ସହ କିଙ୍ଗ ଖାନଙ୍କର ଆର୍ଥିକ ଅବସ୍ଥା ବି-ଗି-ଡି-ବା-ରେ ଲାଗିଛି । ବର୍ତ୍ତମାନ ଶାହରୁଖଙ୍କର ବ୍ରା-ଣ୍ଡ ଭ୍ୟା-ଲୁ ସ-ଙ୍କ-ଟ ଆଡକୁ ମୁହାଁଇଛି । ଗଣ ମାଧ୍ୟମରେ ଶାହରୁଖଙ୍କୁ ତାଙ୍କର ଫ୍ୟାନ୍ସ ମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହା ସହ କିଛି ଫ୍ୟାନ୍ସ ମାନେ ସାହରୁଖଙ୍କ ପ୍ରଚାର କରୁଥିବା କିଛି ବ୍ରା-ଣ୍ଡକୁ ବ-ଏ-କ-ଟ କରିବା ପାଇଁ ନା-ରା ଦେଉଛନ୍ତି ।

ନିଜ ପୁଅ ଡ୍ର-ଗ୍ସ ମା-ମ-ଲା-ରେ ଫ-ସି-ଥି-ବା ବେଳେ ନିଜ ଫ୍ୟାନ୍ସ ମାନଙ୍କୁ କିପରି ପ୍ରେରିତ କରିବେ ବୋଲି କିଙ୍ଗ ଖାନ ଚି-ନ୍ତା-ରେ ପଡି ଯାଇଛନ୍ତି । କିଙ୍ଗ ଖାନଙ୍କର ବ୍ରା-ଣ୍ଡ ଭ୍ୟା-ଲୁ ମାର୍କେଟରେ ୩୭୮ କୋଟି ଟଙ୍କା ହେବ । ଆଗକୁ ତାଙ୍କୁ ଅନେକ କ୍ଷ-ତି ସହିବାକୁ ପଡିପାରେ ବୋଲି ମାର୍କେତ ଏକ୍ସପର୍ଟ ମାନେ ଆଶଙ୍କା କରିଛନ୍ତି । ବର୍ତ୍ତମାନ ଶାହରୁଖ ପ୍ରାୟ ୪୦ଟି ବ୍ରା-ଣ୍ଡର ମାର୍କେଟିଙ୍ଗ କରୁଛନ୍ତି । ଯେଉଁଥିରେ ଶିକ୍ଷା ସମ୍ଭଧୀୟ ଷ୍ଟାଟଅପ ମଧ୍ୟ ରହିଛି । ପୁଅ ଆର୍ୟନ ଗି-ର-ଫ ହେବା ପରେ ସବୁ କିଛି ପ୍ରଭାବିତ ହେବାର ଆଶଙ୍କା କରା ଯାଉଛି ।

ବହୁ ରାଷ୍ଟ୍ରୀୟ ଆର୍ଟ ନୈତିକ ପରାମର୍ଶ ଦାତା ସଂସ୍ଥା ଡଫ ଏମଫାଲିସର ପ୍ରକାଶିତ ରିପୋର୍ଟ ଅନୁସାରେ ଶାହରୁଖଙ୍କ ବ୍ରା-ଣ୍ଡ ଭ୍ୟାଲୁ ୩୭୮ କୋଟି ଟଙ୍କା । ୨୦୨୦ ବ୍ରା-ଣ୍ଡ ଭ୍ୟାଲୁ ଅନୁସାରେ କ୍ରିକେଟର ବିରାଟ କୋହଲି, ସୁପର ଷ୍ଟାର ଅକ୍ଷୟ କୁମାର ଓ ଅଭିନେତା ରଣବିର ସିଂଙ୍କ ପରେ ଶାହରୁଖଙ୍କ ସ୍ଥାନ ଚତୁର୍ଥରେ ରହିଥିଲା । ଏମିତିମ କି ଫିର୍ଷ ତାଲିକାରେ ସାରା ବିଶ୍ଵରେ ସର୍ବାଧିକ ଆୟ କରୁଥିବା ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ବିଗ ବି ଅମିତାଭ ବଞ୍ଚନଙ୍କ ସହ ଶାହରୁଖଙ୍କ ନାଁ ମଧ୍ୟ ରହିଛି । ଆଜିକା ଡେ-ଟ-ରେ ଶାହରୁଖଙ୍କ ସମୁଦାୟ ସମ୍ପତିର ମ୍ମୁଳୀ ହେଉଛି ୫୦୦୦ ୧୧୬ କୋଟି ଟଙ୍କା ।

ଜୟଦିଶ ସାନ ଫିଲ୍ଡ ଓ ଟାଇଲର ପେରିଙ୍କ ପରେ ଶାହରୁଖ ତୃରୀୟ ସର୍ବାଧିକ ଧନୀ ଅଭିନେତା ବୋଲି ବିଶ୍ବରେ ଗଣନା କରାଯାଏ । ଫିଲ୍ମ, ବ୍ରା-ଣ୍ଡର ପ୍ରଚାର ପ୍ରସାର, ରେଡ ଚିଲି ଏଣ୍ଟର୍ଣମେଣ୍ଟ ପ୍ରଡ଼କସନ ଓ IPL ଟିମ ଭଳି ଭିନ୍ନ ବ୍ଯବସାୟିକ କାରବାର ହେଉଛି କିଙ୍ଗ ଖାନଙ୍କ ଆୟର ମୁଖ୍ୟ ଉଶ୍ଚ । ଗୋଟିଏ ଦିନର ବିଜ୍ଞାପନ ଶୁ-ଟି-ଙ୍ଗ କରିବା ପାଇଁ କିଙ୍ଗ ଖାନ ଚାର୍ଜ କରନ୍ତି ୪କୋଟି ଟଙ୍କାରୁ ଅଧିକ ଟଙ୍କା । BYJU’S ର ପ୍ରଚାର ଓ ପ୍ରସାର ଦାୟିତ୍ଵ ସେ ନିଜେ ନେଇଛନ୍ତି । ଏଥିପାଇଁ ଏହା ଉପରେ ପୁନ ବିଚାର କରିବା ପାଇଁ BYJU’S ନିଷ୍ପତି ନେଇଛି । ଗତ କିଛି ଦିନ ତଳେ ଶାହରୁଖ ପାନ ମଶାଲାର ପ୍ରଚାର କରି ଜ-ବ-ର-ଦ-ସ୍ତ ଟ୍ରୋଲ ହୋଇଥିଲେ । ଏବେ ପୁଅ ଆର୍ୟନ ପାଇଁ ବିବାଦକୁ ଆସି ଇନକମ କମିବାର ଆ-ଶ-ଙ୍କା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *