ଯେମିତି କି ଆମେ ସମସ୍ତେ ଜାଣିଛେ କି ଆମ ଜୀବନରେ ଯାହା କିଛି ଅସୁବିଧା କିମ୍ବା ଚିନ୍ତା ଥାଏ ସେ ସବୁର ମୁଖ୍ୟ କାରଣ ଗ୍ରହର ଚଳଣିରୁ ହୋଇଥାଏ । ଏହି କାରଣରୁ ଆମକୁ ବହୁ ପ୍ରକାରର ପରିବର୍ତ୍ତନ ସାମନା କରିବାକୁ ପଡିଥାଏ । ଓ ଜୀବନରେ ସୁଖଦୁଃଖ ଲାଗିରହିଥାଏ ।
ଜ୍ୟୋତିଷ୍ୟ ଜ୍ଞାନରୁ ମାନିଲେ ଗ୍ରହର ଚାଲିଚଳନ କାରଣରୁ ଆମର ଜୀବନରେ ଏମିତି ସଂଯୋଗ ହୁଏ ଯାହା ୨୧ ବର୍ଷ ପରେ ଶନିଦେବଙ୍କ କୃପାରୁ ୨ ଟି ରାଶି ଉପରେ ପଡୁଛି । ଯେଉଁଥିରେ ଧନ ବର୍ଷା ହେବାର ଆଶଙ୍କା ଅଛି ଓ ଆସୁଥିବା ଅସୁବିଧାରୁ ମୁକ୍ତି ମିଳିବ ଓ ଏହି ରାଶିରେ ହେବାକୁ ଥିବା ଲାଭ ବିଷୟରେ ତଳେ ଆମେ କହୁଛୁ ।
ତୁଳା ରାଶି :
ଶନିଦେବ କୃପାରୁ ଆପଣଙ୍କୁ ବହୁତ ସାରା ଫାଇଦା ମିଳିପାରିବ । ପରିବାର ରେ ଯେଉଁକାରଣରୁ ଅସନ୍ତୋଷ ଲାଗିରହୁଛି । ସମାଜରେ ଆପଣଙ୍କ ମାନ ସମ୍ମାନ ପୁର୍ବ ଅପେକ୍ଷା ବଢିବ, ଆପଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେବ , ଓ ଚାକିରି ରେ ଆପଣଙ୍କୁ ଖୁସି ଖବର ମିଳିବ । ପୈତୃକ ସମ୍ପତ୍ତି ଉପରେ ବିବାଦ ଆସିପାରେ ।
କୁମ୍ଭ ରାଶି :
ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଚାକିରି ମିଳିବାର ସଂଯୋଗ ରହୁଛି । କିଛି ନୂଆ ପ୍ରୋଜେକ୍ଟ ମିଳିପାରେ । ଆପଣଙ୍କୁ ଧନଲାଭର ଯୋଗ ରହୁଛି । ସନ୍ତାନ ସୁଖ ପ୍ରାପ୍ତି ହେବ । ସମାଜରେ ଟିକେ ଧ୍ୟାନର ସହ ରହିବେ । ଆପଣଙ୍କ ଶତ୍ରୁ ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ମସ୍ତି କରିବାକୁ ମଉକା ମିଳିବ । ଚାକିରିରେ ପଦୋନ୍ନତି ହେବ । ଆଉ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । କେଉଁ ଆଡୁ ଆପଣଙ୍କୁ ଖୁସି ଖବର ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବ । ଅଚାନକ ଧନପ୍ରାପ୍ତିର ଯୋଗ ରହୁଛି ।