ଶନିଦେବଙ୍କ ସବୁଠୁ ପ୍ରିୟ ରାଶି ହୋଇଥାନ୍ତି ଏହି ରାଶିର ବ୍ୟକ୍ତି, ସ୍ଵୟଂ ଶନିଦେବ କରନ୍ତି ଏମାନଙ୍କ ରକ୍ଷା

ବନ୍ଧୁଗଣ ଶନିଦେବ ଙ୍କୁ ପସନ୍ଦ ହୋଇଥାଏ ଏହି ରାଶିଗୁଡିକ, ଭଗବାନ ଶନି ଏହି ରାଶିଗୁଡିକ ଉପରେ ବର୍ଷାଇଥାନ୍ତି ତାଙ୍କ କୃପା । ଭଗବାନ ଶନିଙ୍କ କୃପାରୁ ଏମାନଙ୍କ ପାଖକୁ ନାମ, ଟଙ୍କା, ଧନ ଦୌଲତ ସବୁ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସମୁଦାୟ ୧୨ ଟି ରାଶି ରହିଛି ଯାହା ପ୍ରତ୍ୟକ ବ୍ଯକ୍ତିର ଜୀବନ ସହିତ ଜଡିତ ହୋଇ ରହି ରହିଥାଏ । ବନ୍ଧୁଗଣ ପ୍ରତ୍ୟକ ବ୍ଯକ୍ତିର ଗୋଟିଏ ରାଶି ରହିଥାଏ, ଯେଉଁଥିରୁ ସେ ତାହାର ଭଲ ମନ୍ଦ ସ୍ଥିତି ସମ୍ବନ୍ଧରେ ଜାଣିଥାଏ ।

ବନ୍ଧୁଗଣ ପ୍ରତ୍ୟକ ରାଶି ର ମହତ୍ଵ ଅଲଗା ଅଲଗା ହୋଇଥାଏ । ସେମାନଙ୍କ ସ୍ଵାମୀ ଗ୍ରହ ମଧ୍ୟ ଅଲଗା ଅଲଗା ରହିଥାନ୍ତି । ବନ୍ଧୁଗଣ ମେଷ ଏବଂ ବିଛା ରାଶିଙ୍କ ସ୍ଵାମୀ ହେଉଛନ୍ତି ମଙ୍ଗଳ ଗ୍ରହ । ସେହିଭଳି ବୃଷ ଏବଂ ତୁଳା ରାଶିର ସ୍ଵାମୀ ଗ୍ରହ ଶୁକ୍ରଙ୍କୁ ମାନା ଯାଇଅଛି । ଏହା ସହିତ କନ୍ୟା ଏବଂ ମିଥୁନ ରାଶିର ସ୍ଵାମୀ ଗ୍ରହ ବୁଧଗ୍ରହ ଙ୍କୁ ମାନା ଯାଇଛି । କର୍କ ରାଶିର ସ୍ବାମୀଗ୍ରହ ଚନ୍ଦ୍ରମା କୁ ମାନା ଯାଇଥାଏ । ସିଂହ ରାଶିର ସ୍ଵାମୀଗ୍ରହ ସୂର୍ଯ୍ୟ ଅଟନ୍ତି । ଏବଂ ମୀନ ରାଶିର ସ୍ବାମୀଗ୍ରହ ଗୁରୁ ଅଟନ୍ତି । ମକର ଏବଂ କୁମ୍ଭ ରାଶିର ସ୍ଵାମୀଗ୍ରହ ଶନିଦେବ ଅଟନ୍ତି ।

ବନ୍ଧୁଗଣ ସବୁ ଗ୍ରହ ରେ ନ୍ୟାୟ ର ଦେବତା ଶନିଦେବଙ୍କୁ ସର୍ବ ଅଧିକ ମହତ୍ଵ ଦିଆ ଯାଇଛି । ଶନି ଦେବ କର୍ମ ଏବଂ ନ୍ୟାୟ ର ଦେବତା ଅଟନ୍ତି । ସେ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଶନିଦେବ କଳିଯୁଗର ଦେବତା ଅଟନ୍ତି । ଏବଂ ଯେଉଁ ଲୋକେ ଭଲ କର୍ମ କରିଥାନ୍ତି ତାଙ୍କର ସଦା ସର୍ବଦା ରକ୍ଷା କରିଥାନ୍ତି । ଏବଂ ଯେଉଁ ବ୍ୟକ୍ତିମାନେ ମନ୍ଦ କାମ କରିଥାଏ ତାକୁ ଶନିଦେବ ଦଣ୍ଡ ଦେଇଥାନ୍ତି । ବନ୍ଧୁଗଣ ଶନିଦେବ କର୍ମ ଅନୁସାରେ ଫଳ ମଧ୍ୟ ଦେଇଥାନ୍ତି । ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଏବଂ ମନ୍ଦ କର୍ମ କରୁଥିବା ବ୍ୟକ୍ତିଙ୍କୁ ଦହନୀୟ ଅବସ୍ଥାରେ ପରିଣତ କରିଥାନ୍ତି ।

ଏଥିପାଇଁ ଭଗବାନ ଶନିଦେବଙ୍କୁ ନ୍ୟାୟଧୀଶ ବୋଲି ମାନାଯାଇଥାଏ । ବନ୍ଧୁଗଣ ଶନିଦେବଙ୍କ ନାମ ଶୁଣିଲା ମାତ୍ରେ ସମସ୍ତେ ଥର ହର ହୁଅନ୍ତି । ଶନିଙ୍କ ସାଢେ ସାତ ହେଲା ମାତ୍ରେ ମଣିଷ ର ସମସ୍ତ ସ୍ଥିତି ବଦଳିଯାଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ବହୁତ ସଂଘର୍ଷ ରହିଛି ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କ ଉପରେ ଶନିଦଶା ପଡିଅଛି । ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ଯା ଲାଗିରହିଛି ତେବେ ବୁଝି ନିଅନ୍ତୁ ଯେ, ଏହା ଶନି ଦୋଷ କାରଣରୁ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଭଗବାନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହୋଇଥାଏ ।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାବେଳେ ଶନିଚାଳିଶାର ପାଠ କରନ୍ତୁ । ବନ୍ଧୁଗଣ ଶନି ଚାଳିଶା ର ପାଠ ଯଦି ଆପଣ କରି ପାରନ୍ତି ନାହିଁ ତେବେ ହନୁମାନ ଚାଳିଶା ର ପାଠ କରନ୍ତୁ । ଏହା ସହିତ ଶନି ପ୍ରସନ୍ନ ମନ୍ତ୍ରର ଉଚ୍ଚାରଣ କରନ୍ତୁ । ମନ୍ତ୍ରଟି- “ନିଲାଞ୍ଜନ ସମାଭାସମ ରବି ପୁତ୍ରମ ୟମାଗ୍ରଜମ, ଛାୟାମର୍ଦମ ସମ୍ଭୁତାମ ତନ ନାମାମିଃ ସନିଶ୍ଚରମ” ।

ଏହି ମନ୍ତ୍ରଟି ଯଦି ଆପଣ ଉଚ୍ଚାରଣ କରନ୍ତି ତେବେ ଏହା ଶନିଦେବଙ୍କର ସବୁଠାରୁ ପ୍ରିୟ ମନ୍ତ୍ର ଅଟେ । ଯେଉଁ ବ୍ୟକ୍ତି ଏହି ମନ୍ତ୍ରଟିକୁ ପ୍ରତିଦିନ ୨ ଥର ଜାପ କରିଥାଏ, ସେ ଭଗବାନ ଶନି ଦେବଙ୍କ କ୍ରୋଧରୁ ବଞ୍ଚି ଯାଇଥାଏ । ଯଦି ଆପଣଙ୍କ ଦ୍ଵାରା ଏହା ମଧ୍ୟ ହେଉନାହିଁ, ତେବେ ଆପଣ ଓମ ଶନି ଶନିଶ୍ଚରାୟ ମନ୍ତ୍ରଟିର ଜାପ କରି ପାରନ୍ତି । ଏହା ସହିତ “ଓମ ପ୍ରାମ ପ୍ରିମ ପ୍ରୋହଃ ଶନିଶ୍ଚରାୟ” ମନ୍ତ୍ରଟିର ଜାପ କରନ୍ତୁ । ବନ୍ଧୁଗଣ ଗୁଡ ଅଥବା ଚଣା ରୁ ତିଆରି କୌଣସି ବସ୍ତୁ କୁ ଭଗବାନ ହନୁମାନଙ୍କ ପାଖରେ ଭୋଗ ଲଗେଇ ଅଧିକରୁ ଅଧିକ ଲୋକଙ୍କୁ ବାଣ୍ଟିବା ଆବଶ୍ୟକ ।

ଏହି କାର୍ଯ୍ୟଟି ଶନିବାର ଅଥବା ମଙ୍ଗଳବାର କରିପାରିବେ । ଏହା ସହିତ ଶନିବାର ଦିନ ସୋରିଷ ରେ ତେଲ ନେଇ ଗୋଟିଏ ପାତ୍ରରେ ନେଇ ନିଜ ଚେହେରା ଦେଖନ୍ତୁ । ଏବଂ ସେହି ତେଲକୁ ଆପଣ ଦାନ କରି ଦିଅନ୍ତୁ । ବନ୍ଧୁଗଣ ଏହା କିଛି ଏଭଳି ଉପାୟ ଅଟେ ଯାହାକୁ ସବୁ ରାଶିର ଲୋକେ କରିପାରିବେ । ବନ୍ଧୁଗଣ ଏହା ଥିଲା ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ ଗୁଡିକ । ଏହି ବିବରଣୀ ଗୁଡିକ ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *