ଟିଭି ଇଣ୍ଡସଷ୍ଟ୍ରିର ଏହି ଫେମସ ଅଭିନେତାଙ୍କ ରିଅଲ ଲାଇଫ ପତ୍ନୀ ଓ ଶାଳି ଦେଖିବାକୁ ବହୁତ ହଟ ଓ ବୋଲ୍ଡ

ଟିଭି ଇଣ୍ଡସଷ୍ଟ୍ରିରେ କାମ କରୁଥିବା ଅଭିନେତାମାନେ ବହୁତ ସୁନ୍ଦର ଭାବରେ ତାଙ୍କ ଚରିତ୍ରକୁ ନିଭାଇ ଥାନ୍ତି । ଯେମିତିକି ଗୋଟେ ଭଲ ପତି ଆଉ ଗୋଟେ ଭଲ ଯିଜାର ଭୂମିକା । ସେ ରିଲ ଜୀବନରେ ମଧ୍ୟ ଭଲ ପତି ହୋଇ ରହୁଛନ୍ତି ଆଉ  ଭଲ ଜିଜାର ମଧ୍ୟ ଅଭିନୟ କରୁଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ସୋରେ ସେ ଭଲ ପତି ଆଉ ଭଲ ଜିଜାର ଅଭିନୟ କରୁଛନ୍ତି ଆଉ ରିଅଲ ଜୀବନରେ ମଧ୍ୟ ଏମାନେ ସଂପର୍କକୁ ବହୁତ ଭଲ ଭାବରେ ନିଭାଉଛନ୍ତି ।

ନିଜ ରିଅଲ ଲାଇଫ ସ୍ତ୍ରୀ ଆଉ ଶାଳି ସହିତ  ମଧ୍ୟ ଭଲ ସମ୍ପର୍କ ମେନଟେନ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଟିଭିର ରିଅଲ ଲାଇଫେ ପତ୍ନୀ ଓ ଶାଳିଙ୍କ ସହିତ ଦେଖା କରାଇବୁ । ଆସନ୍ତୁ ଜାଣିବା ସେହି 5 ଟି ଅଭିନେତାଙ୍କର ଶାଳି ଆଉ ପତ୍ନୀଙ୍କ ବିଷୟରେ ।


ଧିରଯ ଧୂପର :- କୁଣ୍ଡଳୀ ଭାଗ୍ଯର ସିରିୟଲର ଅଭିନେତା ଧିରଜ ଧୂପର ରିଲରେ ତାଙ୍କ ପତ୍ନୀ ପ୍ରୀତ ସହିତ ଓ ତାଙ୍କ ଶାଳି ସୃଷ୍ଟି ସହିତ ଭଲ ସମ୍ପର୍କ ନିଭାଉଛନ୍ତି ।କିନ୍ତୁ ଯଦି କାଠ ହେବା ତାଙ୍କର ରିଅଲ ଲାଇଫ ସ୍ତ୍ରୀ  ଓ ଶାଳୀଙ୍କ ବିଷୟରେ ସେ ଅଭିନେତ୍ରୀ ବିନା ଆରୋରା ସହିତ 2016 ରେ ବିବାହ କରିଥିଲେ । ଚାରିବର୍ଷ ପରେ ମଧ୍ୟ ସେ ତାଙ୍କ ସ୍ତ୍ରୀ ସହିତ ବହୁତ ଖୁସିରେ ଅଛନ୍ତି । ବିନା ଆରୋରା ଲାଡୋ, ଓ ଉଡ଼ାନ ଭଳି ସିରିୟଲରେ ମଧ୍ୟ କାମ କରିଛନ୍ତି । ଏବେ ସେ ତାଙ୍କ ସିରିୟଲରୁ ବିରାମ ନେଇ ବୈବାହିକ ଜୀବନକୁ ବିତାଉଛନ୍ତି । ତାଙ୍କର ଗୋଟେ ଶାଳି ଅଛି ତାଙ୍କ ନାମ ହେଉଛି ମୀତ ଅରୋରା । ତାଙ୍କ ଶାଳି ସହିତ ତାଙ୍କର ସମ୍ପର୍କ ବହୁତ ସୁନ୍ଦର ଅଟେ ।


ରୋହିତ ରାଜ ଗୋୟଲ :- ଛୋଟ ପରଦାର ଡିରେକ୍ଟର ରୋହିତ ରାଜ ଗୋୟଲ ଯିଏ ଷ୍ଟାର ପ୍ଲସର ଲୋକପ୍ରିୟ ସୋ ଦୀୟା ଅର ବାତି’ ର ନିର୍ଦେଶକ ଥିଲେ ।  ସେ ଏହି ସୋର ମୁଖ୍ୟ ଅଭିନେତ୍ରୀ ଦୀପିକା ସିଂହ ଙ୍କ ବହୁତ କ୍ଲୋଜ ହୋଇଯାଇଥିଲେ । ଯାହାକୁ କିଛି ଦିନ ଡେଟ କରିବା ପରେ ୨୦୧୪ ରେ ତାଙ୍କୁ ବିବାହ କରିଥିଲେ । ଏବେ ଦୁଇଜଣଙ୍କର ଗୋଟିଏ ପୁଅ ଅଛି । ଦୀପିକା ଦୀୟା ଅର ବାତି, କବଜ, ଭଳି ସିରିୟଲରେ ମଧ୍ୟ କାମ କରିଛନ୍ତି । ଦୀପିକାଙ୍କ ଭଉଣୀ ତାଙ୍କର ରୋହିତଙ୍କର ଶାଳି ଅଟନ୍ତି । ତାଙ୍କ ଶାଳି ସହିତ ତାଙ୍କର ବହୁତ ଭଲ ସମ୍ପର୍କ ମଧ୍ୟ ରହିଛି ।


ବିବେକ ଦହିୟା:- ୟେ ହେ ମୋହବତେର ବିବେକ ଧୟା ତାଙ୍କ ରିଅଲ ଲାଇଫ ଏସଟିଆରଆର ହେଉଛନ୍ତି ଦିବ୍ୟାଙ୍କ ତ୍ରିପାଠୀ । ସେ ଦୁଇଜଣ ପ୍ରେମ ବିବାହ କରିଛନ୍ତି । ବିବାହର ଚାରିବର୍ଷ ପରେ ମଧ୍ୟ ସେ ବହୁତ ଖୁସିରେ ରହିଛନ୍ତି । ବିବେକଙ୍କ ଶାଳିର  ନାମ ହେଉଛି ପ୍ରିୟଙ୍କା ତିଵାରୀ । ଦିବ୍ୟଙ୍କାଙ୍କର ବଡ ଭଉଣୀ ଅଟନ୍ତି । ଯଦି ଆମେ ଜାଣିବା ଦୁଇଜଣ ଜିଜା ଶାଳୀଙ୍କ ବିଷୟରେ ତେବେ ତାଙ୍କର ସମ୍ପର୍କ ବହୁତ ଭଲ ଅଟେ ।


ସବିର ଆହଲୁବାଲିଆ :- କୁମ କୁମ ଭାଗ୍ଯର ସବିର ଜଣେ ବହୁତ ଚର୍ଚିତ ଅଭିନେତା ଅଟନ୍ତି । ଯଦି ଆଲୋଚନା କରିବା ଅହି ଅଭିନେତାଙ୍କ ରିଅଲ ଲାଇଫ  ପତ୍ନୀ ଆଉ ଶାଳି ବିଷୟରେ ତାଙ୍କ ସ୍ତ୍ରୀ ନାମ ହେଉଛି କାଞ୍ଚି କଲ । ସେ ୨୦୧୧ ରେ ପ୍ରେମ ବିବାହ କରିଥିଲେ । ୯ ବର୍ଷ ପରେ ମଧ୍ୟ ତାଙ୍କ ବୈବାହିକ ଜୀବନ ବହୁତ ଭଲରେ କଟୁଛି । କାଞ୍ଚିଙ୍କର କେହି ଭଉଣୀ ନାହାନ୍ତି କିନ୍ତୁ ଅର୍ପିତା ଖାନ ତାଙ୍କର ବହୁତ ଭଲ ସାଙ୍ଗ ଆଉ ସେ ତାକୁ ଭଉଣୀ ଭଳି ମାନନ୍ତି। ତାଙ୍କ ଦୁଇଜଣଙ୍କ ଭିତରେ ବହୁତ ଭଲ ବଣ୍ଡିଙ୍ଗ ରହିଛି ।


ଅଭିନବ ଶୁକ୍ଲା :- ଛୋଟ ପରଦାର ଡାସିଙ୍ଗ ପର୍ସନାଲିଟୀ ରୁବିନା ଦଳାଇକ ଙ୍କୁ ୨୦୧୮ ରେ ବିବାହ କରିଥିଲେ । ବର୍ତମାନ ତାଙ୍କର ବିବାହକୁ ଦୁଇବର୍ଷ ବୀତି ଗଲାଣି । ସେମାନେ ବହୁତ ଖୁସିରେ ମଧ୍ୟ ଅଛନ୍ତି । ରୁବିନା ଅଭିନବଙ୍କୁ ଠାରୁ ବହୁତ ସଫଳ ଅଟନ୍ତି । ସେ ବହୁତ ବଡ  ବଡ ଟିଭି ସିରିୟଲରେ ମଧ୍ୟ କାମ କରିଛନ୍ତି । ତାଙ୍କ ଘୋତେ ଶାଳି ଅଛି ଜାର ନାମ ଜ୍ୟୋତିକା । ଅଭିନବ ତାଙ୍କ ଶାଳୀଙ୍କ ସହିତ ବହୁତ ଭଲ ସମ୍ପର୍କ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *