୧୮ ବର୍ଷ ପରେ ହେଲା ରାଶି ମହାପରିବର୍ତ୍ତନ, ୨୦୨୦ ରେ ୫ଟି ରାଶିକୁ ମିଳିବ ଶନି ଦୋଷରୁ ମୁକ୍ତି

ଗ୍ରହ ଚଳନ ଫଳରେ ଆମ ଜୀବନରେ ନିରନ୍ତର ପରିବର୍ତ୍ତନ ହେଉଥାଏ । ତେବ ସେହିଭଳି ଏକ ଚଳନ ହେତୁ ଆସୁଥିବା ବର୍ଷ ରେ ଏହି ସବୁ ରାଶିର ଲୋକମାନେ ଶନି ଦୋଷରୁ ମୁଲ୍କ୍ତ ହେବାକୁ ଯାଉଛନ୍ତି । ଯେମିତି କି ଆପଣମାନେ ଜାଣିଛନ୍ତି ଶନି ଦୋଷ ଥିଲେ ବା ଶନିଙ୍କର ଖରାପ ଦ୍ରୁଷ୍ଟି ଥିଲେ ବ୍ୟକ୍ତିକୁ ବହୁତ କଷ୍ଟ ସହିବାକୁ ପଡିଥାଏ । କିନ୍ତୁ ଏବେ ଏହି ସବୁ ରାଶିଙ୍କୁ ସେଥିରୁ ମୁକ୍ତି ମିଳିବ ଏମାନଙ୍କ ଜୀବନରେ ଆସିବ ଅନେକ ଖୁସି । ତେବେ ଆସନ୍ତୁ ଜାଣିବା ଏହା କେଉଁ ରାଶି ।

ମିଥୁନ ରାଶି

Image Courtesy: Google

ମିଥୁନ ରାଶି ଥିବା ଲୋକଙ୍କୁ ମାନସିକ ସମସ୍ୟା ରୁ ମୁକ୍ତି ମିଳିବ । ବେପାରୀ ଲୋକ ମାନେ ନିଜ ବ୍ୟାପାରରେ କିଛି ବି ପ୍ରକାର ର ପରିବର୍ତନ ଆଣି ପାରିବେ । ସାବଧାନ ର ସହ ଗାଡି ଚଲାନ୍ତୁ । ପ୍ରେମୀକଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁଶିର ବାତାବରଣ ଦେଖାଦେବ ।

ସିଂହ ରାଶି

ସିଂହ ରାଶି ର ଲୋକ ମାନଙ୍କୁ ଆଗାମୀ ଦିନ ରେ ସଫଳତା ମିଳିବ । କିଛି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ସଫଳ ହୋଇପାରିବେ ସାମାଜିକ ଗତିବିଧି ରେ ଆପଣ ଙ୍କ ଭୂମିକ ରହିବ । ଆର୍ଥିକ ଅବସ୍ଥା ରେ ସୁଧାର ଆସିବ । ପରିସ୍ଥିତି ଆଣପଙ୍କ ଅନୁଯାଇ ହେବ, ଆପଣଙ୍କୁ ସାଂସାରିକ ମୋହ ଭଙ୍ଗ ହୋଇଯିବ ।

କନ୍ୟା ରାଶି

Image Courtesy: Google

କନ୍ୟା ରାଶି ର ଲୋକମାନେ କେଉଁଠୁ ପୁଞ୍ଜି ସଂଗ୍ରହ କରି ଧନବାନ ହୋଇପାରିବେ  । ଆପଣ ମିତ୍ର ସହାୟତା ପାଇବେ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ପିତା ମାତା ଙ୍କ ଆଶୀର୍ବାଦ ରହିବ । ସଫଳତା ପ୍ରାପ୍ତ କରିବେ, ଯଦି ଆପଣ କୌଣସି ପିଏଚଡି ଛାତ୍ରା ତାହେଲେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହେବ ।

ତୁଳା ରାଶି

ତୁଳା ରାଶି ର ଲୋକମାନଙ୍କୁ ନିଜ ସନ୍ତାନ ପାଇଁ ଖୁସି ହେବ । ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ରହିବେ । ଆପଣ ନିଜ ଆମଦାନୀ ଖର୍ଚ୍ଚ କୁ ନିୟନ୍ତ୍ରଣ ରଖିବେ । କାର୍ଯ୍ୟ ଭାର ଅଧିକ ରହିପାରେ । ଆପଣଙ୍କ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ଭଲ ହେବ । ଆପଣ ଧାର୍ମିକ ଓ ବୈରାଗ୍ୟ ଆଡୁକୁ ଅଗ୍ରସର ହୋଇବେ ।

ଧନୁ ରାଶି

Image Courtesy: Google

ଧନୁ ରାଶି ର ଲୋକଙ୍କୁ ହଠାତ ବହୁତ ଖୁସି ପ୍ରାପ୍ତି ହେବ । ପରିବାର ରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବେ  । ଆଗାମୀ ଜୀବନ ଠିକ ଠାକ ରହିବ । ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ରହିବ । ଧାର୍ମିକ କାର୍ଯ୍ୟ ରେ କ୍ଷତି ହୋଇପାରେ ।  ଶତ୍ରୁ ମାନଙ୍କ ଠୁ ସତର୍କ ରହିବେ  ।

Leave a Reply

Your email address will not be published. Required fields are marked *