ଶନିଦେବଙ୍କ ଦଣ୍ଡ ଠାରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ଆଜି ଠାରୁ ଛାଡି ଦିଅନ୍ତୁ ଏହି କାମ, ନଚେତ…

ଏମିତି ମାନ୍ୟତା ଅଛି ଯେ ଯେଉଁ ମଣିଷ ଉପରେ ଶନି ଦେବଙ୍କ ଖରାପ ଦ୍ରୁଷ୍ଟି ପଡିଥାଏ ସେହି ମଣିଷ ଜୀବନ ରେ ଭୂମିକମ୍ପ ହୋଇଥାଏ । ତାଙ୍କ ସବୁ କାମ ନଚାହିଁଲେ ମଧ୍ୟ ସବୁ କାମ ଖରାପ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ଭୁଲ କାମ କରେ ଯାହା ଦ୍ଵାରା ଅନ୍ୟ ଲୋକଙ୍କୁ ପୀଡା ହୋଇଥାଏ ସେହି ଲୋକକୁ ଶନି ଦେବ କଠୋର ଦଣ୍ଡ ଦେଇଥାନ୍ତି ଯାହାର ସାମ୍ନା କରିବା ସେହି ଦୁଷ୍ଟ ମଣିଷ ପାଇଁ କଷ୍ଟକର ହୋଇଥାଏ ।

ବହୁତ ଲୋକ ଶନି ଦେବଙ୍କୁ ପ୍ରସନକରିବା ପାଇଁ ରାସ୍ତା ଖୋଜନ୍ତି ଯାହା ଫଳରେ ଶନି ଦେବ ତାଙ୍କୁ ଦଣ୍ଡିତ କରନ୍ତି ନାହିଁ ଯଦି ଆପଣ ମଧ୍ୟ ଶନି ଦେବଙ୍କ କୃପା ପାଇବା ପାଇଁ ଚାହନ୍ତି ଓ ଦଣ୍ଡ ଠାରୁ ବଞ୍ଚିବା ପାଇଁ ଚାହନ୍ତି ତେବେ ଭୁଲ କାମ ଓ ଖରାପ କାମ କରିବା ଛାଡି ଦିଅନ୍ତୁ ।

ନ୍ୟାୟଦାତା ଶନି ଦେବଙ୍କ କୃପା ପାଇବା ପାଇଁ କରନ୍ତୁ ଏହି କାମ :

୧. ପ୍ରତି ଶନିବାର ଦିନ ଶ୍ରୀ ସୁନ୍ଦରକାଣ୍ଡ ପାଠ କରିବା ଉଚିତ ଅଟେ ।

୨. ଶ୍ରେ ହନୁମାନ ଚାଳିଶା ପ୍ରତି ଦିନ ପାଠ କରନ୍ତୁ ବିଶେଷ କରି ଶନିବାର ଦିନ ସକାଳେ ସନ୍ଧ୍ୟାରେ ପାଠ କରନ୍ତୁ ।

୩. ଶନିବାର ଦିନ ସକାଳେ ଓସ୍ତ ଗଛ ରେ ଜଳ ଅର୍ପଣ କଲେ ଶାଣିଦେବଙ୍କ ପୀଡା ଠାରୁ ଶାନ୍ତି ମିଳି ଥାଏ, ଓସ୍ତ ଗଛ ତଳେ ବସି ଶନି ମନ୍ତ୍ର ୧୦୮ ଥର ଜାପ କରିବା ଉଚିତ ଅଟେ ।

୪. ଶନି ଦେବଙ୍କ ପସନ୍ଦ ଜିନିଷ ଯେମିତିକି କଳା ବିରି ଡାଲି, ତିଳ, ଲୁହା, କଳା କପଡା ଇତ୍ୟାଦି ଦାନ କରନ୍ତୁ ନିଜ ସାମର୍ଥ ଅନୁଯାଇ ଦାନ କରନ୍ତୁ ।

ଶନିବାର ଦିନ ଏହି କାମ କରିବାରୁ ବଞ୍ଚନ୍ତୁ :

୧. ଶନିବାର ଦିନ ତାମ୍ବା ବାସନ ଦାନ କଲେ ଲୋକ ବ୍ୟବସାୟ ରେ ହାନି ହୋଇଥାଏ ।

୨. ଶନିବାର ଦିନ ଧଳା ମୋତି କିଣି ଉଫାର ଦେଲେ ମେସିନ ବା ଗାଡି ଦୁର୍ଘଟଣା ହବାର ଯୋଗ ହୋଇଥାଏ ।

୩. ଶନିବାର ଦିନ ମଣିଷକୁ ଭୁଲରେ ବି ଚାନ୍ଦି ଜିନିଷ କିଣି କାହାକୁ ଉପହାର ରେ ଦେଲେ ମଣିଷ ଧାରୁଆ ହୋଇଥାଏ ।

୪. ଶନିବାର ଦିନ ନାଲି ରଙ୍ଗ କପଡା କିଣି କାହାକୁ ଉପହାର ଦେଲେ ବ୍ୟକ୍ତି ସାମାଜିକ ଛବି ଖରାପ ହୋଇଥାଏ ।

ଶନିବାର ଦିନ ଚମେଲି ଇତର କିଣି ଲଗାଇଲେ ବ୍ୟକ୍ତି ବହୁତ ପ୍ରକାର ରୋଗ ପ୍ରାପ୍ତ କରିଥାଏ ।

Leave a Reply

Your email address will not be published. Required fields are marked *