ଶିଶୁମାନେ କୋରୋନା ପଜେଟିଭ ହେଲେ କଣ କରିବେ ?Dr. Nirmal Kumar

ବନ୍ଧୁଗଣ, କୋରୋନା ମ-ହା-ମା-ରୀ ସାରା ବିଶ୍ଵ ରେ ସମସ୍ତଙ୍କୁ ବହୁତ ଆତଙ୍କିତ କରିସାରିଛି । ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତି ରେ କାହାକୁ ସଂ-କ୍ର-ମ-ଣ କେଉଁ ମାଧ୍ୟମରେ ହେବ, ତାହା କହିବା ଅସମ୍ଭବ । ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜୁଛି ସେଠାରୁ ପିଲାମାନେ ମଧ୍ୟ ଏହି ସଂ-କ୍ର-ମ-ଣ ଠାରୁ ବଞ୍ଚିତ ରହୁନାହାଁନ୍ତି । ବନ୍ଧୁଗଣ ଗତବର୍ଷ ବଡ ଲୋକ ମାନେ ଏହି ସଂ-କ୍ର-ମ-ଣ ରେ ଆକ୍ରାନ୍ତ ହୋଇଥିଲେ । ମାତ୍ର ବର୍ତ୍ତମାନ ଛୋଟ ପିଲାମାନେ ମଧ୍ୟ ଏଥିରୁ ବର୍ତ୍ତିକି ରହିପାରୁ ନାହାଁନ୍ତି ।

ବନ୍ଧୁଗଣ ଗତବର୍ଷ ଯେଉଁ ମାନେ ଏହି ଭୟାନକ ସଂ-କ୍ର-ମ-ଣ ରେ ସଂକ୍ରମିତ ହେଉଥିଲେ, ତାହା ହେଉଛନ୍ତି ୨୦ ରୁ ୪୦ ଉର୍ଦ୍ଦ ଶ୍ରେଣୀର ବ୍ୟକ୍ତି ମାତ୍ର ବର୍ତ୍ତମାନ ୨୦ ତଳକୁ ଥିବା ଶିଶୁ ତଥା ଯୁବା ମାନଙ୍କୁ ଏହା ସଂକ୍ରମିତ ହେଉଅଛି । ବନ୍ଧୁଗଣ ଆଜି ଆମ୍ଭେ ଶିଶୁ ମାନଙ୍କ ଠାରେ ଦେଖା ଯାଉଥିବା ଏହି ରୋଗ ର ଲକ୍ଷଣ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ । ଆସନ୍ତୁ ସଂପୂର୍ଣ୍ଣ ଭାବରେ ଜାଣିନେବା ଲକ୍ଷଣ ଗୁଡିକ କଣ ଅଟେ ?

ବନ୍ଧୁଗଣ, ପିଲାମାନଙ୍କ ମଧ୍ୟରେ ସାଧାରଣ ଥଣ୍ଡା, ଜର, କାଶ ଭଳି ଏହି ରୋଗ ଟି ଦେଖା ଦେଉଅଛି । ମାତ୍ର ୮୦ ପ୍ରତିଶତ ରୁ ୯୦ ପ୍ରତିଶତ ପିଲାମାନଙ୍କ ମଧ୍ୟରେ ଏହି ମ-ହା-ମା-ରୀ ର କୌଣସି ଲକ୍ଷଣ ଦେଖା ଯାଉନାହିଁ । ମାତ୍ର କୋଚିତ ପିଲା ମାନଙ୍କ ଠାରେ ଏହା ସାମାନ୍ୟ ପରିମାଣରେ ଦେଖା ଯାଉଅଛି । ଯଦି ଏହି ସଂ-କ୍ର-ମ-ଣ ପିଲା ମାନଙ୍କୁ ହୁଏ ତେବେ ତାହା ବହୁତ କଷ୍ଟ ସାଧ୍ୟ । ଯେପରିକି ପୂର୍ବରୁ ସୂଚନା ଦେଇଥିଲୁ ଯେ, ଗତ ବର୍ଷ ଏହି ମାହାମାରୀ ବଡଲୋକଙ୍କୁ ଆକ୍ରାନ୍ତ ହେଉଥିଲା ।

ଯେଉଁ ମାନଙ୍କୁ ଡାଇବେଟିକ ଭଳି ଅନ୍ୟାନ୍ୟ ରୋଗ ଲାଗି ରହିଥିଲା, ସେମାନଙ୍କ ପାଇଁ କୋରୋନା ସଙ୍କରମାନରୁ ବଞ୍ଚିତ ହେବା ବହୁତ କଷ୍ଟ ସାଧ୍ୟ ହେଉଥିଲା । ଠିକ ସେହିଭଳି ବର୍ତମାନ ଦ୍ଵିତୀୟ ଲହରୀରେ ଯେଉଁ ଶିଶୁ ମାନେ ଅଧିକ ସମୟ ଧରି ଔଷଧ ସେବନ କରୁଛନ୍ତି । ଅଥବା ପିଲାମାନଙ୍କୁ କୌଣସି ପ୍ରକାରର ଯଦି ରୋଗ ରହିଅଛି, ଯଥା ଆଜ୍ମା କିମ୍ବା ଆଲାର୍ଜିକ ଭଳି କିଛି ସମସ୍ୟା ରହିଅଛି ତେବ, ସେହି ଶିଶୁ ମାନେ ଏହି ଭ-ୟା-ନ-କ ସଂ-କ୍ର-ମ-ଣ ର ଶିକାର ହେଉଛନ୍ତି ।

ବନ୍ଧୁଗଣ ଏହି ଭିତରୁ ଗୋଟିଏ ଡିଜିଜ ହେଉଛି, MISC ଅର୍ଥାତ “multisystem inflammatory syndrome” ଏହି ରୋଗ ଦ୍ଵାରା ପିଲାମାନେ ଆକ୍ରାନ୍ତ ହେଲେ, ସେମାନଙ୍କୁ ICU ରେ ଭର୍ତ୍ତି କରିବାକୁ ହୋଇଥାଏ । ବନ୍ଧୁଗଣ ଯେଉଁ ଶିଶୁ ମାନେ ଏହି ସଂ-କ୍ର-ମ-ଣ ରେ ସଂକ୍ରମିତ ହେଉଛନ୍ତି । ସେମାନଙ୍କୁ ଘରେ ରହି ମଧ୍ୟ ଉଚିତ ଚିକିସ୍ୟା କାରାଯାଇପାରିବ । ମାତ୍ର ଯଦି ଅତ୍ୟନ୍ତ ସିଭିୟର ହେଉଛି ଯଥା ଖାଦ୍ୟ ଖାଉନାହିଁ କିମ୍ବା ବାନ୍ତି ହେଇଯାଉଛି, ଜର ହେଇ ଛାଡୁନାହିଁ ମାତ୍ର ତାହା ୪/୫ ଦିନରେ ବଢିବାକୁ ଲାଗିଛି ତେବେ, ତାଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରାଇ ଚିକିସ୍ୟା କରାଇବା ଆବଶ୍ୟକ ।

ଅଥବା ଡାକ୍ତରଙ୍କ ପାଖକୁ ନେଇ ହସ୍ପିଟାଲ ଆଡମିସନ କରାଇବା ଆବଶ୍ୟକ । ବନ୍ଧୁଗଣ ଶିଶୁ ଟିର ଯତ୍ନ ନେବା ମାତା ପିତା ତଥା ପରିବାର ବର୍ଗଙ୍କର ଦାଇତ୍ଵ । ଏଣୁ ବିନୀତ ଅନୁରୋଧ କି ଆପଣ ନିଜ ନିଜ ଶିଶୁ ମାନଙ୍କର ଉତ୍ତମ ରୂପେ ଯତ୍ନ ନିଅନ୍ତୁ । ଏହି ବିପଦପୂର୍ଣ୍ଣ ସମୟରେ ସାହସର ସହିତ ଆମ୍ଭକୁ କୋରୋନା ମ-ହା-ମା-ରୀ ସହିତ ଲଢିବାର ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ସମ୍ବନ୍ଧରେ ଜାଣି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *