ଟିଭି ସିରିୟଲ ଜଗତର ସବୁଠାରୁ ବଡ ରିୟଲ-ଷୋ ‘ବିଗ ବସ’ ଏକ ଏମିତି ଷୋ ଅଟେ ଯାହା ସବୁବେଳେ ଲୋକଙ୍କ ଦୃଷ୍ଟି-ଆଗରେ ରହିଥାଏ । ଏହି ଧାରାବାହିକଟିକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏହି ରିୟାଲିଟି ଶୋ’ରେ ନିଜ ନିଜ ମଧ୍ୟରେ କେବେ କଳହ ତ ଆଉକେବେ ନାନା ପ୍ରକାରର ନିନ୍ଦା ଅପବାଦ କରିଥାନ୍ତି । ଏଥିରେ ନିଜର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ଅନ୍ୟର ପର୍ସୋନାଲ ଲାଇଫରେ କଣ ହେଉଛି କଣ ନାହି ସବୁକୁ ଆଧାର କରି ପରସ୍ପର ସହିତ ଝଗଡା ଲଗାଇଥାନ୍ତି । ବନ୍ଧୁଗଣ ସମସ୍ତେ ପ୍ରାଏ ନେଗେଟିଭ କ୍ୟାରେକ୍ଟରକୁ ପସନ୍ଦ କରିଥାନ୍ତି ।
ଏହି ରିୟାଲିଟି ଶୋ’ରେ ବହୁତ ପ୍ରକାରର ଗାଳି-ଗୋଲୋଚ ମଧ୍ୟ କରିଥାନ୍ତି । ଏହିଠାରେ ସବୁ ସମ୍ପର୍କର ଶେଷ ମଧ୍ୟ ହୋଇଥାଏ । ବହୁତ କମ କ୍ଷେତ୍ରରେ ଏହିଠାରୁ ନୂଆ ସମ୍ପର୍କର ପ୍ରାରମ୍ଭ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ‘ବିଗ ବସ’ରେ ଗଲା ବର୍ଷର ସିଜନରେ ସମସ୍ତେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ସେହି ସିଜନର ସବୁ କଂଟେଷ୍ଟେଟ ବହୁତ ମଜବୁତ ଏବଂ ଲୋକ ପ୍ରିୟ ଥିଲେ । ଏହି କାରଣରୁ ସେହି ସିଜନଟିକୁ ବହୁତ ଆଗକୁ ବଢାଯାଇଥିଲା । ଏହି ସିଜନରେ ଦର୍ଶକ ମାନଙ୍କୁ ଦୁଇଟି ଯୋଡି ବହୁତ ପସନ୍ଦ ଆସିଥିଲେ ।
ବନ୍ଧୁଗଣ ସେହି ଦୁଇଯୋଡି ହେଉଛନ୍ତି- ପ୍ରଥମେ “ସିଦ୍ଧାର୍ଥ ଶୁକ୍ଲା” ଏବଂ “ସେହନାଜ ଗିଲ” । ସେହିଭଳି ଅପର ପାର୍ସ୍ବୋରେ “ପାରସ ଛାବଡା” ଏବଂ “ମାହିରା ଶର୍ମା” । ଏହି ସୋ’ ଟି ଶେଷ ହେବା ପରେ ମଧ୍ୟ ଏମାନଙ୍କ ଜୀବନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କାରଣ ଅଧିକ ସମୟ ଧରି ଚାଲିଆସୁଥିଲା ଟିଭିରେ ଏମାନଙ୍କୁ ଦେଖି ସେମାନଙ୍କର ପ୍ୟାନ୍ସ ବହୁତ ବଢିଯାଇଥିଲେ । ତାଙ୍କ ପ୍ୟାନ୍ସ ଏବେ ମଧ୍ୟ ତାଙ୍କର ବାଟକୁ ଚାହିଁ ବସିଛନ୍ତି । ଏହି ଦୁଇଟି ଯୋଡି ଏବେ ମଧ୍ୟ ରିୟଲ ଲାଇଫରେ ପରସ୍ପର ସାଙ୍ଗରେ ଜଡିତ ଅଛନ୍ତି । ଏବଂ ଏମାନଙ୍କର ଫୋଟୋଚିତ୍ର ପ୍ରାୟେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଖାସ କରିକି “ସିଦ୍ଧାର୍ଥ ଶୁକ୍ଲା” ଏବଂ “ସେହନାଜ ଗିଲ” ।
ବିଗ ବସ-୧୩ ସିଜନର ବିଜେତା “ସିଦ୍ଧାର୍ଥ ଶୁକ୍ଲା”ଙ୍କର ଫ୍ୟାନ୍ସ ଫୋଲୋଇଂର ବହୁତ ଲମ୍ବା ଧାଡି ଲାଗିରହିଛି । ସେହିଭଳି “ସେହନାଜ ଗିଲ” ପଞ୍ଜାବର “କ୍ଯାଟ୍ରିନା କେଫ” ନାମରେ ପରିଚିତ । ତାଙ୍କର ସରାରତ ସମସ୍ତଙ୍କୁ ଭଲ ଲାଗିଥାଏ । ଏହି ଦୁହିଜଣଙ୍କର ବନ୍ଧୁତା ଏତେ ପସନ୍ଦ ଆସିଲା ଯେ ଦୁହି ଜଣଙ୍କର ନାମ “ସିଡନାଜ” ବୋଲି ରଖିଦିଆ ଗଲା । ‘ସିଦ୍ଧାର୍ଥ’ ଏବଂ ‘ସେହେନାଜ’ର ବିବାହକୁ ନେଇ ସମସ୍ତେ ଉତ୍କଣ୍ଠାରା ସହିତ ଅନେଇ ବସିଛନ୍ତି । ଏହି ଭିତରେ ଏମିତି ଏକ ଫୋଟୋଚିତ୍ର ସୋସିଆଲ ମେଡିଆରେ ଘୁରି ବୁଲୁଛି ଯେ ଯାହା ସମସ୍ତେ ଉତ୍କଣ୍ଠାର ସହିତ ଚାହିଁବସିଛନ୍ତି ।
ବନ୍ଧୁଗଣ କିଛି ଦିନ ମଧ୍ୟରେ ଗୋଟିଏ ଫୋଟୋଚିତ୍ରରେ ‘ସିଦ୍ଧାର୍ଥ’ ଏବଂ ‘ସେହନାଜ’ ଅଛନ୍ତି । ମାତ୍ର ଏଥିରେ ‘ସେହନାଜ’ ମଥାରେ ସିନ୍ଦୁର ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦ୍ରୁଶ୍ଯ ନଜରକୁ ଆସିଛି । ଏହାକୁ ସେହନାଜଙ୍କ ଫ୍ୟାନ କେହିଜଣେ ଏଡିଟ କରି ସୋସିଆଲ ମିଡିଆରେ ଛାଡିଥିବାର ଖବର ମିଳିଛି । ସେ ଯାହା ହେଉନା କାହିଁକି “ସିଦ୍ଧାର୍ଥ” ଏବଂ “ସେହନାଜ”ଙ୍କ ଯୋଡିକୁ ଦର୍ଶକ ଏବଂ ତାଙ୍କ ପ୍ୟାନ୍ସ ବହୁତ ପସନ୍ଦ କରୁଥିବାର ଜଣାପଡୁଛି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣିଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।