ଜଣେ ଶିକ୍ଷକ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ, ଶିକ୍ଷା ବିଭାଗ କହୁଛି କିଛି ଖବର ନାହିଁ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ପାଇଁ ସଂପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେଉଛି । କିନ୍ତୁ ଶିକ୍ଷା ବିଭାଗରେ ଏଭଳି କିଛି ଘଟଣା ନେଇ କୌଣସି ଅଭିଯୋଗ ଆସିନହି ବୋଲି ସୂଚନା ମିଳିଛି । ଯଦି ସେହି ଭିଡିଓ ମିଳେ ତେବେ ତା ଉପରେ ନିଶ୍ଚୟ ତଦନ୍ତ ହେବ ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ଶିକ୍ଷା ବିଭାଗର ମୁଖ୍ୟ ।

ତେବେ ଏଭଳି ଏକ ଆପତ୍ତିଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ହୋଶିଆରପୁର ଅନ୍ତର୍ଗତ ତଲଓ୍ବାଡ଼ା ବ୍ଲକ୍ ର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ତେବେ ସେହି ଘଟଣା ସମ୍ପର୍କରେ ଜାଣିବା ପରେ ସେହି ଗାଁ ର ସରପଞ୍ଚ ସେହି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ହେବା ପାଇଁ ଦାବି କରିଛନ୍ତି ।

ତେବେ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସେକ୍ସ ଭିଡିଓରେ ପ୍ରଧାନଶିକ୍ଷକ ନିଜ ଚାମ୍ବରରେ ୨ଜଣ ଶିକ୍ଷୟିତ୍ରୀଙ୍କୁ ଅଲଗା ଅଲଗା ଦିନରେ ଅଶ୍ଳୀଳ ଆଚରଣ କରୁଛନ୍ତି । ଏମିତି କରିବା ଅସମୟରେ କେହି ତାଙ୍କର ଭିଡିଓ ବଣାଇ ସୋସିଆଲ ମିଡିଆରେ ଛାଡିଦେଇଛି ।

ଏମିତିକି ଏହି ଭିଡିଓ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ପାଖରେ ମଧ୍ୟ ପହଞ୍ଚି ସାରିଛି । କିନ୍ତୁ ତଥାପି ସେମାନେ ଏବିଷୟରେ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି । ତେବେ ଶିକ୍ଷା ବିଭାଗ ଏହି ଘଟଣାକୁ କେମିତି ସମଧାନ କରୁଛି ଏବଂ ଶିକ୍ଷା ବିଭାଗକୁ ଲଜ୍ଜିତ କରିଥିବା ଶିକ୍ଷକଙ୍କ ବିରୋଧରେ କ’ଣ ପଦକ୍ଷପ ନେଉଛି ସେ ବିଷୟରେ ଦେଖିବାକୁ ବ୍ବାକି ରହିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *