ସିନ୍ଦୁର କଣ ପାଇଁ ପିନ୍ଧୁ ନାହାନ୍ତି “ଜିନା” ? ଫ୍ୟାନ୍ସ ଙ୍କୁ ଦେଲେ ଏହି ଉତ୍ତର

ବନ୍ଧୁଗଣ, ଗୋଟିଏ ବିବାହିତା ନାରୀ ପାଇଁ ମଥାର ସିନ୍ଦୁର ଏବଂ ହାତର ଶଙ୍ଖା ବହୁତ ମହତ୍ଵ ରଖିଥାଏ । ବନ୍ଧୁଗଣ ସାଧାରଣତ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ବିଷୟ ବସ୍ତୁ ର ମହତ୍ଵ ରହିଅଛି । ଶାସ୍ତ୍ର ଅନୁଯାୟୀ ବହୁତ କଥା ରହିଅଛି ଯାହାକୁ ଆମ୍ଭେମାନେ ନିୟମିତ ଭାବେ ମାନିଥାଉ ।

ବନ୍ଧୁଗଣ ଆଜି ଆମ୍ଭେମାନେ ଆପଣଙ୍କୁ ଓଡିଆ ଇଣ୍ଡଷ୍ଟ୍ରୀ ର ନାୟିକା “ଜିନା” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ ଓଡିଆ ଫିଲ୍ମ ତଥା ସିରିୟଲ କୁ ଦେଖିବାକୁ ସମସ୍ତେ ଭଲ ପାଆନ୍ତି । ଦର୍ଶକଙ୍କ ପସନ୍ଦ ଅନୁଯାୟୀ ତାଙ୍କ ଅଭିନେତ୍ରୀ ତଥା ଅଭିନେତା ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି । ଦର୍ଶକବନ୍ଧୁ ଆଜି ଆମ୍ଭେ ଆପଣଙ୍କୁ ଅଭିନେତ୍ରୀ “ଜିନା” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଜିନା ଙ୍କୁ ପ୍ରାଏ ସମସ୍ତେ ଟିଭି ପରଦାରେ ଦେଖିଛନ୍ତି । ଆଲବମ ହେଉ କିଅବା ଚଳଚିତ୍ର ହେଉ ସବୁଥିରେ ସେ ବହୁତ ଭଲ ଅଭିନୟ କରିଥାନ୍ତି । ଅଭିନେତ୍ରୀ ଜିନା ଙ୍କର ପ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ଅନେକ ରହିଛନ୍ତି ।

ବନ୍ଧୁଗଣ ବିବାହ ପରେ ସେ ଅଭିନୟ ଦୁନିଆକୁ ଏତେ ମହତ୍ଵ ଦେଇପାରୁନଥିଲେ ମଧ୍ୟ ସେ ନିଜ ପ୍ୟାନ୍ସ ଙ୍କ ପାଇଁ ଶୋସିଆଲ ମିଡିଆରେ ଲାଇଭ ଆସିଥାନ୍ତି । ଜିନା ଙ୍କୁ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ନିଜ ସମୁଖରେ ଦେଖି ବହୁତ ଆନନ୍ଦ ଅନୁଭବ କରିଥାନ୍ତି ।

ବନ୍ଧୁଗଣ ଗତ କିଛି ଦିନ ପୂର୍ବେ ଜିନା ଲାଇଭ ଆସିଥିଲେ, ତାଙ୍କ ଫାନ୍ସ ମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ପଚାରିଥିଲେ ଯେ, ମାଡାମ ଆପଣଙ୍କ ମଥାରେ ସିନ୍ଦୁର କାଇଁ ? ସେହି ସମୟରେ ଜିନା ତାଙ୍କୁ ଉତ୍ତର ଦେଇଥିଲେ ଯେ, ଏଭଳି ଯୁଗରେ ଆପଣ କି ପ୍ରଶ୍ନ ପଚାରୁଛନ୍ତି ? ସିନ୍ଦୁର ପିନ୍ଧିଛି କି ନାହିଁ ତାହା ମୁଁ ବେଶ ଭଲ ଭାବରେ ଜାଣେ । ଜରୁରୀ ନୁହେଁ ବିବାହିତା ଯଦି ସିନ୍ଦୁର ନ ପିନ୍ଧେ ତେବେ ସେ ସଂସ୍କାରୀ ନୁହଁନ୍ତି ।

ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ କି ସିନ୍ଦୁର ପିନ୍ଧୁନାହାନ୍ତି ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସଂସ୍କାରୀ ନୁହଁନ୍ତି । ତଥାପି ଆପଣ ପଚାରିଲେ ତ ଦେଖନ୍ତୁ ମଥା ଏଟା ସିନ୍ଦୁର ନୁହେଁ ତ ଆଉ କଣ ଆଜ୍ଞା ? ସ୍ତ୍ରୀ ମାନେ କେବଳ ସିନ୍ଦୁର ପିନ୍ଧୁଛନ୍ତି ବୋଲି ଦେଖାଇଲେ ଖାଲି ହେବ ନହେଲେ ଆପଣ ମାନେ ଜାଣିପାରିବେନି । ମାତ୍ର ଏହା କି ଭଳି ପ୍ରଶ୍ନ ଥିଲା ଯାହା ଆପଣ କରିଲେ ? ସେହିଭଳି ଆଉ ଜଣେ ପ୍ୟାନ୍ସ ତାଙ୍କୁ ପଚାରିଲେ ଯେ ଜିନା ଦି କଣ ଆପଣ ରାତିରେ ଲିପଷ୍ଟିକ ଲଗାଇଛନ୍ତି ? ଜିନା ତାଙ୍କୁ କହିଲେ,- ଆଜ୍ଞା ମୁଁ ଯେତେବେଳେ ଜନ୍ମ ହେଲି ମୋତେ ସେବେଠାରୁ ଲିପଷ୍ଟିକ ଲଗାଇବା ବହୁତ ଭଲ ଲାଗେ ଏଣୁ ମୁଁ ଲିପଷ୍ଟିକ ଲଗାଇଛି ।

ବନ୍ଧୁଗଣ ବହୁତ କଥା ସେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ସେୟାର କରିଲେ । ମାତ୍ର ସେ ଯାହା ହେଉ ନା କାହିଁକି ବିବାହ ପରେ ସେ ତାଙ୍କ ଶାଶୁଘରେ ବେସ ହସଖୁସି ରେ ଜୀବନ ଜାପନ କରୁଛନ୍ତି । ପରିବାରରେ ଜିନା ନିଜ ହାତରେ ରାନ୍ଧି ସମସ୍ତଙ୍କୁ ଖାଇବା ପରୋଶୁଛନ୍ତି । ମାତ୍ର ଦର୍ଶକେ ଫିଲ୍ମ ଜଗତରେ ଜିନା ଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *