ଭୟଙ୍କର ଦୁର୍ଘଟଣା, ଚାଲିଗଲା 4 ଜୀବନ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିର ସମୟରେ ସଡକ ଦୁ-ର୍ଘ-ଟ-ଣା ସାମାନ୍ଯ ହୋଇ ଗଲାଣି । ଦୁ-ର୍ଘ-ଟ-ଣା କିଛି ଏଭଳି ଘଟୁଛି ଯାହା ବହୁତ ଭୟଙ୍କର ହୋଇଥିବା ବେଳେ ଏଥିରେ ଅନେକ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ତେବେ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ପ୍ରତି ଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନା କୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ରେ ମର୍ମନ୍ତୁଦ ସଡକ ଦୁ-ର୍ଘ-ଟ-ଣା ଘଟିଛି । ଏହି ଦୁ-ର୍ଘ-ଟ-ଣା ରେ ୪ ଜଣଙ୍କର ମୃ-ତ୍ୟୁ ଘଟିଛି । ଜଙ୍କିଆ ଥାନା ବଡ ପୋଖରିଆ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁ-ର୍ଘ-ଟ-ଣା ଘଟିଛି । ଏ ନେଇ NH-୧୬ ରେ ଛିଡା ହୋଇଥିବା ଟ୍ରକ କୁ କାର ଧକ୍କା ଦେଇଛି । ଯାହା ଫଳରେ ୪ ଜଣଙ୍କର ମୃ-ତ୍ୟୁ ହୋଇଛି । କାର ରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳା ଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଛି । କାର ଟି ଆନ୍ଧ୍ର ଆଡୁ ଆସୁଥିଲା ବେଳେ ହୋର ରୁ ଦୁ-ର୍ଘ-ଟ-ଣା ଘଟିଛି ବଡପୋଖରିଆ ନିକଟରେ ।

ସୂଚନା ଅନୁଯାୟୀ ଟ୍ରକ ଟି ଖରାପ ହୋଇଥିଲା ଯାହା ପାଇଁ ଟ୍ରକ କୁ ରଖା ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହକୁ ଉଧାର କରିବା ସହ ସେମାନଙ୍କର ବିଷୟରେ ଜାଣିବାକୁ ଯାଞ୍ଚ କରୁଛି । ଘଟଣା ସ୍ଥଳରେ ଏକ ମୋବାଇଲ ଜବତ କରିଛି ପୋଲିସ । ତଦନ୍ତ ପରେ ଜଣା ପଡିବ ମୃତ ବ୍ୟକ୍ତି ମାନେ କିଏ ଥିଲେ ଓ କେଉଁଠି କି ଯାଉଥିଲେ । ତେବେ ପୋଲିସ ମୋବାଇଲ ର ଯାଞ୍ଚ କରିବା ପରେ ଜାଣି ପାରିବ କି ମୃତ ବ୍ୟକ୍ତି ମାନେ କିଏ ଥିଲେ । ତେବେ ଏହି ଘଟଣା ଟି କେମିତି ଘଟିଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି ।

କାର ଟି ଦ୍ରୁତ ଗତିରେ ଆସୁଥିଲା ନା ଅନ୍ୟ କୌଣସି କାରଣ ଥିଲା ତାହା ପୋଲିସ ଅଧିକରୁ ଅଧିକ ତଦନ୍ତ କରିବା ପରେ ଜଣା ପଡିବ ବୋଲି ଅନୁମାନ କରା ଯାଉଛି । ତେବେ ସେ ଯାହା ବି ହେଉ ମୃତ ବ୍ୟକ୍ତି ମାନେ ଆନ୍ଧ୍ର ରୁ ଫେରୁ ଥିବାର ସୂଚନା ମିଳିଛି । ଏହି ଦୁ-ର୍ଘ-ଟ-ଣା ବହୁତ ଭୟଙ୍କର ଥିଲା ଯାହା ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *