ଆଜିର ସମୟରେ ସବୁ ଝିଅମାନଙ୍କର ସ୍ଵପ ହୋଇଥାଏ କି ଏକ ଠିକ ସମୟ ଆସିବା ପରେ ବିବାହ କରି ଲାଇଫରେ ସେଟେଲ ହୋଇଯିବେ । କିନ୍ତୁ ଏହାଛଡା କେତେ ଥର ଖରାପ ଭାଗ୍ୟ ଚାଲଇଥିବାରୁ ଝିଅମାନଙ୍କର ମନପସନ୍ଦ ପୁଅ ମିଳିନଥାଏ ଏବଂ ସେମାନେ କୁଆଁରୀ ହିଁ ରହିଯାନ୍ତି । ଆମର ସାମୁଦ୍ରିକ ଶାସ୍ତ୍ରରେ ବି କିଛି ଏମିତି କଥା ଅଛି ଯାହା କାରଣରୁ ଝିଅର ବିବାହରେ ପ୍ରଭାବ ପଡିଥାଏ । ଏଥିଭିତରୁ ଗୋଟିଏ ଜିନିଷ ଶୋଇବା ସମୟରେ କୁଆଁରୀ ଝିଅଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟ ଉପରେ ବି ନିର୍ଭର କରିଥାଏ । ଯେଉଁ ଝିଅ ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି ତାଙ୍କ ଭାଗ୍ୟରେ ଦୁଖଃ ହିଁ ରହିଥାଏ ।
ଶୋଇବା ପୂର୍ବରୁ କୁଆଁରୀ ଝିଅମାନେ କରନ୍ତୁ ନାହିଁ ଏହି କାମ
୧ – ଭଗବାନଙ୍କ ଆଡକୁ ଗୋଡ କରି ଶୋଇବା
ଯେତବେଳେ ଆମକୁ ନିଦ ଆସିଥାଏ ତାହେଲେ ଆମେ ଶୀଘ୍ର ଶୋଇବା ପାଇବ ଖଟ ଉପରକୁ ଚାଲିଯାଇଥାଉ । କିନ୍ତୁ ଆମେ କେଉଁ ଦିଗରେ ଶୋଇଛୁ ,କେଉଁ ପ୍ରକାର ଶୋଇଛେ ଏହି ସବୁର ଧ୍ୟାନ ରଖିନଥାଉ । ଏମିତି ହିଁ ଏକ ଜିନିଷ ହେଉଛି ଭଗବାନଙ୍କ ଆଡକୁ ଗୋଡ ଦେଇ ଶୋଇବା । ଆପଣଙ୍କ ଘରେ ଯେଉଁ ଦିଗରେ ମନ୍ଦିର ବା ଭଗବାନଙ୍କ କୌଣସି ଫଟୋ ଅଛି ସେହି ଦିଗକୁ ଗୋଡ କରି କେବେ ହେଲେ ସୋଇବେ ନାହିଁ । ଯେଉଁ ଝିଅ ଏମିତି କରିଥାଏ ଭଗବାନ ତା ଉପରେ ରାଗି ଯାଇଥାନ୍ତି ଏବଂ ତାକୁ ବହୁତ ଦୁଖଃ ଦେଇଥାନ୍ତି ।
୨ -କାହାର ହୃଦୟକୁ ଦୁଖଃ ଦେଇ ଶୋଇବା
ରାତିରେ ଶୋଇବା ପୂର୍ବରୁ କାହା ସହିତ ଝଗଡା କରନ୍ତୁ ନାହିଁ । ଏମିତି କୁହାଯାଇଥାଏ କି ଯଦି ଆପଣ ଶୋଇବା ପୂର୍ବରୁ କାହାର ହୃଦୟକୁ କଷ୍ଟ ଦେଇଥାଅ ତାହେଲେ ଆପଣଙ୍କ ହୃଦୟକୁ ବି ସୁଖ ମିଳିନଥାଏ ଏବଂ ଜଣେ ଭଲ ଜୀବନସାଥୀ ପାଇବା ପାଇଁ ଦୁଖଃ କରିଥାନ୍ତି ।
୩ -ଭଗବାନଙ୍କ ନମସ୍କାର ନକରି ଯିଏ ଶୋଇଥାଏ
କିଛି ଲୋକଙ୍କର ଅଭ୍ୟାସ ହେଇଥାଏ କି ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କୁ ଡାକି ଥାନ୍ତି କିନ୍ତୁ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ନଥାନ୍ତି । ଯେଉଁ ଝିଅ ଏମିତି କରିଥାଏ ତାକୁ ଜଣେ ଭଲ ଜୀବନସାଥୀ ମିଳିବାରେ ବହୁତ ଅସୁବିଧା ହୋଇଥାଏ । କିଛି ଝିଅଙ୍କୁ ତ ବର ମିଳିଯାଏ କିନ୍ତୁ ବିବାହ ପରେ ସେମାନେ ଖୁସିରେ ରହିପାରନ୍ତି ନାହିଁ ।
୪ -ନିଜର ଲୋକଙ୍କୁ ଶୁଭରାତ୍ରି ନ କହିବା
ଯେଉଁ ଝିଅ ଶୋଇବା ପୂର୍ବରୁ ନିଜ ଘରର ସଦସ୍ୟଙ୍କୁ ଶୁଭରାତ୍ରି କୁହେ ନାହିଁ ବା ତାଙ୍କ ସହିତ କଥା ନ ହୋଇ ଶୋଇପଡେ ତାହେଲେ ତାକୁ ଘରର ଗୁରୁଜନଙ୍କର ଆଶ୍ରିବାଦ ମିଳିନଥାଏ ଯାହା ଆଗକୁ ତା ବିବାହରେ ଅସୁବିଧା ଆଣିପାରେ ।